Odia news portal

ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଅନନ୍ତ.. ତାର କଥା ଅନନ୍ତ ଦିନିକିଆ ଦେବୀ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ପ୍ରଣାମ ମା ଆଦିଶକ୍ତିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ ମଙ୍ଗଳ ବାର ସନ୍ଧ୍ୟା ୭ ଟାରେ ପିଏମ ବୁଲନଭାଇ ସାମ୍ବାଦିକ ଭବନ, (ଗ୍ରୀନ ଚିଲ୍ଲି ଫାଷ୍ଟଫୁଡ ନିକଟ) ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ବର ଠାରେ ଦେବୀ ଭାଗବତ କଥାମୃତର ଦିନିକିଆ ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଚିନ୍ମୟ ମିଶନ ଭୁବନେଶ୍ଵରର ରୁତଯାନନ୍ଦ ସରସ୍ଵତୀ ଦେବୀ ମାହାତ୍ମ୍ୟ ଉପରେ ତାଙ୍କର ଆଶ୍ରୀବଚନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମଧୁ ମାଧବ ଜେନା, ରାଧା ବଲ୍ଳଭ ସିଂ ପ୍ରଭାକର ମଲ୍ଲିକ ବୈକୁଣ୍ଠନାଥ ମହାପାତ୍ର ନିରଞ୍ଜନ ପଣ୍ଡା ଅଜୟ ହରିଚନ୍ଦନ ତ୍ରିଲୋଚନ ନାୟକ ବଂଶୀଧର ନାୟକ ଶ୍ରୀନିବାସ ରାଓ ଅଚ୍ୟୁତ ପ୍ରସାଦ ବେହେରା ଜନାର୍ଦନ ସୁବୁଦ୍ଧି ରବି ନାରାୟଣ ମିଶ୍ର ରବିନାରାୟଣ ମହାପାତ୍ର ରାହୁଲ ପଳେଇ ବିଜୟ ପାତ୍ର ଭାରତୀ ଭୁଷଣ ପଟ୍ଟନାୟକ କୃଷ୍ନ ଚରଣ ପତି ଚିନ୍ତାମଣି ମିଶ୍ର କେ ଲକ୍ଷ୍ମୀନାରାୟଣ, ଅନାମିକା ସ୍ଵାଇଁ ପଟ୍ଟନାୟକ, ପୁଷ୍ପଲତା ପାତ୍ର ଓ ବହୁ ସମ୍ମାନୀୟ ପୁରୁଷ ଓ ମହିଳା ମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ସମସ୍ତଙ୍କର କଲ୍ୟାଣ ନିମନ୍ତେ “ମା ଆଦିଶକ୍ତି ସର୍ବକାର୍ଯ୍ୟ ସିଦ୍ଧି ଜଜ୍ଞ” କରାଯାଇ ମା ଙ୍କ ମନ୍ତ୍ର ରେ ଆହୁତି ପ୍ରଦାନ କରାଯାଇ ଥିଲା ପରେ ପରେ ସମସ୍ତେ ପ୍ରସାଦ ସେବନ କରି ଥିଲେ ।

You might also like
Leave A Reply

Your email address will not be published.