Odia news portal
Browsing Category

କ୍ରୀଡା

କୋଲକାତା ଚାମ୍ପିଅନ

ଆଇପିଏଲ୍ - ୨୦୨୪ : ତୃତୀୟଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଲା କୋଲକାତା ନାଇଟ୍ ରାଇଡର୍ସ । ଫାଇନାଲ୍ ମ୍ୟାଚରେ ପ୍ରଥମେ ହାଇଦ୍ରାବାଦ୍ ବ୍ୟାଟିଂ କରି ୧୮.୩ ଓଭରରେ ୧୧୩ ରନ୍ କରିଥିଲା । ୧୧୪ ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦.୩ ଓଭରରେ ହାସଲ କରିନେଇଛି । ଦଳ ପକ୍ଷରୁ ଭେଙ୍କଟେଶ ଆୟର

ଆଜି ଆଇପିଏଲ ଫାଇନାଲ ଟକ୍କର

ନୂଆଦିଲ୍ଲୀ : ଆଜି ଆଇପିଏଲ ଫାଇନାଲ ଟକ୍କର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣରେ ଖେଳାଯିବ ଫାଇନାଲ ମୁକାବିଲା। କୋଲକାତା ନାଇଟ ରାଇଡର୍ସ ସହ ହେବ ସନରାଇଜର୍ସ ହାଇଦ୍ରାବାଦର କଡ଼ା ଟକ୍କର। କପ ଜିତିବାକୁ ଉଭୟ ଦୁଇ ଦଳ ମଧ୍ୟରେ ହେବ କଡ଼ା ସଂଘର୍ଷ।କିଏ ଜିତିବ କପ୍ ଏହାକୁ ନେଇ ପ୍ରଶଂସକ

ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ରେ ଭାଗନେବେ ରାଖାଲ୍

ଭୁବନେଶ୍ବର : ଆସନ୍ତା ୨୩- ୨୬ ମଇ ପର୍ଯ୍ୟନ୍ତ ସାଓ ପାଉଲ, ବ୍ରାଜିଲ ରେ ହେବାକୁ ଥିବା ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ଭାରତର ଏକ ମାତ୍ର ଖେଳାଳି ରାଖାଲ୍ କୁମାର ସେଠି ଭାଗ ନେବେ ଏହା ପାରl ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ ମ୍ୟାଚ ଥିବାରୁ ରାଖାଲ୍ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ. ବିଶ୍ଵ

ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍‌ଜା

ଭୁବନେଶ୍ବର : ଭାରତୀୟ ପୁ‌ରୁଷ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ନିରାଡ଼ମ୍ବର ଉତ୍ସବରେ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ହକି ପିଚ୍‌ରେ ହିଁ

ଓସ୍‌ଜାର ନୂଆ କର୍ମକର୍ତ୍ତା : ସନ୍ଦୀପ ସଭାପତି, ସୁରେଶ ସମ୍ପାଦକ

ଭୁବନେଶ୍ବର : ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍‌ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ୨ ନିୟମିତ

ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି : ରବି ଶାସ୍ତ୍ରୀ

ଭୁବନେଶ୍ୱର: ଅନ୍ତ ହେବ ଦୁଇ ଦଶନ୍ଧିର ପ୍ରତୀକ୍ଷା । ଖୁବଶୀଘ୍ର ଭାରତୀୟ କ୍ରିକେଟ ଦଳରେ ନଜର ଆସିବେ ଓଡ଼ିଆ ଖେଳାଳି । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏକ ଏମଓୟୁ ସାଇନିଂ କାର୍ଯ୍ୟକ୍ରମରେ ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଏକଥା କହିଛନ୍ତି । ରବି ଶାସ୍ତ୍ରୀଙ୍କ

ରାଜ୍ୟ ଯୁବ କ୍ରୀଡା ବିଭାଗର ସହାୟତାରେ ୩୪ ତମ ଜାତୀୟ ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ଦଳ ତାମିଲନାଡୁ…

ଭୁବନେଶ୍ୱର : ତାମିଲନାଡୁର ରାମନାଥପୁରମ୍ ରେ ଚଳିତ ମାସ ୨ରୁ ୫ ପର୍ଯ୍ୟନ୍ତ ହେବାକୁଥିବା ୩୪ ତମ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିୟନଶିପ୍ ପାଇଁ ରବିବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ମୋଟ ୨୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରୁଛନ୍ତି। ୫ ଦିନର ପ୍ରଶିକ୍ଷଣ ଶିବିର ପରେ ମନୋନୀତ

ନବକଳେବର ହେବ ବାରବାଟୀ ଷ୍ଟାଡିୟମ : ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା

ଓଡ଼ିଶା ସବ୍‌ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଜାତୀୟ ସବ୍‌ ଜୁନିୟର ଟେନିସ୍ ବଲ୍‌ କ୍ରିକେଟରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ବିଭାଗର ସଚିବ ଆର୍ ଭିନିଲ