Odia news portal

୨୬, ୨୭ରେ ମାରଓ୍ବାଡି ମହିଳା ସମିତିର ସାୱନ ମେଳା

ଭୁବନେଶ୍ବର : ମାରଓ୍ବାଡି ମହିଳା ସମିତି, ଭୁବନେଶ୍ବର ଶାଖା ପକ୍ଷରୁ ଆସନ୍ତା ୨୬ ଓ ୨୭ ଜୁଲାଇରେ ସାନ ମେଳାର ଆୟୋଜନ ହେବାକୁ ଯାଉଛି। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯେଉଁ ମହିଳା ଉଦ୍ୟୋଗୀମାନେ ନିଜ ନିଜ ଘରେ ଉଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଏହାକୁ ଚଳାଇଛନ୍ତି ସେମାନଙ୍କୁ ଲୋକ ଲୋଚନକୁ…

ଓ.ଡି.ଏମ୍‌. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ

ଭୁବନେଶ୍ୱର : ଓ.ଡି.ଏମ୍‌. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍‌. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍‌.…

ବିଦେଶରେ ମେଡିକାଲ, ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଗ୍ଲୋବାଲ ଫୋକସ୍ ପାଲଟିଛି ମାର୍ଗଦର୍ଶକ

ଗ୍ଲୋବାଲ ଏଡୁଫେଷ୍ଟ-୨୦୨୪ ଉଦ୍‌ଯାପିତ ଭୁବନେଶ୍ଵର : ମେଡିକାଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ପାଇଁ ବିଦେଶରେ ନାମ ଲେଖାଇବା ନିମନ୍ତେ ମାର୍ଗଦର୍ଶନ କରିଥାଏ ଗ୍ଲୋବାଲ ଫୋକସ ଏଜୁକେସନ ପ୍ରତିଷ୍ଠାନ । ଏହି କ୍ରମରେ ଭୁବନେଶ୍ଵର ଜୟଦେବ ଭବନରେ ଆୟୋଜିତ ହୋଇଥିବା ଗ୍ଲୋବାଲ ଫୋକସ…

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ ପରିବର୍ତ୍ତନ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆୟତ୍ତରେ ରାଜ୍ୟ ସରକାର ନାହାଁନ୍ତି :…

କ୍ରୀଡା ପୁରସ୍କାରରେ ନାଁ ହଟାଇବାକୁ ନିଷ୍ପତ୍ତି ସାଢେ ୪ କୋଟି ଓଡିଆଙ୍କୁ ଆଘାତ ଦେଇଛି ଅପରିପକ୍ୱତା, ଅନଭିଜ୍ଞତା ଓ ଅସହିଷ୍ଣୁତାର ପରିଚୟ ଦେଉଛି ବିଜେପି କ୍ରୀଡାମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ମାଗନ୍ତୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଏକ ମାସ ପୂରିନଥିବା ମୋହନ ସରକାର ଯେଉଁ ଭଳି…

କଟକ, ବାଦାମବାଡିରେ ରିଲାଏନ୍ସ ଡିଜିଟାଲର ନୂଆ ଷ୍ଟୋର୍ର ଶୁଭାରମ୍ଭ

କଟକ : ରିଲାଏନ୍ସ ଡିଜିଟାଲ ପକ୍ଷରୁ କଟକର ବାଦାମବାଡି ସ୍ଥିତ ଲିଙ୍କ୍ରୋଡ୍ଠାରେ ଏହାର ନୂଆ ଷ୍ଟୋର୍ର ଶୁଭାରମ୍ଭ କରାଯାଇଛି । ୧୨,୦୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ଟେକ୍ନୋଲୋଜି ଗନ୍ତବ୍ୟସ୍ଥଳୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ବିକ୍ରି ପରବର୍ତୀ ସେବା ପାଇଁ ସମର୍ପିତ ଇନ୍-ଷ୍ଟୋର ସହାୟତା…

ଶଙ୍ଖ ଭବନ ସମ୍ପର୍କରେ ବିଭ୍ରାନ୍ତିକର ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହୁ ବିଜେପି : ବିଜେଡି

ଶଙ୍ଖ ଭବନ ପାଇଁ ଆବଣ୍ଟିତ ହୋଇଥିବା ଜମି ସମ୍ପୂର୍ଣ୍ଣ ଆଇନସମ୍ମତ ଦୁଇ ସରକାରୀ କ୍ୱାର୍ଟର ମଧ୍ୟରେ ଥିବା ଉପଗଳିକୁ ସଡ଼କ ଆଖ୍ୟା ଦେବା ଦୁର୍ଭାଗ୍ୟଜନକ ମନ୍ତ୍ରୀଙ୍କ ଅଭିଯୋଗ ତଥ୍ୟଭିତ୍ତିକ ନୁହେଁ ସମାନ ବିଜ୍ଞପ୍ତିରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ୧.୨୬୯ ଏକର ଜମି ଖାରବେଳ ନଗରରେ…

ବିଧାନସଭାରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବୁ : ବିଜେଡି

ବିଜେପି ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛି କି ନାହିଁ ନଜର ରଖିବୁ ବିଧାନସଭାରେ ବିଜେଡି ସକରାତ୍ମକ ପ୍ରସଙ୍ଗ ଉଠାଇବ ଭୁବନେଶ୍ୱର : ଶଙ୍ଖ ଭବନଠାରେ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ…

ରାଜ୍ୟବାସୀ ମର୍ମାହତ ହେବା ପରି କିଛି ନକରନ୍ତୁ ବିଜେପି ସରକାର : ବିଜେଡି

ବିଜୁ ବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ଅନୁ ।ନ, ସେ ୩ଟି ଦେଶରେ ସମ୍ମାନିତ ବିଜୁ ବାବୁଙ୍କୁ ସବୁ ଦଳ ସମ୍ମାନ କରନ୍ତି କାକୁଡି ଛୁରି ତାଙ୍କର ଯେମିତି ପାରିବେ ସେମିତି କାଟିବେ ଭୁବନେଶ୍ୱର,(ଚକ୍ରଧର ମାଝି) : ରାଜ୍ୟରେ ଶାସନ କରୁଥିବା ବିଜେପି ସରକାର ପୁଣି ପ୍ରତିହିଂସା ରାଜନୀତି…

ଜଟଣୀ ବ୍ଲକରେ ପିସି କାରବାର; ଅଭିଯୋଗ ଆଣିଲେ ଉପାଧ୍ୟକ୍ଷ

ଭୁବନେଶ୍ୱର : ଜଟଣୀ ବ୍ଳକରେ ବ୍ୟାପକ ପିସି କାରବାର ଚାଲିଛି। ପ୍ରତ୍ୟେକ କାର୍ଯ୍ୟରେ ୨୦ରୁ ୩୦ ପ୍ରତିଶତ ପିସି ଦାବି କରାଯାଉଛି । ଏଥିରେ ବ୍ଳକର କେତେକ କର୍ମଚାରୀ ସଂପୃକ୍ତ ଅଛନ୍ତି । ବ୍ଳକ ଉପାଧ୍ୟକ୍ଷା ଜ୍ୟୋସ୍ମରଣୀ ଦାସ ଆଜି ଏପରି ଅଭିଯୋଗ କରିଛନ୍ତି । ଏହାର ଭିଜିଲାନ୍ସ ତଦନ୍ତ କରିବାକୁ…

ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା, ଓଡ଼ିଶାବାସୀଙ୍କ ସ୍ବର ସାଜିବେ ବିଜେଡିର ୯ ସାଂସଦ

ଭୁବନେଶ୍ବର : ସବୁବେଳେ ରାଜ୍ଯବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି ବିଜେଡି। ସଂସଦର ଆଗାମୀ ବଜେଟ ଅଧିବେଶନରେ ମଧ୍ଯ ସାଢେ ଚାରି କୋଟି ଓଡ଼ିଆଙ୍କର ସ୍ବର ସାଜିବ ବିଜୁ ଜନତା ଦଳ। ରାଜ୍ଯସଭା ସାଂସଦଙ୍କ ସହ ବୈଠକ କରି ସମସ୍ତଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସଭାପତି ନବୀନ…