Odia news portal

ଗତ ଆଠ ବର୍ଷ ମଧ୍ୟରେ ଓଡିଶା ପାଇଁ ମଞ୍ଜୁର ହୋଇନାହିଁ ନୂଆ ରେଳ ପ୍ରକଳ୍ପ : ବିଜେଡି

ରାଜ୍ୟର ଖଣିଜ ସଂପଦ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ କେନ୍ଦ୍ରର ଉଦ୍ୟମ ବରଗଡ-ନୂଆପଡା ରେଳ ପ୍ରକଳ୍ପ ସମ୍ବନ୍ଧରେ ଚୁପ୍ କାହିଁକି? ସାତ ବର୍ଷ ପୂର୍ବରୁ ଘୋଷିତ ପ୍ରକଳ୍ପକୁ ପୁଣି କ୍ୟାବିନେଟ ମଞ୍ଜୁରୀ ଭୁୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ…

ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ ସମସ୍ୟାକୁ ଗମ୍ଭୀର କରୁଛି : ବିଜେଡି

ସରକାରଙ୍କ ବିବୃତ୍ତି ଓ କାର୍ଯ୍ୟକ୍ରମ ମଧ୍ୟରେ ତାଳମେଳ ରହୁନି ଭୁବନେଶ୍ୱର : ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ…

ବିଶ୍ବ ଆଦିବାସୀ ଦିବସରେ ପୁଣି ଦାବି ଦୋହରାଇଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର : ପୁଣି ଆଦିବାସୀଙ୍କ ସ୍ବାର୍ଥରେ ବାହାରିଲେ ନବୀନ । ଶଙ୍ଖ ଭବନରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ହୋ, ମୁଣ୍ଡାରୀ, ଭୂମିଜ, ସଉରା ପରି ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମାନ୍ଯତା ମିଳୁ ବୋଲି ବିଜେଡି ସୁପ୍ରିମୋ ପୁଣି ଦାବି କରିଛନ୍ତି । କହିଛନ୍ତି,…

ବିଜୁ ଜନତା ଦଳର ସଭାପତିଙ୍କୁ ଭେଟିଲେ ରାଜ୍ୟସ୍ତରିୟ ସମନ୍ୱୟ କମିଟି

ସାଙ୍ଗଠନିକ ପୁନର୍ଗଠନ ପାଇଁ ଦେଲେ ପ୍ରସ୍ତାବ ନଭେମ୍ବରରୁ ସାର ରାଜ୍ୟ ଗସ୍ତ କରିବେ ନବୀନ ପଟ୍ଟନାୟକ ସୋସିଆଲମିଡିଆରେ ସକ୍ରିୟ ରହିବା ପାଇଁ ସଭାପତି ଦେଲେ ପରାମର୍ଶ ଭୁବନେଶ୍ୱର : ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଜୁ ଜନତା ଦଳର ରାଜ୍ୟସ୍ତରୀୟ ସମନ୍ୱୟ କମିଟିର…

Waqf Board ରେ ମୁସଲମାନଙ୍କର ସ୍ବାଥର୍ର ସୂରକ୍ଷା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ : ନବୀନ ପଟ୍ଟନାୟକ

ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟ ଭୁବନେଶ୍ବର : ଗୁରୁବାର ସଂନ୍ଧ୍ୟାରେ ନବୀନ ନିବାସରେ ପୂରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୁସଲମାନ ବନ୍ଧୁମାନେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀଦଳ…

ଭୁବନେଶ୍ୱରରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM

ଭୁଵନେଶ୍ଵର : ଏଟିଏମ୍‌ରୁ ବାହାରିବ ଚାଉଳ । ପୂର୍ବରୁ ଆପଣ ଏଟିଏମ୍‌ରୁ ଟଙ୍କା ଉଠାଉଥିଲେ । ଏବେ ଏଟିଏମ୍‌ରୁ ଆପଣ ଉଠାଇ ପାରିବେ ଚାଉଳ । ଭୁବନେଶ୍ୱରରେ ଖୋଲିଛି ଦେଶର ପ୍ରଥମ ଚାଉଳ ଏଟିଏମ୍ । ମଞ୍ଚେଶ୍ବର ସ୍ଥିତ ଚାଉଳ ଗୋଦାମଠାରେ ଖୋଲିଛି ଏହି ରାଇସ୍ ଏଟିଏମ୍‌ । ଏହି ଚାଉଳ ଏଟିଏମ୍‌କୁ…

ଉପ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁପତ୍ର ଉପରୁ ଜିଏସଟି ଉଛେଦ ପ୍ରସଙ୍ଗରେ ମନ୍ତବ୍ୟ, କେନ୍ଦୁପତ୍ର ତୋଳାଳିଙ୍କ ସ୍ୱାର୍ଥ…

ଆଦିବାସୀ ସମ୍ପ୍ରଦାୟର ଜଣେ ନେତା ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉ ଥିଲା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଦିବାସୀ ବିରୋଧୀ ମନ୍ତବ୍ୟ ଗ୍ରହଣୀୟ ନୁହେଁ ଜିଏସଟି ଲାଗୁ ହେବା ପରେ କେନ୍ଦୁପତ୍ର ତୋଳାଳିଙ୍କ ବୋନସ କମିଛି ୨୦୧୯ ନିର୍ବାଚନରେ ବିଜେପିର କେନ୍ଦୁପତ୍ର…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଲିଙ୍ଗିପୁରେ ୨୧୮ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ମାସର ପ୍ରଥମ ରବିବାର ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ନୀଳ କଣ୍ଠେଶ୍ୱର ମନ୍ଦିର ଇନ୍ଦିରା କଲୋନୀ ଲିଙ୍ଗିପୁର ଭୁବନେଶ୍ୱରରେ ୨୧୮ତମ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ସଞ୍ଚିତା ମହାନ୍ତି ସଂଯୋଜନାରେ ନୀଳକଣ୍ଠେଶ୍ଵର ମନ୍ଦିର…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଦୁଇ ବର୍ଷିଆ ବି.ଏଡ଼କୁ ଗ୍ରହଣ କରିବା ଏବଂ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି…

ଭୁବନେଶ୍ୱର : ଆଜି ଓଡ଼ିଶାରେ ସ୍ବତନ୍ତ୍ର ଶିକ୍ଷା ରେ ପ୍ରଶିକ୍ଷଣ ନେଇଥିବା ଆଶାୟୀ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଅଲ୍ ଓଡ଼ିଶା ସ୍ବତନ୍ତ୍ର ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଫେଡ଼େରସନର ସଭାପତି ଡ଼ଃ ବିଭୁତି ଭୁଷଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରେସମିଟ୍ ରେ ସଂପାଦକ ଡ଼ଃ…

ରାଧାବଲ୍ଲଭ ମଠରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ବୈଠକ

ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ସଭାପତି ମହନ୍ତ ରାମକୃଷ୍ଣ ଦାସ ମହାରାଜଙ୍କ ଅଧକ୍ଷତାରେ କାର୍ଯ୍ୟକାରୀ ସଦସ୍ୟ ମାନଙ୍କର ଏକ ଗୁରୁତ୍ୱପୁର୍ଣ ବୈଠକ ରାଧାବଲ୍ଲଭ ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠାକରେ ସମ୍ପାଦକ ପ୍ରଭାକର ମଲ୍ଲିକ,…