Odia news portal

Recent Posts

ଅନନ୍ୟ କ୍ରୀଡ଼ା ମହୋତ୍ସବ ଅଲମ୍ପିଆ ଉଦ୍‌ଘାଟିତ

ଭୁବନେଶ୍ବର : ଭୁବନେଶ୍ବରର ଭାମ୍ପାୟାର୍ସ କ୍ଲବ୍‌ ଆନୁକୂଲୃରେ ପିନାଲ୍‌ ଫାର୍ମା, ଗ୍ୟାଲେକ୍ସି ମେଡିକେୟାର ପ୍ରାଇଭେଟ୍‌ ଲିମିଟେଡ୍‌, ଭାୟୋଟୋନିକ୍ସ, ଇଜି ଆଣ୍ଡୋଟେକ୍‌ ଓ ପଶୁପତି ପ୍ରାଇଭେଟ୍‌ ଲିଭିଟେଡ୍‌ ଦ୍ବାରା ପ୍ରାୟୋଜିତ ଅନନ୍ୟ କ୍ରୀଡ଼ା ମହୋତ୍ସବ ‘ଅଲମ୍ପିଆ ୨୦୨୪-୨୫’…

ଓଡ଼ିଶାରେ ଅନୁଷ୍ଠିତ ହେବ ହକି ଇଣ୍ଡିଆ ଲିଗ୍- ୨୦୨୪-୨୫

ଓଡିଶାରୁ ପ୍ରତିନିଧିତ୍ବ କରିବେ ୨ଟି ଟିମ୍ ଭୁବନେଶ୍ୱର : ଓଡ଼ିଶାରେ ଅନୁଷ୍ଠିତ ହେବ ଚଳିତବର୍ଷର ହକି ଇଣ୍ଡିଆ ଲିଗ୍- ୨୦୨୪-୨୫। ଏଥର ପ୍ରଥମଥର ପାଇଁ ହକି ଇଣ୍ଡିଆ ଲିଗ୍ ରେ ଉଭୟ ପୁରୁଷ ଏବଂ ମହିଳା ହକିଦଳ ଅଂଶଗ୍ରହଣ କରିବେ। ଆସନ୍ତା ୨୮ ଡିସେମ୍ବର, ୨୦୨୪ ଠାରୁ ୦୧ ଫେବୃଆରୀ, ୨୦୨୫…

ରାଜଧାନୀରେ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସି ଏହାର ରିଟେଲ ଷ୍ଟୋର ଉଦଘାଟିତ

ଭୁବନେଶ୍ୱର : ସାରା ଭାରତରୁ ସୁଲଭ ମୂଲ୍ୟରେ ଶାଢୀ ସଂଗ୍ରହ କରିଥିବା ବଙ୍ଗଳାର ଅଗ୍ରଣୀ ରିଟେଲ ଚେନ୍ ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିସ୍ ଓଡ଼ିଶାର ଭୁବନେଶ୍ୱରରେ ଏହାର ନୂଆ ଷ୍ଟୋର ଆରମ୍ଭ କରିଛି । ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଇଣ୍ଡିଆନ୍ ସିଲ୍କ ହାଉସ୍ ଏଜେନ୍ସିର ପ୍ରତି ।ତା ପ୍ରତିଭା…

ବିଶ୍ୱର ପ୍ରଥମ ୩ଡି+୪କେ ୫୫” ଏଣ୍ଡୋସ୍ପାଇନ୍ ଅସ୍ତ୍ରୋପଚାର ଏବେ ଓଡ଼ିଶାରେ ଉପଲବ୍ଧ

ଭୁବନେଶ୍ୱର : ମେରୁଦଣ୍ଡ ଓ ଭର୍ଟେବାଏ ସ୍ଲିପ ଡିସ୍କ ତଥା ସ୍କିଆଟିକାର ଦୁଇଟି ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗର ସଫଳ ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ମଡର୍ଣ୍ଣ ଆର୍ଥୋ କ୍ଲିନିକର ଏଣ୍ଡୋସ୍କୋପିକ୍ ସର୍ଜନ୍ ତଥା ଅର୍ଥୋପେଡ଼ିସିଆନ୍ ଡାକ୍ତର ପିସି ଦେ କହିଛନ୍ତି…

ଝାଡଖଣ୍ଡ ନିର୍ବାଚନ ପାଇଁ ଓଡିଶା ରାଜଭଵନ ବିଜେପିର ୱାର ରୁମ ପାଲଟିଛି : ବିଜେଡି

ଓଡିଶା ରାଜଭଵନର ଗାରିମା କ୍ଷୁର୍ଣ୍ଣ ହେଉଛି ରାଜନୈତିକ ସ୍ୱାର୍ଥ ହାସଲ ଲାଗି ରାଜଭଵନର ଗାରିମାକୁ କଳୁଷିତ କରାଯାଉଛି ରାଜ୍ୟପାଳଙ୍କ ପୁଅଙ୍କ ଆକ୍ରମଣର ଶିକାର ଏଏସଓଙ୍କୁ ଏବେବି ନ୍ୟାୟ ପ୍ରଦାନ କରି ନାହାନ୍ତି ବିଜେପି ସରକାର ଭୁବନେଶ୍ୱର : ଗତ କିଛି ଦିନ ଭିତରେ, ଓଡ଼ିଶାର ରାଜଭଵନ…

ବିଜେଡି ଲୋକଙ୍କ ହୃଦୟରେ ଅଛି ଏବଂ ସବୁବେଳେ ରହିଥିବ

ଭୁବନେଶ୍ୱର: ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ…

ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ବିଡିଏ କଲୋନୀ ବାସୀଙ୍କ ବିକ୍ଷୋଭ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଡିଏ କଲୋନୀରୁ ନାଲକୋ ଛକ- ରେଲୱେ କଲୋନୀ ରାସ୍ତାକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ ମୁକ୍ତ କରିବା ପାଇଁ ଅଜି ବିଡିଏ କଲୋନୀ ବାସିନ୍ଦାମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ୧୫ ଦିନ ମଧ୍ୟରେ ହେମଲତା…

ଦୁର୍ଗାପୂଜା ଭସାଣିକୁ ସରସ ସୁନ୍ଦର ଓ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ଉତ୍ତର ଭୁବନେଶ୍ୱର ଭସାଣି କମିଟିର ପ୍ରସ୍ତୁତି ବୈଠକ ପଟିଆ ସ୍ଥିତ ଏକ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଭସାଣି କମିଟିରର ସଭାପତି କିଶୋର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉତ୍ତରର ଭାଇଚାରା…

ଡ଼ ନାରାୟଣ ମହାପାତ୍ରଙ୍କୁ ‘ବ୍ୟାସ ସେବା ସମ୍ମାନ’ରେ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଆଜି ବୁଦ୍ଧମନ୍ଦିର ସ୍ଥିତ ସମ୍ମିଳନୀ କକ୍ଷରେ ବ୍ୟାସ ଫାଉଣ୍ଡେସନ ପାରାଦ୍ୱୀପ ଜଗତସିଂହପୁର ପକ୍ଷରୁ ସମାଜ ସେବା ନିମନ୍ତେ ଡ଼ ନାରାୟଣ ମହାପାତ୍ରଙ୍କୁ "ବ୍ୟାସ ସେବା ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଛି ‌। ଏହି ସଭାରେ ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ…

ସରକାରଙ୍କ ବିଫଳତା ଓ ବିଜେପିର ମିଛ ବିଷୟରେ ଲୋକଙ୍କୁ ସଚେତନ କର : ନଵୀନ

ବରିଷ୍ଠ ନେତୃବୃନ୍ଦଙ୍କ ସହ ନବୀନ ପଟ୍ଟନାୟକଙ୍କ ବିଚାର ବିମର୍ଶ ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ଆରମ୍ଭ, ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୬ ରେ ସରିବ । ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା । ଅପାରଗତା ଯୋଗୁଁ ପୁଞ୍ଜି ଫେରି ଯାଉଛି ଭୁବନେଶ୍ୱର :…

୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା : ଓଡିଶାରୁ ଭାଗନେବେ ୧୦ ପ୍ରତିଯୋଗୀ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ବିହାରର ପାଟନାଠାରେ ୪ର୍ଥ ଇଣ୍ଡିଆନ୍‌ ଓପନ୍‌ ଅଣ୍ଡର-୨୩ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡିଶାରୁ ୧୦ ଜଣ ଆଥଲିଟ୍ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଓଡ଼ିଶାର ଅନିମେଶ କୁଜୁର ଏବଂ ରେୟାନ୍‌ ବାଶା ୧୦୦ ମିଟର…

ରାଜ୍ୟ ବିଜେପି ସରକାର ପଛୁଆ ବର୍ଗର ସ୍ୱାର୍ଥପ୍ରତି ଅଣଦେଖା କରୁଛନ୍ତି : ବିଜେଡି

ଶହେ ଦିନରେ ରାଜ୍ୟର ପ୍ରାୟ ୫୪% ପଛୁଆ ବର୍ଗର ଲୋକଙ୍କ ପାଇଁ ପଦୁଟିଏ ମୁହଁ ଖୋଲି ନାହାନ୍ତି ରାଜ୍ୟ ସରକାର ରାଜ୍ୟର ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ସରଂକ୍ଷଣ ନାହିଁଜାତି ଭିତ୍ତିକ ଜନ ଗଣନା ବିଜେଡିର ଦାବୀ ଭୁବନେଶ୍ୱର : ରାଜ୍ୟ ବିଜେପି ସରକାର ଓବିସି ଓ ଏସସିବିସି ବର୍ଗର…

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଆମ ମୋହନ ଚରଣ ମାଝି,ସେବା କରିବାକୁ ଓଡ଼ିଶା ମାଟିକୁ ଆସ ଦେବଦୂତ ସାଜି ।୧। କେନ୍ଦୁଝର ଜିଲ୍ଲା ଆଦିବାସୀ ଘରେ ଜନମ ତୁମର ହୁଏ,ସରପଞ୍ଚ, ଶିଶୁ ମନ୍ଦିର ଶିକ୍ଷକ ପରିଚୟ ପୁଣି ଦିଏ ।୨। ଚାରି ଥର ଯାକ ବିଧାୟକ ହୋଇ ଲଭିଛ କେତେ ସୁନାମ,ବିରୋଧୀ ଦଳର ନେତା ହୋଇ…

ନୂଆପଡା ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ରୋକିବାରେ ସରକାର ସମ୍ପୂର୍ଣ ବିଫଳ ନବୀନ ଭୁବନେଶ୍ୱର : ଆଜି ଶଙ୍ଖ ଭବନ ଠାରେ ନୂଆପଡା ଜିଲ୍ଲା ର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ମାନଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ…

ବିଜେପି ସରକାର ଆଦିବାସୀ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରୁଛନ୍ତି : ବିଜେଡି

ନବୀନଙ୍କ ସମୟରେ ଆରମ୍ଭ ହୋଇଥିବା ଅନେକ ଆଦିବାସୀ ଉନ୍ନୟନ ଯୋଜନା ବର୍ତ୍ତମାନ ବନ୍ଦ ହୋଇଛିନବୀନଙ୍କ ସମୟରେ ରାଜ୍ୟରେ ଅନେକ ଆଦିବାସୀ ଵିକାଶ ଯୋଜନା ହୋଇଛି ଭୁବନେଶ୍ୱର : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭଵନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି…

ରାଜଧାନୀରେ ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ନଭେମ୍ବର ୮ରୁ

ଭୁବନେଶ୍ଵର : ଠାରେ ଆନ୍ତର୍ଜାତୀୟ ଶ୍ରୀ ଜଗନ୍ନାଥ ମହୋତ୍ସବର ଭବ୍ୟ ଆୟୋଜନ କରାଯାଉଛି। ନଭେମ୍ବର ମାସ ୮ ତାରିଖରୁ ୧୩ ତାରିଖ ପର୍ଯନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା, ସଂସ୍କୃତି, ନୀତି, କାନ୍ତି ଓ ଶ୍ରୀଜଗନ୍ନାଥ ଚେତନାକୁ ବିଶ୍ବ ସ୍ତରରେ ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବର ନୂଆପଲ୍ଲୀ…

ବିଜେଡିର ହରତାଳ ଡାକରା ପ୍ରତ୍ୟାହୃତ

ଭୁଵନେଶ୍ଵର : ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ। ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି…

ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣା ଏଥିପାଇଁ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର,…

୨୪ରେ ବିଜେଡିର ୬ ଘଣ୍ଟିଆ ଭୁବନେଶ୍ୱର ହରତାଳ ଡାକରା

ଥାନାରେ ମହିଳାଙ୍କୁ ନିର୍ଯାତନା ଘଟଣା ସାରା ଦେଶରେ ଓଡିଶାକୁ ଲଜ୍ଜିତ କରିଛି ସରକାର ଘଟଣାକୁ ଚପାଇ ଦେବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ହରତାଳ ସମୟରେ ଜରୁରୀକାଳୀନ ସେବା ଜାରି ରହିବ ଭୁୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନା ଘଟଣାକୁ ନେଇ ଆସନ୍ତା ୨୪ ତାରିଖ ମଙ୍ଗଳବାର…

‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ’ ଏହାର ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ ‘ଆର୍ଟିଷ୍ଟ୍ରି ସୋ’ ଉଦଘାଟନ

ଭୁବନେଶ୍ୱର,(ଚକ୍ରଧର ମାଝି ): ଦେଶର ସବୁଠାରୁ ବଡ ସୁନା ଏବଂ ହୀରା ଖୁଚୁରା ଚେନ୍ ମଧ୍ୟରୁ ‘ମାଲାବାର୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ’ଚନ୍ଦ୍ରଶେଖରପୁର ଶୋ’ରୁମ୍ ୨୧ ସେପ୍ଟେମ୍ବର ରୁ ୨୯ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ 'ଆର୍ଟିଷ୍ଟ୍ରି ସୋ' ଆରମ୍ଭ କରିଥିଲା। ବିଏମସି କର୍ପୋରେଟର ସୁଶ୍ରୀ…