Odia news portal

ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ

ପୂର୍ବତନ ବିଜେପି ସଭାପତି ବି ଗୁଣ୍ଡାଙ୍କୁ ସୁରକ୍ଷା ଦେବା ଆଶ୍ଚର୍ଯ୍ୟଜନକବିଜେପି କର୍ମୀଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କରିଥିଲେ ଜଗଦେବଇଭିଏମ୍ ଭାଙ୍ଗି ସାଂସଦଙ୍କ ସହ ଫେରାର ବେଳେ ଜଗଦେବଙ୍କୁ ଧରିଥିଲା ପୁଲିସ୍ବିଜେପିର ଏଭଳି ଆଚରଣ ପାଇଁ ବାରମ୍ୱାର ପ୍ରତ୍ୟାଖାନ କରୁଛନ୍ତି

ଜଗତସିଂହପୁରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି • ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବି.ଏସ୍‍.କେ.ୱାଇ, ମିଶନଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, କାଳିଆ, ମଧୁବାବୁ ପେନ୍‍ସନ୍‍ ଯୋଜନା, ଚାଉଳ କାର୍ଡ ଆଦି କେମିତି

କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର

• କେନ୍ଦ୍ରାପଡ଼ାରୁ ମୁଁ ଜଣକୁ ୧୦ ବର୍ଷ ସାଂସଦ କରିଥିଲି, ସେ କେବଳ ନିଜ ପାଇଁ ଓ ତାଙ୍କ କମ୍ପାନୀର ଲାଭ ପାଇଁ କାମ କଲେ • କେନ୍ଦ୍ରାପଡ଼ାବାସୀ ଓ ମୋ ସହିତ ବିଶ୍ୱାସଘାତକତା କଲେ • ବିରୋଧିଦଳ ନେତା ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି • ବିଭିନ୍ନ

ବାପା ମାଙ୍କ ଋଣ ସୁଝିଲା ୨୧ ମାସର ପୁଅ

ଭୁବନେଶ୍ୱର: ଦୁନିଆ କଣ ଜାଣିବା ଆଗରୁ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ପ୍ରତ୍ୟୁଷ ପାଣିଗ୍ରାହୀ । ମାତ୍ର ୧ ବର୍ଷ ଆଉ ୯ ମାସ ବୟସରେ ତିନି ତିନିଟି ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ପ୍ରତ୍ୟୁଷ ପାଣିଗ୍ରାହୀ ଓ ତାଙ୍କ ପିତା ମାତା । ଗୋଟେ ବର୍ଷ ଆଉ ୯ ମାସର ପୁଅକୁ

ସରିଲା ୩ ରଥର ନାହାକା କାମ, ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି

ପୁରୀ : ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ । ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ

ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ

ଭୁଵନେଶ୍ଵର : ନିର୍ବାଚନୀ ସଭାରେ ଶବ୍ଦ ବ୍ୟବହାରକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଟ୍ୱିଟ୍ ଯୁଦ୍ଧ । ମୋରଡ଼ା ଓ ବାରିପଦାରେ ନିର୍ବାଚନ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ଓଡ଼ିଶାର ସଂସ୍କୃତି ଉଚ୍ଚକୋଟୀର । ଜଣେ ବ୍ୟକ୍ତି

ରାଜଧାନୀରେ ବୋମାମାଡ, ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ

ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମା ମାଡ଼ କରାଯାଇଛି । ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପତିଆରା ପାଇଁ ବୋମା

କେନ୍ଦ୍ରାପଡାରେ ବୈଜୟନ୍ତଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭୁଵନେଶ୍ଵର : କେନ୍ଦ୍ରାପଡାରେ ବିଜେଡିର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଅଭିଭାଷଣ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ଏଭଳି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ବିରୋଧୀ ବାହାରୁ ଯେତେ

କୋଲକାତା ଚାମ୍ପିଅନ

ଆଇପିଏଲ୍ - ୨୦୨୪ : ତୃତୀୟଥର ପାଇଁ ଆଇପିଏଲ୍ ଟ୍ରଫି ହାତେଇଲା କୋଲକାତା ନାଇଟ୍ ରାଇଡର୍ସ । ଫାଇନାଲ୍ ମ୍ୟାଚରେ ପ୍ରଥମେ ହାଇଦ୍ରାବାଦ୍ ବ୍ୟାଟିଂ କରି ୧୮.୩ ଓଭରରେ ୧୧୩ ରନ୍ କରିଥିଲା । ୧୧୪ ରନର ବିଜୟ ଲକ୍ଷ୍ୟକୁ କୋଲକାତା ୧୦.୩ ଓଭରରେ ହାସଲ କରିନେଇଛି । ଦଳ ପକ୍ଷରୁ ଭେଙ୍କଟେଶ ଆୟର