Odia news portal

ଭୁବନେଶ୍ୱରରେ ଦୁଇଗୁଣା କଲା ଏୟାରଟେଲ୍ ରିଟେଲ୍ ଷ୍ଟୋର

ସହରରେ ଏବେ ରହିଥିବା ୪ଟି ଷ୍ଟୋର ସହିତ ଆଉ ୪ଟି ନୂଆ ଷ୍ଟୋର୍ ଭୁବନେଶ୍ୱର : ଭାରତୀ ଏୟାରଟେଲ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ ଆଜି ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ସହରରେ ୪ଟି ନୂଆ ନେକ୍ସଟ ଜେନ୍ କମ୍ପାନି ମାଲିକାନାଭୁକ୍ତ ଷ୍ଟୋର୍ ଆରମ୍ଭ କରାଯାଇଛି।…

ସାଲିଆସାହିରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଶାଳ ଜନସମାବେଶ

ଭୂବନେଶ୍ୱର : ସାଲିଆସାହିରେ ଦିର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନେ ବସବାସ କରି ଆସୁଅଛନ୍ତି । ସରକାର ଏହି ସମୟ ଭିତରରେ ଭରତପୁର, ଶିଖରଚଣ୍ଡୀ, ନୀଳାନ୍ଦ୍ରୀ ବିହାର ପ୍ରମୁଖ ଜାଗାରେ ଜମିପଟା ଦେଇ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିଛନ୍ତି। ଏହାପରେ…

ନବକଳେବର ହେବ ବାରବାଟୀ ଷ୍ଟାଡିୟମ : ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା…

ଉତ୍ତରରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଡକଣ ଯାତ୍ରା ପଡିଆ ଠାରେ ୧୨, ୯ ଓ ୧୭ ନମ୍ବର ୱାର୍ଡର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ…

୮ ଓ ୧୪ ନମ୍ବର ୱାର୍ଡରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମର ୮ ଓ ୧୪ ନମ୍ବର ୱାର୍ଡରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନୀଳାଦ୍ରି ବିହାର ସ୍ଥିତ ବୋପବନ୍ଧୁ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ପାଳନ

ଭୁବନେଶ୍ୱର : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ଗ୍ରାମ ବାଲିଆ ବରି ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଜନ୍ମ ୧୭୬୦ରେ ସ୍ଥାନ ବାଲିଆ ଯାଜପୁରରେ ହୋଇ ୧୫ ଜୁନ ୧୮୦୬ ରେ ମାତ୍ର ୪୬ ବର୍ଷରେ ବିୟୋଗ ଘଟି ଥିଲା, ତାଙ୍କ ଗ୍ରାମ ପାଖରେ ପ୍ରସିଦ୍ଧ…

ଆଗାମୀ ନିର୍ବାଚନ ପାଇଁ ପ୍ରିୟଦର୍ଶୀଙ୍କୁ ବିପୁଳ ଆଶୀର୍ବାଦ

ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବରି ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଚନ୍ଦ୍ରଶେଖପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟରର ଏକ ଘରୋଇ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର ବରିଷ୍ଠ ନାଗରିକମାନେ ବିପୁଳ…

ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ

ଭୁବନେଶ୍ବର : ବାଲିଅନ୍ତା ବଜାରରେ ଖୋଲିଲା "ହୋମ ପ୍ଲସ ସୁପର ମାର୍ଟ" ସ୍ଥାନୀୟ ଲୋକ ମାନଙ୍କ ଆବଶ୍ୟକତା ଦେଖି ଭୁବନେଶ୍ବର ବାଲିଅନ୍ତା ବଜାର ରେ "ହୋମ ପ୍ଲସ ସୁପର ମାର୍ଟ" ଖୋଲା ଯାଇଛି । ଜଣେ ବ୍ୟକ୍ତି ଗୋଟେ ଛାତ ତଳେ ଘରର ସମସ୍ତ ଉପକରଣ ଯେପରି ପାଇ ପାରିବ ତାର ସମସ୍ତ ପ୍ରକାର ବନ୍ଦୋବସ୍ତ…

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ବର : ଆଜି ସକାଳ ୯ ରୁ ବୁଲନ ଭାଇ ସାମ୍ବାଦିକ ଭବନ ମାଷ୍ଟର କ୍ୟାଣ୍ଟିନ ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାମ୍ପରେ ଆଖି, ମେଡିସିନ, ଦାନ୍ତ, କାନ, ଆୟୁର୍ବେଦ ଓ ହୋମିଓ ପାଥ, ଫିଜିଓ…