Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସୋବ ପାଳନ

ଭୁବନେଶ୍ବର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆଜିର କାର୍ଯ୍ୟକାରି ବୈଠକ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଭଲ ପାଉଥିବା ବନ୍ଧୁ ମାନଙ୍କ ଦ୍ଵାରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଭଦ୍ର ଜନ୍ମୋତ୍ସୋବ ପାଳନ କରା ଯାଇଛି ।

ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ଉପ ସଭାପତି ରବିନାରାୟଣ ମହାପାତ୍ର ଉପଦେଷ୍ଟା ରବି ନାରାୟଣ ମିଶ୍ର, ସମ୍ପାଦକ ନାରାୟଣ ମହାପାତ୍ର ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ଗାନ୍ଧୀ ଚୌଧୁରୀ, ବିଶ୍ନୁପଦ ଦାଶ, ସୁରେଶ କୁମାର ମିଶ୍ର,ଅଖିଳ କୁମାର ସାହୁ, ଅଚ୍ୟୁତ ପ୍ରସାଦ ବେହେରା ଶ୍ରୀ ନିବାସ ରାଓ ପ୍ରୀତିବାସ ଗୋଚ୍ଛାୟତ, ପ୍ରମୁଖ ଉପସ୍ଥିତ ଥିଲେ

ପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମଦିନ,ଗହ୍ମା ପୂର୍ଣ୍ଣିମା ଝୁଲଣ ଜାତ୍ରା ଓ ଭାଇ ଭଉଣୀ ପବିତ୍ର ସ୍ନେହଁ ସମ୍ପର୍କ ଭଉଣିକୁ ରକ୍ଷା କରିବାର ଦୃଢ ସଂକଳ୍ପର ଦିନ ରକ୍ଷା ବନ୍ଧନ ରକ୍ଷୀ ପୁର୍ଣ୍ଣିମାର ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଜ୍ଞାପନ କରାଯାଇ ଥିଲା ପ୍ରଭୁ ଶ୍ରୀହଳାୟୁଧ ବଳରାମ ସମସ୍ତଙ୍କର ମଙ୍ଗଳ କରନ୍ତୁ । ଏକ ଭିନ୍ନ ସଂସ୍କୃତି ଅସାରକୁ ସମସ୍ତେ ଉପଭୋଗ କରିଥିଲେ ।

You might also like
Leave A Reply

Your email address will not be published.