Odia news portal

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମହାବିନାୟକ ମନ୍ଦିର ପରିସରରେ ମାଗଣା ସ୍ଵାସ୍ଥ୍ୟ ପରୀକ୍ଷା

ଯାଜପୁର : ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟ ଭୁବନେଶ୍ବର ପକ୍ଷରୁ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ପାଖରେ ଅବସ୍ଥିତ ମହା ବିନାୟକ ମନ୍ଦିର ପରିସରରେ ସମ୍ପାଦକ ନାରାୟଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶେଷ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗତ ୧୬ ରୁ ୨୧ ପ୍ରଯ୍ୟନ୍ତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ବହୁ…

ତାରାତାରିଣୀ ଠାରେଥିବା ରୋପୱେର ଦଉଡି ଓ ଯାନ୍ତ୍ରିକ ମେଣ୍ଟେନେସ ପାଇଁ ରୋପୱେ ୩ଦିନ ବନ୍ଦରହିବ

ତାରା ତାରିଣୀ ମନ୍ଦିର ପାହାଡ଼ ଉପରକୁ ଯାତ୍ରୀ ତଥା ଭକ୍ତଙ୍କ ନିମନ୍ତେ ଏଜ ଘରୋଇ କମ୍ପାନୀ ଦ୍ୱାରା ଆରମ୍ଭ କରା ଯାଇଥିବା ଉର୍ଧ୍ଵଗାମୀ ରୋପ ୱେ ତାର ବିଭିର୍ଣ୍ଣ ସାରଞ୍ଜାମ ତଥା ଦଉଡି, ମିସିନେରୀ ସାମାନ କୁ ଠିକ କରିବା ନିମନ୍ତେ ୩ଦିନ ବନ୍ଦ ରହିବ ବୋଲି ତାର ମେନେଜର ସୂଚନା ଦେଇଛନ୍ତି । …

ମେୟର ଏକାଦଶକୁ ୫୦ ରନରେ ହରାଇ କମିଶନର ଏକାଦଶ ବିଜୟୀ

ଭୁବନେଶ୍ୱର,(ଚକ୍ରଧର ମାଝି) : ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ରିକ୍ରେସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ ଖେଳକୁଦ ପ୍ରତିଯୋଗୀତା । ଏହାର ଅଂଶ ସ୍ୱରୂପ ଆଜି କିଟ୍ କ୍ରିକେଟ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତାପୂର୍ଣ୍ଣ…

ସେପ୍ଟେମ୍ବର ୩ରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସାଧାରଣ ସଭା

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କାର୍ଯ କାରୀ ସଭାରେ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଭୁବନେଶ୍ୱର ଜୟଦେବ ଭବନ ଠାରେ ସାଧାରଣ ସଭା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା…

ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମ୍‌ସିର ବିଭିନ୍ନ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ୱର, (ଚକ୍ରଧର ମାଝି) : ଆସନ୍ତା ୩୧ ତାରିଖ ଦିନ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଯୋଗିତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିପାଇଁ ବିଏମ୍‌ସି ରିକ୍ରେସନ କ୍ଲବ…

ଭୁବନେଶ୍ୱରରେ ମର୍ସିଡିଜ୍-ବେଞ୍ଜ୍ର ବହୁପ୍ରତିକ୍ଷିତ ଏସ୍‌ୟୁଭି ନୂଆ ଜିଏଲ୍‌ସିର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ସବୁଠାରୁ ଆକର୍ଷଣୀୟ ଲକ୍‌ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍‌ଜରୀ ଏସ୍‌ୟୁଭି, ନୂଆ ଜିଏଲ୍‌ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି । ନୂଆ ଜିଏଲ୍‌ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର…

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିର କଂଗ୍ରେସ କର୍ମୀଙ୍କ ବ୍ଲକ ଘେରାଉ

ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିର କଂଗ୍ରେସ କର୍ମୀ ନେତା ମାନଙ୍କୁ ନେଇ ୧୨ ଦଫା ଦାବି ସହିତ ନଗର କଂଗ୍ରେସ ସଭାପତି ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ କାକୀ ମନ୍ଦିର ଛକ ଠାରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ବ୍ଲକ ଛକରେ ବିଜେଡି ଓ ବିଜେପି ନେତାଙ୍କ ଗରିବ ମାରଣ ନିତି ଉପରେ ଗର୍ଜନ କରିଥିଲେ । …

ଭାଟକୁମରଡା ଗ୍ରାମରେ ମାଗଣା ଆୟୁଷ ସ୍ୱାସ୍ଥ୍ୟ ଶିବିର

ବ୍ରହ୍ମପୁର : ଗୁରୁବାର ଦିନ ଏକ ଆୟୁଷ ମାଗଣା ସ୍ୱାସ୍ଥ୍ୟ ଶିବିର ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଦକ୍ଷିଣାଞ୍ଚଳ ମଣ୍ଡଳ ବ୍ରହ୍ମପୁର ଗଞ୍ଜାମ ଜାତୀୟ ଆୟୁଷ ମିଶନ ଆନୁକୂଲ୍ୟରେ ଭାଟକୁମରଡା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମନମୋହନି ପଲାଇଙ୍କ…

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍…