Odia news portal

ଭୀମଟାଙ୍ଗି ଉନ୍ନୟନ ପରିଷଦ ତରଫରୁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ କଥାମୃତ

ଭୁବନେଶ୍ୱର ଆଜି ଭୀମଟାଙ୍ଗି ଉନ୍ନୟନ ପରିଷଦ ଦ୍ୱାରା କରାଯାଉ ଥିବା ଶ୍ରୀମଦ ଭାଗବତ ପରାୟଣରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଅତି ସୁନ୍ଦର ଭାବେ ରୁକ୍ମୁଣୀ ପରିଣୟ ଲୀଳା ଓ ଅନ୍ୟାନ୍ୟ ବିଷୟରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ କହି ଥିଲେ । ପ୍ରଥମେ କୁନି ପ୍ରବଚକ କଥା ମୃତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ, କଥାମୃତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବରିଷ୍ଠ ଗୁରୁଜନ ଓ ଅନ୍ୟମାନଙ୍କୁ ଏହା ଆନନ୍ଦିତ କରିଥିଲା ।

ବାବା ସତସଙ୍ଗରେ ସମସ୍ତେ କିଛି ସମୟ ଦେଇ ଈଶ୍ବରଙ୍କ କଥାମୃତ ଶୁଣିବାକୁ ପରାମର୍ଶ ଦେଇଥିଲେ ଏହି ଅବସରରେ ଉପସ୍ଥିତ ଥିବ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ର ସଂଗଠନ ସମ୍ପାଦକ ଡ଼ ନାରାୟଣ ମହାପାତ୍ର ଦିବ୍ୟଧାମ ଅଯୋଧ୍ୟା ରେ ହେବାକୁ ଥିବା ଶ୍ରୀଜଗନ୍ନାଥଙ୍କ ପାଞ୍ଚରାତ୍ର କାର୍ଯ୍ୟକ୍ରମ ବିଷୟରେ ସମସ୍ତଙ୍କୁ ଜଣାଇ ଥିଲ,ସେଠାରେ (୪.୧.୨୫ରୁ ୮.୧.୨୫) ରହିବା ଓ ଖାଇବାର ସମସ୍ତ ବ୍ୟବସ୍ତା ନିମନ୍ତେ ୯୦୦୦/-ଟଙ୍କା ରଖାଯାଇଛି । ରୁମ ଗୁଡିକ ସେୟାରିଂ ହିସାବରେ ଆଲଟ କରାଯିବ ଅଯୋଧ୍ୟା ଯିବା ଓ ସେଠାରୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ନିଜେ କରିବାକୁ ପଡିବ, ସେପ୍ଟେମ୍ବର ୩ ତାରିଖରୁ ରେଳ ଟିକେଟର ବୂକିଙ୍ଗ ଆରମ୍ଭ ହେଉଛି ।

ନୂତନ ବର୍ଷ ପାଇଁ ଭିଡ ହେବାର ସମ୍ଭାବନା ଥିବାରୁ ଇଛୁକ ବ୍ୟକ୍ତି ଶୀଘ୍ର ଟିକେଟ କାଟି ନିଅନ୍ତୁ,ଅଯୋଧ୍ୟା ଠାରେ ରହିବା ଖାଇବା ନିମନ୍ତେ ଅଗ୍ରିମ ୩୦୦୦/- ଟଙ୍କା ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟ ନମ୍ବର ୩୮୨୫୦୪୭୯୬୧୮, ଆଇଏଫଏସସି କୋଡ SBIN0005093 ରେ ଜମା କରି ସ୍ଥାନ ସରଂକ୍ଷଣ କରି ନିଅନ୍ତୁ, ନିଆ ଯାଉଥିବା ଅର୍ଥ କୌଣସି ପରିସ୍ଥିତିରେ ଫେରସ୍ତ ହେବ ନାହିଁ ।

ଆରମ୍ଭ ୩.୧.୨୫ ଟ୍ରେନ ରାଜଧାନୀ ( 22923) ଭୁବନେଶ୍ୱରରୁ ଦିନ ଦୟାଲ ଉପାଧ୍ୟାୟ କିମ୍ବା ନୀଳାଚଳ ଏକ୍ସପ୍ରେସ ( 12875 ) (12.20pm -6.05Am ) 4.1.2025 ଦିନ ଦୟାଲ ଉପାଧ୍ୟାୟ ରୁ ଅଯୋଧ୍ୟା ଡୁନଏକ୍ସପ୍ରେସ( 13009 )9.25Am-14.20pm 9.1.2025 ଫେରିବା ଅଯୋଧ୍ୟା ରୁ ଦିନ ଦୟାଲ ଉପାଧ୍ୟାୟ 5.15Am (ଅମୃତସର ଟାଟା( 18104) 11.25 ଡୁନ ଏକ୍ସପ୍ରେସ ( 13010 ) ଦିନ ଦୟାଲ ଉପାଧ୍ୟାୟ ରୁ ଭୁବନେଶ୍ୱର ନନ୍ଦନ କାନନ ଏକ୍ସପ୍ରେସ ( 12816 )18.40 pm -11-40AM

ଅଧିକ ଜାଣିବା ପାଇଁ ଏହି ନମ୍ବର ଯୋଗାଯୋଗ କରିପାରିବେ ପ୍ରଭାକର ମଲ୍ଲିକ 7978 774063 ବୈକୁଣ୍ଠନାଥ ମହାପାତ୍ର 9937231471, ନିରଞ୍ଜନ ଦାଶ 94370 67800, ଡଃ ନାରାୟଣ ମହାପାତ୍ର 9438731639ଇଁ ବିଷ୍ନୁଚରଣ ସ୍ୱାଇଁ (ଜଗତସିଂହପୁର )9437208329ଶ୍ରୀ ପୂର୍ଣଚନ୍ଦ୍ର ସାହୁ (କଟକ )9437449898

You might also like
Leave A Reply

Your email address will not be published.