Odia news portal

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

ଭୁବନେଶ୍ୱର : ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ…

ଆଇ.ଟି.ଆର ଗ୍ରୁପ୍ ର ବାର୍ଷିକ ଉତ୍ସହବ ୨୦୨୩ ପାଳିତ

ଭୁବନେଶ୍ୱର (ଚକ୍ରଧର ମାଝି) : ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ ଗ୍ରୁପ୍ (ଆଇଟିଆର୍ ଗ୍ରୁପ୍) ଏହାର ବାର୍ଷିକ ଦିନ ୨୦୨୩ ଏଠାରେ ପାଳନ କରିଛି । ଏହି ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥୁ ରୂପରେ ଯୋଗ ଦେଇଥିଲେ। ଶ୍ରୀ…

ପୁନେରେ ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଆୱାର୍ଡ଼ ସେରିମନି ପାଳିତ

ସ୍ପ୍ରେଡ୍ ହେପିନେସ୍ ଫାଉଣ୍ଡେସନ୍ ଆନୁକୂଲ୍ଯରେ ଆନା ଭାଉ ସାଠେ ଓ ଉତ୍କଳମଣି ଗପବନ୍ଧୁ ଦାସଙ୍କ ପୂଣ୍ୟ ଜନ୍ମ ଜୟନ୍ତି ଅବସରରେ ପୁନେରେ ଏକ ବିଶାଳ ସାଂସ୍କୃତିକ ଓ ଏୱାଡ ସେରିମନିର କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏଥିରେ ବହୁ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ । ସମାଜର…

ସର୍ବ ବ୍ରାହ୍ମଣ ମହାସଭା ଓଡିଶା ପ୍ରଦେଶ ଶାଖା ପକ୍ଷରୁ ପୁରୀରେ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ

ପୁରୀ : ମୋଚିସାହି ଛକ ନିକଟସ୍ଥ "ପୁରୀ ଗ୍ରୀନ ଆପାର୍ଟମେଣ୍ଟରେ ଅପରାହ୍ନ ୧ଘଟିକା ସମୟରେ ସର୍ବ ବ୍ରାହ୍ମଣ ମହାସଭା ଓଡ଼ିଶା ପ୍ରଦେଶ ଶାଖା ପ୍ରୁରୀ ଜିଲ୍ଲାର ବୈଠକ ଓ ରାଜସ୍ଥାନ ର ଜୟପୁର ଠାରେ ସେପ୍ଟେମ୍ବର ମାସ ୩ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସର୍ବ ବ୍ରାହ୍ମଣ ମହାସଭା ଜାତୀୟ ମହସଂଗମ…

ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ଡଃ ଅଗ୍ରୱାଲା ଚକ୍ଷୁ ଚିକତ୍ସାଳୟ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। …

ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ରୌପ୍ୟ ଜୟନ୍ତି ପାଳନ

ଭୁବନେଶ୍ବର : ସ୍ଥାନୀୟ ହୋଟେଲ୍ ପ୍ରେସିଡେନ୍ସିରେ ସର୍ବଭାରତୀୟ ଅଭ୍ୟାସରତ ମୂଲ୍ୟାୟନକାରୀ ସଂଘର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ରୌପ୍ୟ ଜୟନ୍ତି ପାଳିତ ହୋଇ ଯାଇଅଛି। ଉକ୍ତ ଉତ୍ସବରେ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ଜୟଦେବ ନିର୍ବାଚନ ମଣ୍ଡଳୀର…

ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି

ଭୁବନେଶ୍ବର : ଆଜି ସମୟ ଗାଡିଆ କ୍ଲବରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର କମିଟି ପକ୍ଷରୁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠତି ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି…

ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ

ଭୁବନେଶ୍ୱର, (ଚକ୍ରଧର ମାଝି) : ମା’ ତାଳପଦେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ସ୍ୱେଚ୍ଛାସେବୀ ସେବା କେନ୍ଦ୍ର ତରଫରୁ ତା’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ବେଷ୍ଟ ଏନ୍ ଜି ଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧନା ହେଲା ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ

ଭୁବନେଶ୍ୱର : ସାରାସଚ ଟିଭି ଓ ମିଡିଆ ଅନୁଷ୍ଠାନ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ଵର୍ଦ୍ଧିତ କରିବା ସହିତ ଜୟ ମା ଭବାନି ଟ୍ରଷ୍ଟ କୁ "ବେଷ୍ଟ ଏନଜିଓ ଅଫ ଦି ଇୟର ଭାବେ ସମ୍ଵର୍ଦ୍ଧିତ…

ଟିଟିଏସ୍‌ରେ ଆରମ୍ଭ ହେଲା ମେଗା ଟ୍ରମେଲ ମେସିନ୍ କାର୍ଯ୍ୟ

ଭୁବନେଶ୍ୱର (ଚକ୍ରଧର ମାଝି) : ବର୍ଜ୍ୟବସ୍ତୁ ସଂଶୋଧନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ଟିଟିଏସ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି ମେଗା ଟ୍ରମେଲ ମେସିନ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମାନନୀୟା ମେୟର ଶ୍ରୀମତି ସୁଲୋଚନା ଦାସ ଏହି ମେଗା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି…