Odia news portal

ମିଛ କହିବାର ସୀମା ଟପିଗଲାଣି ବିଜେପି, ନିର୍ବାଚନ ଭିତରେ ବିଜେପିକୁ କଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା ଟପିଯାଇଛି । ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ

ରାଇରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

• ବିପୁଳ ଜନସମୁଦ୍ର ମୁଖ୍ୟମନ୍ତ୍ରୀଙ୍କୁ କଲେ ଭବ୍ୟ ସ୍ୱାଗତ • ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ • ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ • ଏ ମାଟିର ଝିଅ, ମୋ ଭଉଣୀ

ମୋର ଭରସା ଅଛି ଉତ୍ତରବାସୀ ଆଶୀର୍ବାଦ କରିବେ : ସୁଶାନ୍ତ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ଧୂଆଁଧାର ପ୍ରଚାର କରିଛନ୍ତି । କୌଣସି ରୋଡ ସୋ, ଶୋଭାଯାତ୍ରା କିମ୍ବା ସମାବେଶ ନକରି ସିଧା ସଳଖ ଲୋକମାନଙ୍କ ପାଖରେ ପହଞ୍ଚି ୱାର୍ଡ ଓ ପଞ୍ଚାୟତରେ ବୈଠକ କରି

ଶେଷ ଦିନରେ ପ୍ରିୟଦର୍ଶୀଙ୍କ ଦମଦାର ପ୍ରଚାର

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଦମଦାର ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୩ ନଂ ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି । ପଟିଆ ଜଗନ୍ନାଥ ମନ୍ଦିରରୁ

ଶେଷ ଦିନରେ କ୍ୟାପଟେନ ମନ୍ମଥଙ୍କ ବିଶାଳ ବାଇକ୍ ରାଲି

ଜଟଣୀ : ନିର୍ବାଚନ ହେଉଛି ଗଣତନ୍ତ୍ରର ଆତ୍ମା । ଆସନ୍ତା ୨୫ ମଇରେ ଭୁବନେଶ୍ବର ଲୋକସଭା ଆସନ ଓ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ବେଳେ ଶେଷ ଦିନର ପ୍ରଚାର ମଇଦାନରେ ଆଗେଇ ଆସିଥିଲେ ଭୁବନେଶ୍ଵରର ଲୋକସଭା ଆସନ ପ୍ରାର୍ଥୀ କ୍ୟାପଟେନ ମନ୍ମଥ କୁମାର ରାଉତରାୟ। ଖୋର୍ଦ୍ଧା

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚନ୍ଦନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦନ ପୁର୍ଣିମା ଉତ୍ସବ କେଦାରେଶ୍ୱର ମନ୍ଦିର, ଉତ୍କଳ ୟୁନିଭର୍ସିଟି ବାଣୀବିହାର ଭୁବନେଶ୍ୱର ଠାରେ ଅନୁଷ୍ଠିତ କରାଯାଇଅଛି । ସମ୍ପାଦକ ପ୍ରଭାକର

ନାବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼ : ୧୦୮ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ରକ୍ତଦାନ କରି ଜଣେ ୧୪ ବର୍ଷର ବାଳକର ଜୀବନ ବଂଚାଇଛନ୍ତି । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଂଚାୟତର ମୁଣ୍ଡଗୋହିରା ଗ୍ରାମର କୃପାସିନ୍ଧୁ ମହାକୁଳଙ୍କ ପୁଅ ଗୋବିନ୍ଦ ମହାକୁଳ(୧୪ ବର୍ଷ) ସିକଲ୍ ସେଲ୍ ରୋଗ ଓ

ସବୁ ସଭାରେ ବିଶାଳ ଜନସମୁଦ୍ର ସ୍ୱାଗତ କଲେ କାର୍ତ୍ତିକ ପାଣ୍ଡିଆନଙ୍କୁ

ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରର ନିମାପଡ଼ା, କାକଟପୁର, ନିଆଳି, ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ

ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ • ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ • ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ • ବିଜୁବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ? • ପାରାଦ୍ୱୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ • ଆପଣମାନେ ବିଜୁ