Browsing Category
ରାଜ୍ୟ
ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ
ଭୁବନେଶ୍ୱର : ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଆଜି ମାନ୍ୟବର ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା (ବାଣିଜ୍ୟ ଓ ପରିବହନ ) ମନ୍ତ୍ରୀଙ୍କୁ ଭେଟି ମହାସଂଘ ତରଫରୁ ସାତ ଦଫା ଦାବିପତ୍ର ବିଷୟରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଉକ୍ତ ଦାବିପତ୍ରଟିକୁ!-->…
ଜୟ ମା ଭବାନୀ ଟ୍ରଷ୍ଟ ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ପେନ ଓ ଖାତା ବଣ୍ଟନ
ଭୁବନେଶ୍ୱର : ପବିତ୍ର ପହିଲି ରଜ ଅବସରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଂଶୁମାନ ମିଶ୍ର ଓ ସ୍ମିତା ମହାପାତ୍ରଙ୍କ ଝିଅ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀକୁ ଛୋଟ ଛୋଟ ଝିଅ ପିଲାମାନେ ଉଇନର ଆସୋସିଏସନ ସହିଦନଗର ପରିସରରେରେ ପାଳିଥିଲେ । ଏହି ଅବସରରେ ସେମାନେ ଦୋଳି ଖେଳିବା ସହ ସମସ୍ତେ!-->…
ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ରଜ ଉତ୍ସବ ପାଳିତ କରାଯିବ
ଭୁବନେଶ୍ୱର : ପାଶ୍ଚାତ୍ୟ ସଭ୍ୟତା କୁ ନିଜ ଆଦର୍ଶ ଭାବରେ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି, ମୌଳିକତା ଓ ଆତ୍ମୀୟତା । ଆମେ ଗ୍ରହଣ କରି ନେଲୁଣି!-->…
ହରିଦ୍ଵାରରେ ଏକାଠି ହେଲେ ଜଗନ୍ନାଥ ପ୍ରେମୀ ; ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହରିଦ୍ୱାରର ଭୂମା ନିକେତନରେ ତିଆରି କରା ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ଧରେ ଆଶ୍ରମ ପରିସରରେ ଶ୍ରୀରବି ନାରାୟଣ ମହାପାତ୍ର, ଶ୍ରମତି କନକ ଲତା ମହାପାତ୍ର ଓ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ କାର୍ଯ୍ୟର!-->…
ପଞ୍ଚମ ଦିନରେ ହରିଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ପଞ୍ଚମ ତଥା ଶେଷ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ!-->…
ଭକ୍ତି ମୟ ପରିବେଶରେ ହରିଦ୍ଵାରରେ ଚାଲିଛି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର!-->…
ହରିଦ୍ଵାରରେ ଆଜି ଠାରୁ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି । ଓଡିଶାରୁ ପ୍ରାୟ ୨୦୦ ଉର୍ଦ୍ଧ୍ବ ମହାପ୍ରଭୁଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାର ଠାରେ ପହଂଚି!-->…
କମନମ୍ଯାନ୍ ଷ୍ଟାଇଲରେ ବୁକ ଷ୍ଟୋରରୁ ବହି କିଣିଲେ ନବୀନ
ଭୁବନେଶ୍ବର : ମାସେ ଧରି ମାରାଥନ୍ କ୍ଯାମ୍ପେନ୍ ପରେନିର୍ବାଚନୀ ଟେନସନରୁ ଓହ୍ଲାଇଥିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ରିଲାକ୍ସ ପାଇଁ ଆଜି ସନ୍ଧ୍ଯା ସାଢେ ସାତଟା ବେଳେ ମାଷ୍ଟରକ୍ଯାଣ୍ଟିନ ସ୍ଥିତ ମଡର୍ଣ୍ଣ ବୁକ ଡିପୋରେ ପହଞ୍ଚିଥିଲେ ନବୀନ। ଗାଡ଼ିରୁ ଓହ୍ଲାଇ କମନମ୍ଯାନ୍ ଷ୍ଟାଇଲରେ ବୁକ!-->…
ବୁଲୁଛି ୨୫୫ଟି ଫ୍ଲାଇଂ ସ୍କ୍ୱାଡ ଟିମ୍, ୨୧ ପ୍ରତିଶତ ରହିଛି ସମ୍ବେଦନଶୀଳ ବୁଥ୍
ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶାରେ ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ କାଲି ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ନାହିଁ । ହିଂସାକାଣ୍ଡକୁ ନଜର ରଖାଯାଇଛି।!-->…
ସରିଲା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ଚାଲିଥିବା ବାହାର ଚାପ, ଆଜିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା
ପୁରୀ : ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ବାହାର ଚନ୍ଦନ ଯାତ୍ରା ଗୁରୁବାର ଶେଷ ହୋଇଛି। ଶୁକ୍ରବାରଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ଅପରାହ୍ଣରେ ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିରରୁ ଦିଅଁ ବିଜେ ହୋଇଥିଲେ। ଦେବଦେବୀ ନରେନ୍ଦ୍ର ପୁଷ୍କରିଣୀ!-->…