Odia news portal

ପ୍ରସଙ୍ଗହୀନ ହୋଇ ପଡିଛି ରାଜ୍ୟ ବିଜେପି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି କରିଥିଲା ଅପପ୍ରଚାର

ଭୁବନେଶ୍ବର : ପ୍ରସଙ୍ଗହୀନ ହୋଇ ପଡିଥିବା ବିଜେପିର ଆଉ ଏକ ମିଛ ପଦାରେ ପଡିଛି। ଚଳିତ ନିର୍ବାଚନରେ ସୁନିଶ୍ଚିତ ପରାଜୟ କଥାକୁ ହଜମ କରି ନପାରି ଗୋଟିଏ ପରେ ଗୋଟିଏ ମିଛକୁ ପ୍ରସଙ୍ଗ କରି ହୀନ ରାଜନୀତି କରିବାକୁ ଚେଷ୍ଟା କରୁଛି ବିଜେପି। ମୁଖ୍ଯମନ୍ତ୍ରୀଙ୍କୁ ଗୋଡ଼ ମାରୁଛନ୍ତି ବୋଲି

ନିର୍ବାଚନ ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି : ବିଜେଡି

 ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି ନିର୍ବାଚନରେ ସିଧାସଳଖ ଲଢିବାକୁ ବିଜେଡି ନେତାଙ୍କ ଆହ୍ୱାନ ଓଡିଶା ପାଇଁ ଜୀବନକୁ ବାଜି ଲଗାଇଥିବା ଅଫିସରଙ୍କୁ ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ଗଣମାଧ୍ୟମ ପ୍ରତି ବି ବିଜେପି ନେତାଙ୍କ ସମ୍ମାନ ନାହିଁ ନିର୍ବାଚନୀ ସଭାରେ

ସ୍ୱାସ୍ଥ୍ୟାବସ୍ଥା କଥାକୁ ହସରେ ଉଡ଼ାଇ କହିଲେ, ପ୍ରଧାନମନ୍ତ୍ରୀଙ୍କୁ ମୋ ଚିନ୍ତା ନୁହେଁ ବରଂ ଭୋଟ୍ ଚିନ୍ତା

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରି ଜବାବ୍ ରଖିଲେ ନବୀନ । କହିଲେ, ଏତେ ଖରାରେ ମୁଁ ଏତେ ଖରାରେ ମୁଁ ରାଜ୍ୟ ସାରା ବୁଲି ବୁଲି ପ୍ରଚାର କରୁଛି, ଯଦି ମୋ ଦେହ ଖରାପ ଥାନ୍ତା ତେବେ ମୁଁ ପ୍ରଚାର କେମିତି କରନ୍ତି? ଆପଣଙ୍କର ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ଏତେ ଚିନ୍ତା ତେବେ

ଯଶୀପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ସେମାନଙ୍କର ମନେପଡ଼େ, ସେମାନେ ଆସିବେ • ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି • ବିଜୁ ଜନତା ଦଳ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ

ସାରସକଣାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ବିରୋଧି ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି • ମୁଁ ସେମାନଙ୍କୁ ଜଣେଇବାକୁ ଚାହେଁ ଯେ, ନବୀନ ବାବୁ ତାଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଯାଗାରେ ଆଦିବାସୀ ଭାଇଭଉଣୀମାନଙ୍କୁ ରଖିଛନ୍ତି • ଆଦିବାସୀମାନଙ୍କ

ଆଜି ଶ୍ରୀକ୍ଷେତ୍ର ଭଉଁରୀ : ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀକ୍ଷେତ୍ର ଭଉଁରୀ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଭଉଁରୀ ଯାତରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ। ମହାପ୍ରଭୁଙ୍କର ଏହି ନିଆରା ଜଳକ୍ରୀଡ଼ା ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ କଡ଼ା

ନିର୍ବାଚନ କମିଶନଙ୍କୁ ବ୍ୟବହାର କରୁଛି ବିଜେପି

ଭୁବନେଶ୍ୱର : ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା । ବୁଧବାରର ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେନିନ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ମାନସ

ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ୍ : ଓଡ଼ିଶା ଦଳର ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍

ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦ ଠାରେ ଆୟୋଜିତ ୨୯ତମ ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ ଚାମ୍ପିଅନସିପ୍‌ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଓଡ଼ିଶା ୬ ରନ୍‌ରେ ଉତ୍ତର ପ୍ରଦେଶ ନିକଟରୁ ହାରି ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍ କରିଥିଲା।

ନୀଳଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ କଥା ଶୁଣି ବିରୋଧୀଙ୍କ ନିଦ ଭାଙ୍ଗିଯାଇଛି ମୁଖ୍ୟମନ୍ତ୍ରଙ୍କୁ ଅସମ୍ମାନ କରୁଛନ୍ତି, ଗାଳିଗୁଲଜ କରୁଛନ୍ତି, ଆପଣମାନେ ଉଚିତ ଜବାବ ଦେବେ ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଫେଲ୍ ମାରିଛି ଦୁଇ କୋଟି ଚାକିରୀ କୁଆଡେ ଗଲା ? ଦଶ