Odia news portal

କୋଲକାତା ଚାମ୍ପିଅନ

ଆଇପିଏଲ୍ – ୨୦୨୪ : ତୃତୀୟଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଲା କୋଲକାତା ନାଇଟ୍ ରାଇଡର୍ସ । ଫାଇନାଲ୍ ମ୍ୟାଚରେ ପ୍ରଥମେ ହାଇଦ୍ରାବାଦ୍ ବ୍ୟାଟିଂ କରି ୧୮.୩ ଓଭରରେ ୧୧୩ ରନ୍ କରିଥିଲା ।

୧୧୪ ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦.୩ ଓଭରରେ ହାସଲ କରିନେଇଛି । ଦଳ ପକ୍ଷରୁ ଭେଙ୍କଟେଶ ଆୟର ଅପରାଜିତ ୫୨ ରନ୍ କରିଥିଲେ ।

You might also like
Leave A Reply

Your email address will not be published.