Odia news portal

ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ

• ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

• ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ

• ବିଜୁବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ?

• ପାରାଦ୍ୱୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ

• ଆପଣମାନେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରନ୍ତୁ

• ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ୨୪ ଘଣ୍ଟା କାମ କରୁଛନ୍ତି

• ଆପଣମାନଙ୍କ ପାଖକୁ ୫ ବର୍ଷରେ ଥରେ ସୁଯୋଗ ଆସିଛି, ତାଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦିଅନ୍ତୁ, ନୂଆ ଓଡ଼ିଶା ଗଠନରେ ସାମିଲ ହୁଅନ୍ତୁ

• ସାରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି, ନବୀନ ବାବୁ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ

• ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡ଼ିଶାବାସୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ କରିବେ

• ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡ ନ ଥିବା ସମସ୍ତଙ୍କୁ କାର୍ଡ ଯୋଗାଇଦେବେ

• ତୃତୀୟ ଦସ୍ତଖତରେ ୬୦ ବର୍ଷ ପରେ ମିଶନଶକ୍ତି ସଦସ୍ୟାମାନେ ପାଇବେ ପେନ୍‍ସନ୍‍

• ଆପଣମାନେ ଯାହାବି ଦରଖାସ୍ତ ଦେଇଥିଲେ ତା’ମଧ୍ୟରୁ ୮୦ ପ୍ରତିଶତ ସମାଧାନ ହୋଇଛି, ଆଉ ଯାହାବି ସମସ୍ୟା ଅଛି ଖୁବ୍‍ ଶୀଘ୍ର ସମାଧାନ ହେବ

You might also like
Leave A Reply

Your email address will not be published.