Browsing Category
ରାଜ୍ୟ
ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଡଃ ଅଗ୍ରୱାଲା ଚକ୍ଷୁ ଚିକତ୍ସାଳୟ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।
!-->!-->!-->!-->…
ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ରୌପ୍ୟ ଜୟନ୍ତି ପାଳନ
ଭୁବନେଶ୍ବର : ସ୍ଥାନୀୟ ହୋଟେଲ୍ ପ୍ରେସିଡେନ୍ସିରେ ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ରୌପ୍ୟ ଜୟନ୍ତି ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ଜୟଦେବ ନିର୍ବାଚନ ମଣ୍ଡଳୀର!-->…
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି
ଭୁବନେଶ୍ବର : ଆଜି ସମୟ ଗାଡିଆ କ୍ଲବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ।
ଏହି!-->!-->!-->…
ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ
ଭୁବନେଶ୍ୱର, (ଚକ୍ରଧର ମାଝି) : ମା’ ତାଳପଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ତରଫରୁ ତା’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ!-->…
ବେଷ୍ଟ ଏନ୍ ଜି ଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧନା ହେଲା ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ
ଭୁବନେଶ୍ୱର : ସାରାସଚ ଟିଭି ଓ ମିଡିଆ ଅନୁଷ୍ଠାନ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ଵର୍ଦ୍ଧିତ କରିବା ସହିତ ଜୟ ମା ଭବାନି ଟ୍ରଷ୍ଟ କୁ "ବେଷ୍ଟ ଏନଜିଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧିତ!-->…
ଟିଟିଏସ୍ରେ ଆରମ୍ଭ ହେଲା ମେଗା ଟ୍ରମେଲ ମେସିନ୍ କାର୍ଯ୍ୟ
ଭୁବନେଶ୍ୱର (ଚକ୍ରଧର ମାଝି) : ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟିଟିଏସ୍ଠାରେ ଉଦ୍ଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ଏହି ମେଗା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି!-->…
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ବର : ଇନ୍ଦିରା ହାଉସିଂ କଲୋନୀରେ ଲିଙ୍ଗୀପୁର ରେ ଥିବା ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ଡ ଗୁରୁପ୍ରସାଦ ମହାପାତ୍ର ମହାପ୍ରଭୁ!-->…
ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍ଫରେନ୍ସ : ଏକ ସବୁଜ ଭବିଷ୍ୟତ ପାଇଁ ଏକତ୍ରିତ କରିଛି
ଭୁବନେଶ୍ୱର : ଆମେ ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍ଫରେନ୍ସ, ଓଡିଶା କନ୍ଫରେନ୍ସ ଅଫ୍ ୟୁଥ୍ (ଓସିଓୱାଇ)ର ଘୋଷଣା କରି ଉାହିତ ଅଛୁ, ଏହା ହେଉଛି ଏକ ପରିବର୍ତନଶୀଳ କାର୍ଯ୍ୟକ୍ରମ ଯାହା ଯୁବପିଢିଙ୍କୁ ଭେଗାନିଜିମ୍ ଓ ସ୍ଥାୟୀ ଜୀବନ ବଂଚିବାର ପରିଦୃଶ୍ୟ ମାଧ୍ୟମରେ ଜଳବାୟୁ!-->…
ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର
ଭୁବନେଶ୍ବର : ଆପଣ ମାନଙ୍କୁ ପ୍ରଣାମ, ମା ଦୂର୍ଗା ଭବାନିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ । ୨୦୧୭ ମସିହାରୁ ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସାମାଜ ସେବାର ଯାତ୍ରା ଆରମ୍ଭ କରି ଆଜି ୨୦୨୩ରେ ପହଞ୍ଚିଛି । ଆଜି ଏହି ଅବସରରେ ଆମେ ବରିଷ୍ଠ ନାଗରିକ ସଙ୍ଘ ଭି ଏସ ଏସ ନଗର!-->…
ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ
ଗ୍ରିନ୍ ହାଇଡ୍ରୋଜନ୍ ପ୍ରକଳ୍ପର ବ୍ୟାବସାୟିକ ସଫଳତା ଜରୁରୀ: ଶିଳ୍ପ ପ୍ରମୁଖ ସଚିବ ସବୁଜ ଶକ୍ତିର ସାଉଦି ଆରବ ହେବାକୁ ଚାହୁଁଛି ଓଡ଼ିଶା: ହେମନ୍ତ ଶର୍ମା ନୀତି ଓ ଶିଳ୍ପ ପଦକ୍ଷେପ ଭିତରେ ସମନ୍ୱୟ ଆବଶ୍ୟକ: ବ୍ରିଟିଶ ଡେପୁଟି ହାଇ କମିସନର ଓଡ଼ିଶାକୁ ସହଯୋଗ କରିବାକୁ ନିତି ଆୟୋଗ ପ୍ରସ୍ତୁତ
!-->!-->…