Odia news portal

ଟିଟିଏସ୍‌ରେ ଆରମ୍ଭ ହେଲା ମେଗା ଟ୍ରମେଲ ମେସିନ୍ କାର୍ଯ୍ୟ

ଭୁବନେଶ୍ୱର (ଚକ୍ରଧର ମାଝି) : ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟିଟିଏସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ଏହି ମେଗା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର : ଇନ୍ଦିରା ହାଉସିଂ କଲୋନୀରେ ଲିଙ୍ଗୀପୁର ରେ ଥିବା ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ୨୦୫ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ଡ ଗୁରୁପ୍ରସାଦ ମହାପାତ୍ର ମହାପ୍ରଭୁ

ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସ : ଏକ ସବୁଜ ଭବିଷ୍ୟତ ପାଇଁ ଏକତ୍ରିତ କରିଛି

ଭୁବନେଶ୍ୱର : ଆମେ ଓଡିଶାର ପ୍ରଥମ ଭେଗାନ୍ ୟୁଥ୍ କ୍ଲାଇମେଟ୍ କନ୍‌ଫରେନ୍ସ, ଓଡିଶା କନ୍‌ଫରେନ୍ସ ଅଫ୍ ୟୁଥ୍ (ଓସିଓୱାଇ)ର ଘୋଷଣା କରି ଉାହିତ ଅଛୁ, ଏହା ହେଉଛି ଏକ ପରିବର୍ତନଶୀଳ କାର୍ଯ୍ୟକ୍ରମ ଯାହା ଯୁବପିଢିଙ୍କୁ ଭେଗାନିଜିମ୍ ଓ ସ୍ଥାୟୀ ଜୀବନ ବଂଚିବାର ପରିଦୃଶ୍ୟ ମାଧ୍ୟମରେ ଜଳବାୟୁ

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ବର : ଆପଣ ମାନଙ୍କୁ ପ୍ରଣାମ, ମା ଦୂର୍ଗା ଭବାନିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ । ୨୦୧୭ ମସିହାରୁ ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସାମାଜ ସେବାର ଯାତ୍ରା ଆରମ୍ଭ କରି ଆଜି ୨୦୨୩ରେ ପହଞ୍ଚିଛି । ଆଜି ଏହି ଅବସରରେ ଆମେ ବରିଷ୍ଠ ନାଗରିକ ସଙ୍ଘ ଭି ଏସ ଏସ ନଗର

ସିଆଇଆଇ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରେ ଗ୍ରିନ୍ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୩ ଆୟୋଜିତ

ଗ୍ରିନ୍ ହାଇଡ୍ରୋଜନ୍ ପ୍ରକଳ୍ପର ବ୍ୟାବସାୟିକ ସଫଳତା ଜରୁରୀ: ଶିଳ୍ପ ପ୍ରମୁଖ ସଚିବ ସବୁଜ ଶକ୍ତିର ସାଉଦି ଆରବ ହେବାକୁ ଚାହୁଁଛି ଓଡ଼ିଶା: ହେମନ୍ତ ଶର୍ମା ନୀତି ଓ ଶିଳ୍ପ ପଦକ୍ଷେପ ଭିତରେ ସମନ୍ୱୟ ଆବଶ୍ୟକ: ବ୍ରିଟିଶ ଡେପୁଟି ହାଇ କମିସନର ଓଡ଼ିଶାକୁ ସହଯୋଗ କରିବାକୁ ନିତି ଆୟୋଗ ପ୍ରସ୍ତୁତ

ଆପୋଲୋ ହସପିଟାଲରେ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ପାଳିତ

ଭୁବନେଶ୍ବର : ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଜାତୀୟ ଅସ୍ଥି ଓ ଗଣ୍ଠି ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ସଡ଼କ ଦୁର୍ଘଟଣା ନିରାପତ୍ତା ଏବଂ ଦୁର୍ଘଟଣାସ୍ଥଳରେ ମୌଳିକ ଲାଇଫ୍ ସପୋର୍ଟ ପ୍ରଶିକ୍ଷଣ ସମ୍ପର୍କରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅଗଷ୍ଟ ପ୍ରଥମ

ନନ୍ଦିନୀ ଶତପଥୀ ଓଡ଼ିଶାର ନାରୀ ସଶକ୍ତିକରଣର ମୂର୍ତ୍ତିମନ୍ତ ପ୍ରତୀକ

ଶ୍ରାଦ୍ଧ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର : ଅଗ୍ନିବର୍ଷୀ ବକ୍ତା,ଛାତ୍ରଜୀବନରୁ ସାମ୍ୟବାଦୀ ବିଚାରଧାରାରୁ କର୍ମମୟ ସଂଗ୍ରାମୀ ଜୀବନ ଆରମ୍ଭ କରି ପରବର୍ତ୍ତୀ ଅବସ୍ଥାରେ ପ୍ରଥମ ଓଡ଼ିଆ ମହିଳା କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହୋଇଥିବା ବିଶିଷ୍ଟ ଲେଖିକା ଶ୍ରୀମତୀ

ଲୋୟର ପିଏମଜିରେ ଗର୍ଜିଲା ଭଞ୍ଜସେନା : ଦାବି ନ ଶୁଣିଲେ ଯନ୍ତରମନ୍ତରରେ ଧାରଣା

ଭୁବନେଶ୍ବର : ନୈସର୍ଗିକ ଶୋଭାର ଭଣ୍ଡାର ଭଞ୍ଜଭୂମି ମୟୂରଭଞ୍ଜର ଶିମିଳିପାଳ ଅଭ୍ୟାରଣ୍ୟ। ଏହା ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛି। ଏଥିପ୍ରତି ବନ ବିଭାଗ, ରାଜ୍ୟ ସରକାର କେହି ହେଲେ ଦୃଷ୍ଟି ଦେଉନାହାନ୍ତି। ଏହାର ସୁରକ୍ଷା ପାଇଁ ସୁଦୂର ମୟୁରଭଞ୍ଜରୁ ଆଜି ଭଂଜସେନା ପକ୍ଷରୁ ହଜାର ହଜାର ଲୋକ

ନବନିଯୁକ୍ତ ଶିକ୍ଷା ସେବା ଅଧିକାରୀଙ୍କ ‘ଶ୍ରମଦାନ’ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଶିଖରଚଣ୍ଡୀ ମନ୍ଦିର ପରିସରରେ ନବ ନିଯୁକ୍ତ ଓଡ଼ିଶା ଶିକ୍ଷା ସେବା ଅଧିକାରୀ-୨ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନଙ୍କ ସହଯୋଗରେ ଏକ 'ଶ୍ରମଦାନ' କାର୍ଯ୍ୟକ୍ରମ ଅନୁଷ୍ଠିତ