Odia news portal

ନିର୍ବାଚନ ପରେ ସୁସ୍ଥ ଓ ସକ୍ରିୟ ଦେଖାଯାଉଛନ୍ତି ବିଜେଡି ସୁପ୍ରିମୋ, ରହସ୍ୟ କ’ଣ ?

ଭୁବନେଶ୍ବର : ସରକାର ବଦଳିବା ସହ ବଦଳିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ପୂର୍ବରୁ ଦୁର୍ବଳ ନଜର ଆସୁଥିବା ନବୀନ ଏବେ ପୂରା ସୁସ୍ଥ ଲାଗୁଛନ୍ତି । ସାମ୍ବାଦିକ ଯାହା ପ୍ରଶ୍ନ ପଚାରୁଛନ୍ତି ତା’ର ଉତ୍ତର ଦେଉଛନ୍ତି । ସଭାସମିତିରେ ଯୋଗ ଦେଉଛନ୍ତି । ନିକଟରେ…

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଏଚଡିଏଫସି ବ୍ୟାଙ୍କର ଉପସଭାପତି

ଭୁବନେଶ୍ୱର : ଓଡ଼ିଶାରେ ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବାପରେ ଏହାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏଚଡିଏଫସି ବ୍ୟାଙ୍କ ଲିମିଟେଡର ଉପସଭାପତି ରୀତିଶ ନନ୍ଦନ ପାଢୀ ସୌଜନ୍ୟମୂଳକ ସାକ୍ଷାତ କରି ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା…

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ

ଭୁବନେଶ୍ୱର : ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଆଜି ମାନ୍ୟବର ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା (ବାଣିଜ୍ୟ ଓ ପରିବହନ ) ମନ୍ତ୍ରୀଙ୍କୁ ଭେଟି ମହାସଂଘ ତରଫରୁ ସାତ ଦଫା ଦାବିପତ୍ର ବିଷୟରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଉକ୍ତ ଦାବିପତ୍ରଟିକୁ…

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା ଜୁନ ୨୧ ରେ ରାଜ୍ୟବ୍ୟାପି ପାଳନ ହେବ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ…

ଜୟ ମା ଭବାନୀ ଟ୍ରଷ୍ଟ ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ପେନ ଓ ଖାତା ବଣ୍ଟନ

ଭୁବନେଶ୍ୱର : ପବିତ୍ର ପହିଲି ରଜ ଅବସରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଂଶୁମାନ ମିଶ୍ର ଓ ସ୍ମିତା ମହାପାତ୍ରଙ୍କ ଝିଅ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀକୁ ଛୋଟ ଛୋଟ ଝିଅ ପିଲାମାନେ ଉଇନର ଆସୋସିଏସନ ସହିଦନଗର ପରିସରରେରେ ପାଳିଥିଲେ । ଏହି ଅବସରରେ ସେମାନେ ଦୋଳି ଖେଳିବା ସହ ସମସ୍ତେ…

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ରଜ ଉତ୍ସବ ପାଳିତ କରାଯିବ

ଭୁବନେଶ୍ୱର : ପାଶ୍ଚାତ୍ୟ ସଭ୍ୟତା କୁ ନିଜ ଆଦର୍ଶ ଭାବରେ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି, ମୌଳିକତା ଓ ଆତ୍ମୀୟତା । ଆମେ ଗ୍ରହଣ କରି ନେଲୁଣି…

ହରିଦ୍ଵାରରେ ଏକାଠି ହେଲେ ଜଗନ୍ନାଥ ପ୍ରେମୀ ; ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ୱନ୍ଧରେ ଆଲୋଚନା

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ହରିଦ୍ୱାରର ଭୂମା ନିକେତନରେ ତିଆରି କରା ଯାଉଥିବା ଶ୍ରୀଜଗନ୍ନାଥ ମନ୍ଦିର ସମନ୍ଧରେ ଆଶ୍ରମ ପରିସରରେ ଶ୍ରୀରବି ନାରାୟଣ ମହାପାତ୍ର, ଶ୍ରମତି କନକ ଲତା ମହାପାତ୍ର ଓ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ କାର୍ଯ୍ୟର…

ପଞ୍ଚମ ଦିନରେ ହରିଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚ ରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ପଞ୍ଚମ ତଥା ଶେଷ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ…

ଭକ୍ତି ମୟ ପରିବେଶରେ ହରିଦ୍ଵାରରେ ଚାଲିଛି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ତୃତୀୟ ଦିନରେ ପହଁଞ୍ଚଛି । ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର…