Odia news portal

ଲଣ୍ଡନ ହାଉସ ଅଫ ଲର୍ଡସରେ ରୋଜାଲିନଙ୍କ ବକ୍ତବ୍ୟ ଲଣ୍ଡନ

ଭୁବନେଶ୍ୱର : "ଲଣ୍ଡନ ହାଉସ ଅଫ ଲର୍ଡସ"ରେ "ସଂସ୍କୃତି ସେଣ୍ଟର ଫର କଲଚରାଲ ଏକ୍ସସେଲେନ୍ସ"ତରଫରୁ ବାରୋନେସ ଲେସିଷ୍ଟାଲଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ହସ୍ତ ଶିଳ୍ପ ଉପରେ ବିଶେଷ ଭାବରେ ବୁଣାକାର ମାନଙ୍କ ପ୍ରଥାକୁ ନେଇ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ଏଥିରେ ବିଭିନ୍ନ ଦେଶର…

ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ

ଷ୍ଟାର୍ଟଅପ୍‌, ନବସୃଜନକାରୀଙ୍କୁ ନିବେଶକ, ମେଂଟରଙ୍କ ସହ ଯୋଡ଼ିବଏହି ୧୪ ଦିନିଆ କାର୍ନିଭାଲ୍‌ରେ ମେଂଟରିଂ, ବୈଠକ ଓ ସମ୍ମିଳନୀ ଆଦି ଆୟୋଜନ କରାଯିବଭୁବନେଶ୍ୱର : ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ…

ଓଡ଼ିଶା ସବ୍‌ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଜାତୀୟ ସବ୍‌ ଜୁନିୟର ଟେନିସ୍ ବଲ୍‌ କ୍ରିକେଟରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଦଳକୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ବିଭାଗର ସଚିବ ଆର୍ ଭିନିଲ…

ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ରୌପ୍ୟପଦକ ବିଜୟୀ ନାରାୟଣ ବାରିକଙ୍କୁ ସମ୍ବର୍ଦ୍ଧିତ କଲା ତୁଷାର ଜିମ୍‌

ଭୁବନେଶ୍ୱର : ଦକ୍ଷିଣ କୋରିଆଠାରେ ଅନୁଷ୍ଠିତ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ୬୦ କେଜି ବର୍ଗରେ ଭୁବନେଶ୍ୱରର ନାରାୟଣ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି । ନାରାୟଣଙ୍କ ଏହି ସଫଳତା ପାଇଁ ତାଙ୍କୁ…

ତାରାତାରିଣୀ ମହାବିଦ୍ୟାଳୟ ଠାରେ ” ଯୁବ ଓଡ଼ିଶା ନବୀନ ଓଡ଼ିଶା ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର : ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ୱ୍ଵିଙ୍ଗର ଇଣ୍ଟିଗ୍ରେଟେଡ଼ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇଁୱାଇଡିପି) ଡିଗ୍ରୀର ଛାତ୍ର ଛାତ୍ରୀଙ୍କ ପାଇଁ ସଂସ୍କୃତି ଏବଂ କ୍ରୀଡା, ସାମାଜିକ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିଵା ଉଦେଶ୍ୟରେ ଆଜି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର…

ଭୁବନେଶ୍ୱରରେ ନୂଆ ଫର୍ଟିଲିଟି ସେଂଟର ସହ ନିଜର ଉପସ୍ଥିତି ବଢ଼ାଇଲା ସାନ୍ତାନ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ପ୍ରଜନନ କ୍ଲିନିକ “ସାନ୍ତାନ\' ଭୁବନେଶ୍ୱରରେ ଅତ୍ୟାଧୁନିକ ଫର୍ଟିଲିଟି କେନ୍ଦ୍ରର ଉଦଘାଟନ ସହ ନୂତନ ମାଇଲଖୁଂଟ ସ୍ଥାପନ କରିଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ଅନୁ ଚୌଧୁରୀ ଯୋଗଦେଇ ବ୍ରାଣ୍ଡ ଆମ୍ବାସାଡର…

ବରିଷ୍ଠ ମୁରବୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : ସାଲିଆ ସାହିର ବରିଷ୍ଠ ମୁରବୀ ଚରଣ ମାଝୀଙ୍କର ଶନିଵାର ଦିନ ଅକାଳ ବିୟୋଗ ଘଟିଛି । ସେ ସକାଳୁ ବିଛଣାରୁ ଉଠି ସମସ୍ତ ନିତ୍ୟକର୍ମ ସାରିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଉଥିବା ବାଟରେ ଶେଷ ନିଶ୍ୱାସ…

ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲରେ ଶିଶୁ ଦିବସ ପାଳିତ

ଭୁବନେଶ୍ବର : ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲ ପରିସରେ ମଙ୍ଗଳବାର ପୂର୍ବାହ୍‌ଣରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ପାଇଁ ରାଇମ୍ସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ଲେ, ନର୍ସରି, ଏଲ୍‌କେଜି ଓ ୟୁକେଜି…

ଜିତତ୍ତ୍ବ ପ୍ରତିଯୋଗିତାରେ କାଂସ୍ୟ ପଦକ ବିଜେତା ଅନୁପମାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ଆବୁଧାବୀ ଠାରେ ଶେଷ ହୋଇଥିବା ଆବୁଧାବୀ ବିଶ୍ବ ଜୁ- ଜିତଷୁ ପ୍ରତିଯୋଗିତାରେ ଓଡିଶା ରଆନ୍ତର୍ଜାତୀୟ ଜୁ- ଜିତଷୁ ଖେଳାଳି ଅନୁପମା ସ୍ବାଇଁ ମହିଳା white belt ୪୯ କିଲୋ ବିଭାଗରେ କାଂସ୍ୟପଦକ ଲାଭକରିଥିଲେ । ଏହି ପ୍ରତିଯୋଗିତା ନିମନ୍ତେ ଅନୁପମା ଦୁବାଇର Attrixion Academy…

ଅବସରପ୍ରାପ୍ତ ଡିଏସ୍‌ପି ରାଇସେନ ମୁର୍ମୁ ବିଜେଡିରେ ସାମିଲ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଅବସରପ୍ରାପ୍ତ ଡିଏସ୍‌ପି ରାଇସେନ ମୁର୍ମୁ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ରାଇସେନ ମୁର୍ମୁଙ୍କୁ ଉପଢୌକନ ଦେଇ ଶ୍ରୀ ମଙ୍ଗରାଜ ଦଳକୁ…