Odia news portal
Browsing Category

ରାଜ୍ୟ

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ୮୦ ବର୍ଷିୟ ବୃଦ୍ଧ ବ୍ୟକ୍ତିଙ୍କୁ ରକ୍ତଦାନ କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବୁର୍ଲା : ସମୟ ୧୧.୩୦ ସମୟରେ ଭିମସାର ବୁର୍ଲାଠାରେ ଜମନକିରା ଥାନା ଅଂଚଳର ଜଣେ ବ୍ୟକ୍ତି ଗଜାଧର ସାହୁ (୮୦ ବର୍ଷ) ଦୁର୍ଘଟଣାରେ ଆହତହୋଇ ଗତ କାଲିଠାରୁ ଚିକିତ୍ସା ପାଇଁ ଭିମସାର ବୁର୍ଲ।।ରେ ଭର୍ତି ହୋଇଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର, ପବିତ୍ର ହେମ୍ରମ ରୋଗୀଙ୍କୁ ରକ୍ତ ଦେବା

ଏକାଠି ହେଲେ ୩ ଶହରୁ ଉର୍ଦ୍ଧ ସାଧୁସନ୍ଥ

ଭୁବନେଶ୍ୱର : ଅଖିଳ ଭାରତ ହିନ୍ଦୁ ମହାସଭା ଓଡିଶା ଶାଖା ଓ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ରାଜ୍ୟ ଶାଖାର ମିଳିତ ଉଦ୍ୟମରେ ଭୁବନେଶ୍ୱର, ଖଣ୍ଡଗିରି ନୃସିଂହ ମନ୍ଦିର ପରିସରରେ "ପର୍ଶୁରାମୋତ୍ସବ ୨୦୨୪" କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ସମସ୍ତ ବ୍ରାହ୍ମଣ ସମାଜର ମହାଜନ

ଭୋଟ୍ ଦିନ ମାଡ଼ି ଆସୁଛି ବାତ୍ୟା ?

ଭୁବନେଶ୍ୱର : ଆସୁଛି ବାତ୍ୟା। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡିଶାକୁ ବାତ୍ୟା ଭୟ। ୨୦ରୁ ୨୧ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ବର୍ଷା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ । ସମୁଦ୍ରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତରୂ ରୂପ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବର୍ଷର

ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା, ୨୪ ତାରିଖ ଆଡ଼କୁ ଅବପାତ

ଭୁବନେଶ୍ୱର : ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଧକ ସାଜିପାରେ ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଆକଳନ ଅନୁସାରେ ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ

ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରହଜାର ହଜାର ଲୋକଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

‘‘ମା ସମଲେଇଙ୍କ ମନ୍ଦିର ରୂପାନ୍ତର ଭଲ ହୋଇଛି କି,’’‘ପୁରୀ ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି’ ପ୍ରଶ୍ନରେ ଉଚ୍ଛସିତ ଜନତାଙ୍କ ବିପୁଳ କରତାଳି ଜୁଲାଇରୁ ବିଜୁଳି ବିଲ ଛାଡ଼କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ହେବ ପ୍ୟାକେଜ୍‍-ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ

ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ବର, ଚକେଇସିଆଣିରେ ସୁଶାନ୍ତଙ୍କ ରୋଡ ସୋ’

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମ୍‌ସିର ୧୧, ୧୦ ଓ ୫ ନମ୍ବର ୱାର୍ଡରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତଙ୍କ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଛି। ହଜାର ହଜାର ବିଜୁ ଜନତା ଦଳ କର୍ମକର୍ତ୍ତାଙ୍କ ଗ୍ରହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପାଖରୁ ଦିନିକିଆ ସତସଙ୍ଗ ମା ଅନନ୍ତ.. ତାର କଥା ଅନନ୍ତ..

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଭଜନ ଓ ମା ଅନନ୍ତ. ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ 11.5.24. ସନ୍ଧ୍ୟା 6.30ରେ ଗିରୀଦୁର୍ଗା ମନ୍ଦିର ୟୁନିଟ ୩

ଜଙ୍ଗଲ ରାସ୍ତାରେ ରୋଗୀଙ୍କୁ ୪ କି.ମି ବୋହିଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡୀ : ଜଣେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ମାନିବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ଘଟଣାନୁଯାୟୀ କଳାହାଣ୍ଡୀ ଜିଲ୍ଲା ଥୂଆମୂଳ ରାମପୁର ବ୍ଲକର ତାଳଝପି ପଂଚାୟତ ଅନ୍ତର୍ଗତ ଉପରଝପି ଗ୍ରାମର ସିନାଦେଇ ମାଝୀ (୬୦ବର୍ଷ)ନାମକ ଜଣେ ମହିଳା ଜଙ୍ଗଲରେ କାମ କରୁଥିବା

ପଥଚାରୀଙ୍କ ତୃଷା ନିବାରଣ ଉଦ୍ୟମ ପାଇଁ ଦହିପଣା ବଣ୍ଟନ କଲେ ଏସ ଏସ ଡାନ୍ସ ଏବଂ ଫିଟନେସସ ଏକାଡେମୀ

ଭୁବନେଶ୍ୱର : ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଲାଣି । ସାରା ଓଡ଼ିଶା ଏବେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପଥଚାରି ବିନା ପାନୀୟ ଜଳମୁନ୍ଦେ ପିଇବାକୁ ଡହଳ ବିକଳ ହେଉଛନ୍ତି। ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି ।

ପଥଚାରୀଙ୍କ ପାଇଁ ଦହିପଣା ବଣ୍ଟନ କଲେ ଅଲ୍ ଓଡିଶା ମିନି ଟ୍ରକ ମାଲିକ ମହାସଂଘ

କଟକ : ଜୀବନ ବଞ୍ଚାଉଛି ଦହିପାଣି, ସାରା ଓଡ଼ିଶା ଏବେ ପ୍ରଚଣ୍ଡ ସୂର୍ଯ୍ୟ ତାପରେ କଲବଲ ହେଉଛି । ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି । ଆଉ ଯେ କେହି ବି ବାହାରୁଛନ୍ତି କିପରି ବାହାରକୁ ଯିବେ ସେନେଇ ଚିନ୍ତାରେ ପଡୁଛନ୍ତି । ହେଲେ ଏହାରି ଭିତରେ ଦୁଃଖର ସାଥି