Odia news portal

ରାଜଧାନୀରେ ବୋମାମାଡ, ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ

ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମା ମାଡ଼ କରାଯାଇଛି । ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ପତିଆରା ପାଇଁ ବୋମା ପକାଇ ଦୁବୃର୍ତ ମାନେ ଫେରାର ହୋଇଯାଇଛନ୍ତି । ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାୟର କରାଯାଇଛି । ପୋଲିସ ବୋମା ମାଡ଼ ହୋଇଥିବା ସ୍କର୍ପିଓକୁ ଜବତ କରି ତଦନ୍ତ ଚଳାଇଛି ।

You might also like
Leave A Reply

Your email address will not be published.