Browsing Category
ରାଜ୍ୟ
ଉତ୍ତର ଵିଧାୟକଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର
ଭୁବନେଶ୍ବର,(ଚକ୍ରଧର ମାଝି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ପଟିଆରେ ଥିବା ଏକ ବିବାହ ମଣ୍ଡପରେ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ ପରିବାର ସହଯୋଗରେ ଏଠାରେ ୨୨୦ ୟୁନିଟ୍ ରକ୍ତ ସଂଗୃହିତ!-->…
ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ
ପୁରୁଷୋତ୍ତମପୁର ସ୍ଥିତ ଭୀମପୁର ପଞ୍ଚାୟତ ଚାଟ୍ଟମୁଣ୍ଡଳୀ ଗ୍ରାମ ଠାରେ ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ କମୋଲ ଲୋଚନ ମହାପାତ୍ରଙ୍କ ତତ୍ଵାଵଧାନରେ ଆୟୋଜିତ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ ସାମାରୋହ।
!-->!-->!-->!-->!-->…
ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ଖୋର୍ଦ୍ଧା : ରକ୍ତହୀନତାରେ ପୀଡ଼ିତ ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ନରସିଂହପୁର ପଂଚାୟତ ଅନ୍ତର୍ଗତ ବେଗୁନିଆ ବ୍ଲକର ଗୁଡ଼ୁମ ଗ୍ରାମର ରମେଶ ଚନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ!-->…
ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ତରଫରୁ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର
ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
ଏହି ଶିବିରକୁ ଭୁବନେଶ୍ୱର!-->!-->!-->!-->!-->…
ସମାଜ ସେବା କ୍ଷେତ୍ରରେ ଡ: ନାରାୟଣ ମହାପାତ୍ରଙ୍କୁ ଆଉ ଏକ ସମ୍ମାନ
ଭୁବନେଶ୍ବର : ଇଜିପ୍ଟ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ: ନାରାୟଣ ମହାପାତ୍ରଙ୍କୁ ସମ୍ମାନସୂଚକ ଡକ୍ଟେରେଟ ଉପାଧି ପ୍ରଦାନ କରିଛନ୍ତି ।
ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ!-->!-->!-->…
ପାଞ୍ଚ ପଞ୍ଚାୟତ ତରଫରୁ ଵିଶାଳ ରକ୍ତ ଦାନ ଶିବିର
ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତ ରଘୁନାଥପୁର, କଲ୍ୟାଣପୁର, ବରିମୁଣ୍ଡ, ଇଂଜଣା, ଦାଢ଼ା ତରଫରୁ ନୂଆଦନ୍ତ ମେଡିକାଲ ପାଖରେ ଥିବା ରାମକୃଷ୍ଣ ପତି କମ୍ୟୁନିଟି ସେଣ୍ଟରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି ରକ୍ତଦାନ!-->!-->!-->!-->!-->…
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସୋବ ପାଳନ
ଭୁବନେଶ୍ବର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆଜିର କାର୍ଯ୍ୟକାରି ବୈଠକ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଭଲ ପାଉଥିବା ବନ୍ଧୁ ମାନଙ୍କ ଦ୍ଵାରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଭଦ୍ର ଜନ୍ମୋତ୍ସୋବ ପାଳନ କରା ଯାଇଛି ।
ଏହି!-->!-->!-->!-->!-->…
ନୀଳାଦ୍ରି ବିହାର ବ୍ରିଜ୍ର ଶୁଭ ଉଦ୍ଘାଟନ
ଭୁବନେଶ୍ୱର,(ଚକ୍ରଧର ମାଝି) : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍ର ଶୁଭ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା!-->…
୫୦ ବର୍ଷୀୟା ମହିଳାଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ନୂଆପଡ଼ା : ଜଣେ ୫୦ ବର୍ଷୀୟା ମହିଳା ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାବନ ପଂଚାୟତ ଅଧିନସ୍ଥ ଚାନ୍ଦପଲା ଗ୍ରାମର ସୁରୁ ପୁଞ୍ଜି ନାମକ ଜଣେ ୫୦ ବର୍ଷୀୟା ବୃଦ୍ଧାମହିଳା ଗୁରୁତର!-->…
ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ
ଭୁବନେଶ୍ବର : ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ କରାଯାଇ ଅଛି । ପୁର୍ବରୁ ମଧ୍ଯ ତାଙ୍କୁ ରାଷ୍ଟ୍ରୀୟ ସାହିତ୍ୟ ଶିରୋମଣି ସେବା!-->…