Odia news portal

“CARE Connect” କର୍ମଶାଳା : ଜନ୍ମଗତ ହୃଦ୍‌ରୋଗ ସମ୍ପର୍କରେ କଲେ ସଚେତନ

ଭୁବନେଶ୍ୱର : କେୟାର ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଜନ୍ମଗତ ହୃଦ୍‌ରୋଗ ସଚେତନତା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା “CARE…

ବିଏମଡବ୍ଲୁ ପକ୍ଷରୁ ମୁମ୍ବାଇରେ ଜଏଟାଉନର ୨ୟ ସଂସ୍କରଣର ଉନ୍ମୋଚନ

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ୍ ଇଣ୍ଡିଆ ଏହାର ସଙ୍ଗୀତ ଓ ଡ୍ରାଇଭିଂ ଫେଷ୍ଟିଭାଲ, ଜଏଟାଉନର ୨ୟ ସଂସ୍କରଣ ଶୁଭାରମ୍ଭ କରିଛି । ଏହି ଦୁଇ ଦିନିଆ ନିମଜ୍ଜିତ ବ୍ରାଣ୍ଡ ଅନୁଭୂତି ମହୋତ୍ସବ ମୁମ୍ବାଇରେ ମହାଲକ୍ଷ୍ମୀ ରେସ୍‌କୋର୍ସଠାରେ ଆସନ୍ତା ଏପ୍ରିଲ ୧୨-୧୩ ତାରିଖ ୨୦୨୪ରେ ବ୍ରାଣ୍ଡର ପ୍ରଶଂସକ…

ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ତରଫରୁ ମହାପାତ୍ରଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ” ଉପାଧିରେ…

ଭୁବନେଶ୍ୱର : ନାଗପୁର ଅନୁଷ୍ଠାନ ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ ଉପାଧି ” ରେ ସମ୍ଵର୍ଦ୍ଧିତ କରିଛନ୍ତି । …

TBCFI ର ଉପସଭାପତି ହେଲେ ସିଥିଲ କୁମାର ପଣ୍ଡା

ଭୁବନେଶ୍ବର : ଉତ୍ତରପ୍ରଦେଶର ଗୋରଖପୁରରେ ରବିବାର ଭାରତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ମହାସଂଘ (TBCFI)ର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତାମାନେ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ପଦପଦବିରେ ରହିବେ। ‘ଟିବିସିଏଫ୍‌ଆଇ’ର ରିଟର୍ଣ୍ଣିଂ ଅଫିସର ଆଲୋକ ଦ୍ବିବେଦୀ…

ରାଜ୍ୟ କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଖୁବଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୀରେ ନବନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଖୁବ୍ ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ଜିଲ୍ଲାର କ୍ରିକେଟରମାନ ପାଇଁ ଆଶୀର୍ବାଦ ପାଲଟିଛି । କେବଳ…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ୫ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ବର : ମା ଦୂର୍ଗା ମନ୍ଦିର ବାପୁଜୀ ନଗର ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତିର ୫ ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରାଧନା କରି ସଭା ଆରମ୍ଭ ହୋଇ ଥିଲା । ଏହି…

କର୍ପୋରେଟର, ସରପଞ୍ଚଙ୍କୁ ପ୍ରଣବ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର : ମିଶନ ୨୦୨୪ ପାଇଁ ବିଜେଡି ସମରସଜ୍ଜା ଆରମ୍ଭ କରି ଦେଇଛି। ଉତ୍ତର ଭୁବନେଶ୍ଵର ଗଡ଼ରେ ପୁଣି ବିଜୟ ପତାକା ଉଡ଼ାଇବାକୁ ବିଜେଡି ରଣନୀତି ତିଆରି କରିଛି। ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନରେ ଶନିବାର ମଧ୍ୟାହ୍ନରେ ପ୍ରାୟ ୪୫ ମିନିଟ୍ ଯାଏଁ ନିର୍ବାଚନ ବୈଠକ ହୋଇଥିଲା। …

ଭାରତରତ୍ନ କର୍ପୁରୀ ଠାକୁରଜୀଙ୍କ ୧୦୦ତମଜନ୍ମ ଶତବାର୍ଷିକୀ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର : ଭୁବନେଶ୍ୱର ବାରିକ ସମାଜ ପକ୍ଷରୁ ମହାନ୍ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଶ୍ରୀ କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ଶତବାର୍ଷିକୀ ଭୁବନେଶ୍ୱରସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଇଂ ଅଖିଳ ଚନ୍ଦ୍ର ବାରିକ ସଭାପତିତ୍ୱ କରିଥିଲେ ।…

ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ…