Odia news portal
Browsing Category

ରାଜନୀତି

ବିଜେଡିର ବିଭିନ୍ନ କମିଟିର ପୁନଃଗଠନ କଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜେଡିରେ ବିଭିନ୍ନ କମିଟିର ହେଲା ପୁନଃଗଠନ। ରାଜ୍ଯସ୍ତରୀୟ ସମସ୍ତ କମିଟିକୁ ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ଭଙ୍ଗ କରିଛନ୍ତି। ଖୁବଶୀଘ୍ର ନୂଆ କମିଟି ଗଠନ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ତେବେ ଜିଲ୍ଲା ସ୍ତରୀୟ କମିଟି ଓ କର୍ମକର୍ତ୍ତା ଅପରିବର୍ତ୍ତିତ…

ରଙ୍ଗ ବଦଳା ରାଜନୀତି ଛାଡ, କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କର: ବିଜେଡ଼ି

ଭୁବନେଶ୍ବର,(ଚକ୍ରଧର ମାଝି) : ରାଜ୍ୟରେ ବିଜେପି ଯେଉଁ ପରିବର୍ତ୍ତନର ଆଶା ଭରସା ଦେଇ ଆସିଥିଲା। ନୂଆ ଯୋଜନା ଓ ସେବା ଦେବେ କହିଥିଲେ। ହେଲେ ସେ ସବୁକୁ ଗୁରୁତ୍ବ ନ ଦେଇ ବିଜେପି ରଙ୍ଗ ବଦଳା ରାଜନୀତିରେ ମାତିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ କରିଥିଲେ। ବ୍ଲକରୁ…

ବିଜେଡି କର୍ପୋରେଟରଙ୍କ ଉପରେ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଜେଡି କର୍ପୋରେଟରଙ୍କ ବୈଠକ ପରେ ଜାରି ହେଲା କଟକଣା। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଉପରେ ଅଙ୍କୁଶ ଲଗାଯାଇଛି। ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଜାରି କରିଛନ୍ତି ଫତୁଆ। ଏନେଇ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା…

ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ରାଜ୍ୟ ସରକାର : ବିଜେଡି

ଭୁବନେଶ୍ବର : ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି…

ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର : ବିଜେଡି

ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ସରକାର ତତ୍କାଳୀନ ବିଜେଡି ସରକାର ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା ଭୁୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ…

ସିମୁଳିଆରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି • ମା’ମାନଙ୍କୁ, ଯୁବପିଢ଼ିମାନଙ୍କୁ ସଶକ୍ତ କରି ସେମାନଙ୍କ ଜରିଆରେ ନୂଆ ଓଡ଼ିଶା ଗଠନ କରିବାକୁ ଚାହୁଁଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ • ୫ ବର୍ଷରେ ଥରେ ଆପଣମାନେ ସୁଯୋଗ ପାଇଛନ୍ତି ଆଶୀର୍ବାଦ କରିବା ପାଇଁ •…

ଓଡ଼ିଶାର ନାର୍ଯ୍ୟ ଦାବିକୁ କେନ୍ଦ୍ରର ଲଗାତାର ଅବହେଳା : ବିଜେଡ଼ି

 ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଦାବିକୁ କେନ୍ଦ୍ରର ଲଗାତାର ଅଣଦେଖା ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ ଅଗ୍ରାହ୍ୟ ୧୦ ବର୍ଷରେ କେନ୍ଦ୍ର ବଢ଼ାଇଲା ନାହିଁ କୋଲ ରୟାଲ୍ଟି ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସାହାଯ୍ୟ କଲା କେନ୍ଦ୍ରରେ ଥିବା ବିଜେପି…

ବିଜେପି ସବୁ ପ୍ଳାନ୍‌ରେ ବିଫଳ ହେବାପରେ, ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରୁଛି : କାର୍ତ୍ତିକ ପାଣ୍ଡିଆନ୍‌

ଭୁବନେଶ୍ବର : ବିଜେପି ପ୍ରତି ପର୍ଯ୍ୟାୟରେ ଗୋଲ ପୋଷ୍ଟ ଚେଞ୍ଜ କରୁଛି। ଯେତେବେଳେ ନିଜେ ବିଜେପି ଉଠାଇଥିବା ପ୍ରସଙ୍ଗ ସବୁ ଫେଲ୍‌ ମାରିଲା, ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କରିବା ଆରମ୍ଭ କରିଛନ୍ତି ବୋଲି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଆଜି…

ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ବିରୋଧିଙ୍କ ଉପରେ ତୀବ୍ର ଆକ୍ରମଣ

ମୟୁରଭଞ୍ଜ ଲୋକସଭାକ୍ଷେତ୍ର ଯଶୀପୁର, ସାରସକଣା,ବାଙ୍ଗିରିପୋଷି, ମୋରଡ଼ା ଓ ଉଦଳାରେଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାରବିରୋଧିଙ୍କ ଉପରେ ତୀବ୍ର ଆକ୍ରମଣ ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେସେମାନଙ୍କର ଲୋକଙ୍କ କଷ୍ଟ ମନେପଡ଼େ, ଆମ ପ୍ରିୟ ମାନ୍ୟବର…

ପ୍ରସଙ୍ଗହୀନ ହୋଇ ପଡିଛି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି କରିଥିଲା ଅପପ୍ରଚାର

ଭୁବନେଶ୍ବର : ପ୍ରସଙ୍ଗହୀନ ହୋଇ ପଡିଥିବା ବିଜେପିର ଆଉ ଏକ ମିଛ ପଦାରେ ପଡିଛି। ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି…