Odia news portal

ରବିନାରାୟଣ ମିଶ୍ରଙ୍କ ଅକାଳ ବିୟୋଗ

ଭୁଵନେଶ୍ଵର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଦସ୍ୟ ଦିବଂଗତ ଶ୍ରୀ ରବିନାରାୟଣ ମିଶ୍ରଙ୍କର ବିୟୋଗ ଆଜି ଦିନ ୧୧ ଘଟିକାରେ ଘଟିଛି । ଏହି ଘଟଣା ଆମ ସମସ୍ତଙ୍କୁ ଦୁଃଖିତ କରିଛି ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ପକ୍ଷରୁ ସମନ୍ତରାପୁର ମା ଭୂଆସୁଣୀ ମନ୍ଦିର ସମ୍ମୁଖରେ ଏକ ଶୋକ ସଭା କରାଯାଇଛି

ତାଙ୍କର ଅମର ଆତ୍ମା ର ସଦଗତି ହେଉ ଏତିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମର କାମନା, ଏହି ସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା ।

You might also like
Leave A Reply

Your email address will not be published.