Browsing Category
ରାଜ୍ୟ
ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ
ଭୁବନେଶ୍ୱର: "ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ ପୃଥିବୀ!-->…
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦକ୍ଷତା ପ୍ରଶିକ୍ଷଣର ସମାପନ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର : ରାମାଦେବୀ ମହିଳା ବିଶ୍ୱବିଦ୍ଯ଼ାଳଯ଼ରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ସଫଳ ରାମାଦେବୀ ମହିଳା ମହାବିଦ୍ୟାଳୟ (RDWU) ରବିବାର ଦିନରେ ଦୃଷ୍ଟିହୀନ ଛାତ୍ରମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ଦକ୍ଷତା ତାଲିମ କାର୍ଯ୍ୟକ୍ରମ ପାଇଁ ସମାପନ ସମାରୋହର!-->…
ଭୁବନେଶ୍ୱର ଶାନ୍ତି କମିଟି ତରଫରୁ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଅନୁଷ୍ଠିତ
ଭୁବନେଶ୍ୱର : ମଙ୍ଗଳ ବାର ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଶ୍ରୀସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହା ଆଳତି କରାଯାଇଅଛି । ପ୍ରଥମେ ଅଗ୍ର ଦେବତା!-->…
ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘର ନୂଆ ଲୋଗୋ ଉନ୍ମୋଚନ
କଟକ : ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କଟକ ବ୍ରାଞ୍ଚ ଅଫିସ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘର ନୂଆ ଲୋଗୋ ଉନ୍ମୋଚନ କରାଗଲା । ଏହାସହିତ ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରାଯିବା!-->…
ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର : ପବିତ୍ର ରାମ ନବମୀ ତିଥିରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ଆନୁ । ନିକ ଭାବେ ଉଦ୍ଘାଟନ କରିଥିଲେ । ସେ କହିଥିଲେ ମାନନୀୟ ଯଶସ୍ୱୀ!-->…
ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରର ଶୁଭାରମ୍ଭ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଥିବା ସହିଦନଗର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରକାର୍ଯ୍ୟକ୍ରମ ୫ ଦିନ ଧରି ଅନୁଷ୍ଠିତ ହେଵ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜା!-->…
ଭୁବନେଶ୍ୱର ରନ୍ୱେ ୱିକ୍ ଆକର୍ଷଣୀୟ ଡ଼ିଜାଇନ୍ର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍
ଭୁବନେଶ୍ୱର : ନୂତନ ଡ଼ିଜାଇନ୍ର ପୋଷାକ ପରିଧାନ କରିବା ସହ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । ସବୁବର୍ଗର ପିଢୀଙ୍କୁ ନଜରରେ ରଖି ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍ୱେ ୱିକ୍ର ଦଶମ ସଂସ୍କରଣ ସ୍ଥାନୀୟ ଏକ!-->…
ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୧୨ ନମ୍ବର ଓାର୍ଡ ଅନ୍ତର୍ଗତ ପ୍ରେସଛକ ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବରି ନାଗରିକ ଜନକର ସାହୁଙ୍କ ଦ୍ୱାରା ଆୟୋଜିତ ଚତୁଦ୍ଦର୍ଶ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ତିନିଦିନ ଧରି ଚାଲିଥିଲା ।
ପ୍ରଥମ ଦିନ କଳସ ଯାତ୍ରା ହୋଇ!-->!-->!-->…
ରକ୍ତଦାନ କରି ମହିଳାଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ସମ୍ବଲପୁର : ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ନାକଟିଦେଉଳ ଥାନା ଅନ୍ତର୍ଗତ ଗୌଡପଡା ଗ୍ରାମର ଜଣେ ମହିଳା ରମ୍ଭାବତୀ ଧଳ (୪୫ବର୍ଷ) ସ୍ତ୍ରୀରୋଗ ଜନିତ ସମସ୍ୟା ପାଇଁ ଚଳିତ ମାର୍ଚ୍ଚ ୨୯ ତାରିଖ ଦିନ ସମୟ ଅପରାହ୍ନ ୦୧:୩୦ ସମୟରେ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।!-->…
ଉତ୍କଳୀୟ ସଂସ୍କୃତି ପରମ୍ପରା ଉଜ୍ଜୀବିତ ରହୁ : ଉତ୍କଳ ଶିଶୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ୨୦୨୪
ଭୁବନେଶ୍ୱର : ନୃତ୍ୟଭୂମି କଲ୍ଚରାଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ଓ ଉତ୍କଳ ଶିଶୁ ପ୍ରତିଭା ଅନ୍ୱେଷଣ ପୁରସ୍କାର ୨୦୨୪ ପ୍ରଶାନ୍ତି ବିହାର ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ସମସ୍ତଙ୍କୁ ଉତ୍କଳ!-->…