Odia news portal

Recent Posts

ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଦୁର୍ଦ୍ଦଶା; ୬୦ ଦିନରେ ଗଲାଣି ୪ ଜୀବନ

ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସମସ୍ୟା କଥା ବୁଝୁଥିବା ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଆଜି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରି ଓଡ଼ିଶାକୁ ଜାତୀୟ ସ୍ତରରେ

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ମାସ ପାଳିତ

୧୨୦ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ହାତ ପ୍ରଦାନ ୬୦ ଜଣଙ୍କୁ କମ୍ବଳ ଓ ୧୦ ଜଣଙ୍କୁ ଜରିପାଲ ବଣ୍ଟନ ଭୁବନେଶ୍ୱର: ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ମାସ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ

ସୋସାଇଟି ପ୍ରିମିୟର୍‌ ଲିଗ୍‌ ଉଦ୍‌ଘାଟିତ : ଟ୍ରାଇଡେଣ୍ଟ୍‌ ଗାଲାକ୍ସିଆନ୍‌, ଆରିଆନା ଷ୍ଟ୍ରାଇକର୍ସର ଯୁଗଳ ବିଜୟ

ଭୁବନେଶ୍ବର : ଷ୍ଟ୍ରଙ୍ଗର ଟୁଗେଦର ଚାରିଟେବଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ସୋସାଇଟି ପ୍ରମିୟର୍‌ ଲିଗ୍‌ (ଏସ୍‌ପିଏଲ୍‌)ର ପଞ୍ଚମ ସଂସ୍କରଣ ସେଞ୍ଚୁରିଅନ୍‌ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଏଥିରେ ବଡ଼ବଡ଼ ହାଉସିଂ ସୋସାଇଟି ଟ୍ରାଇଡେଣ୍ଟ ଗା‌ଲାକ୍ସି, ଟାଟା ଏରିନା, ଭିପୁଲ ଗାର୍ଡେନ୍ସ,

ଓଡ଼ିଶାରେ ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀ ପ୍ରକାଶ ଶାହା

ଭୁବନେଶ୍ୱର : ୟୁନିକ୍ ଇନ୍‌ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ

ବାଲେଶ୍ବରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ ଭୁବନେଶ୍ୱର : ଶ୍ରୀଜଗନ୍ନାଥ ବିଶ୍ବବ୍ୟାପ୍ତ ଏହି ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରିବା ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଓଡିଶା, ଭାରତ ଓ ଭାରତ ବାହାରେ ୭ ବର୍ଷ

ସାବାଡ୍ ହେବେ ନକଲି ସାମ୍ବାଦିକ; ପ୍ରେସ ଲେଖାଯାଇଥିବା ଗାଡ଼ିର ହେବ ଯାଞ୍ଚ

କଟକ : କମିସନରେଟ ପୁଲିସର ବିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ମନଇଚ୍ଛା ଗାଡ଼ିରେ ପ୍ରେସ ଲେଖୁ ବୁଲୁଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ଖୁବ୍‌ଶୀଘ୍ର କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଶେଷକରି

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମି ଦିବ୍ୟସ୍ୱରୂପାନନ୍ଦ ସରସ୍ବତୀ ୨୦୧୭ମସିହାରୁ ଜାନୁଆରୀ ପହିଲା ଦିନକୁ "ବିଶ୍ୱ ପ୍ରାଥନା ଦିବସ" ପାଳନ କରିବାକୁ ଚେଷ୍ଟା କରିଆସୁଛନ୍ତି । ବିଶ୍ୱର ଭିନ୍ନ ଭିନ୍ନ ଦିବସ ପାଳନ ହେଉଛି କିନ୍ତୁ ପ୍ରାର୍ଥନା ଦିବସ ପାଳନ ହୋଇ ପାରୁ ନାହିଁ, ସବୁ

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଭା ଅନୁଷ୍ଠିତ

ଭୁବନେଶ୍ୱର : ସାଧାରଣ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା ୪.୧.୨୦୨୫ ରୁ ୮.୧.୨୦୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରି ଚାଳନା ପାଇଁ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ

ରୌପ୍ୟ ପଦକ ଟେନିସ୍ ବଲ୍ କ୍ରିକେଟ୍ ଦଳକୁ ସ୍ବାଗତ

ଭୁବନେଶ୍ୱର : ନିକଟରେ ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଳ ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଥିଲା । ଦଳ ଫାଇନାଲରେ ଉତ୍ତର ପ୍ରଦେଶ ଠାରୁ ୧୫ ରନ୍ ରେ ପରାସ୍ତ ହୋଇ ଉପବିଜେତା ସହ ରୌପ୍ୟ ପଦକ ପାଇଛି । ଏହି ରୌପ୍ୟ ପଦକ ବିଜେତା

କାଶିକା ମିଶ୍ର ସଫଳତା ହାସଲରେ ପ୍ରଥମ ଓଡ଼ିଆ

ଭୁବନେଶ୍ୱର, (ଚକ୍ରଧର ମାଝି) : ଆଇଜିୟୁ (ଇଣ୍ଡିଆନ ଗଳ୍ପ ୟୁନିୟନ) ଉତ୍ତରାଞ୍ଚଳ ମହିଳା ଓ ଜୁନିୟର ବାଳିକା ଚାମ୍ପିଅନସିପ୍‌ରେ ଓଡ଼ିଆ ଝିଅ କାଶିକା ମିଶ୍ର ଚାମ୍ପିଅନ ହୋଇଛନ୍ତି। ଏହି ସଫଳତା ହାସଲରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବାଳିକା। ପ୍ରତିଯୋଗିତା ଗତ ୧୮ ତାରିଖରୁ ଦିଲ୍ଲୀର

ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ : ଓଡ଼ିଶାକୁ ରୌପ୍ୟ ପଦକ

ଭୁବନେଶ୍ୱର : ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଛୁ । ଗୁରୁବାର ଫାଇନାଲ୍‌ରେ ଓଡ଼ିଶା ୧୫ ରନ୍‌ରେ ଉତ୍ତରପ୍ରଦେଶଠୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ନିର୍ଦ୍ଧାରିତ ୮ ଓଭରରେ

ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ : ଓଡ଼ିଶାର ଯୁଗଳ ବିଜୟ

ଭୁବନେଶ୍ୱର : ଜମ୍ମୁ କଶ୍ମୀରରେ ଚାଲିଥିବା ୩୫ତମ ଜାତୀୟ ଟେନିସ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ଯୁଗଳ ବିଜୟ ପାଇଛି। ଏମ୍‌ଏ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍‌ରେ ଯଥାକ୍ରମେ ଏଆଇଆଇବି ଓ ମଧ୍ୟଭାରତକୁ ୬ ୱିକେଟ୍‌ରେ ସମାନ ବ୍ୟବଧାନରେ ହରାଇଛି। ପ୍ରଥମ

ଚାକିରି ନିୟମିତ କରିବାକୁ ଓଡ଼ିଶା ସ୍ଵାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘର ଦାବି

ଭୁବନେଶ୍ୱର,(ଚକ୍ରଧର ମାଝି) : ଚାକିରି ନିୟମିତ, ଦରମା ବୃଦ୍ଧି, ସ୍ବାସ୍ଥ୍ୟ ବୀମା, ଘର ଭଡ଼ା, ମହଙ୍ଗା ଭତ୍ତା, ରାଜ୍ୟ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ଆଦି ୧୨ଦପ ଦାବିରେ ଓଡ଼ିଶା ସ୍ବାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଜାତୀୟ

ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ

ଇଚ୍ଛାଶକ୍ତିର ଅଭାବ ରହିଲେ ଆଗକୁ ବଢିହେବନିଭୁବନେଶ୍ୱର : ସମୟ ବଦଳିବା ସହ ବୈଷୟିକ ଜ୍ଞାନକୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି । ସାମ୍ବାଦିକର ସଂଜ୍ଞା କହିଲେ କିଛି ବୁଝି ହେଉନାହିଁ । ତେଣୁ ସାମ୍ବାଦିକର ସ୍ୱାଧୀନତା କଥା କ’ଣ କହିବା । ସାମ୍ବାଦିକର

ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ବ ପ୍ରମେଚ୍ୟୁର ଦିବସ ପାଳିତ

ଭୁବନେଶ୍ବର : ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ଆଜି ବିଶ୍ବ ନବଜାତ ସପ୍ତାହ (ନଭେମ୍ବର ୧୫- ନଭେମ୍ବର ୨୧) ଏବଂ ବିଶ୍ବ ପ୍ରିମେନ୍ୟୁର ଦିବସ ପାଳନ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୦ ଜଣ ପ୍ରିମ୍‌ୟରୁର ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି

୩୫ତମ ଜାତୀୟ ସିନିୟର୍ ଟେନିସ ବଲ୍ କ୍ରିକେଟ୍ ଚାମ୍ପିଅନସିପ : ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଜାମୁ ଓ କାଶ୍ମୀରର M.A. ଷ୍ଟାଡିୟମରେ ଆୟୋଜିତ ୩୫ତମ ଜାତୀୟ ସିନିୟର୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଓଡ଼ିଶା ମଙ୍ଗଳବାରେ ଖେଳିଥିବା ପ୍ରଥମ ମ୍ୟାଚରେ ଓଡ଼ିଶା ୨୯ ରନ୍ ରେ ତାମିଲନାଡୁ ପରାସ୍ତ

ଭିନ୍ନକ୍ଷମ ମାନଙ୍କୁ ମାଗଣା ଶିକ୍ଷା

ଭୁବନେଶ୍ଵର : ଓଡ଼ିଶାର ଅଗ୍ରମୀ ଶିକ୍ଷାନୁଷ୍ଠାନ ଟ୍ରେଡ୍‌ଫିସ୍‌ର ପ୍ରଥମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ସେକ୍ରେଟାରୀ ରଶ୍ମୀରଞ୍ଜନ ଶତପଥୀ ଯୋଗଦେଇ ଭାରତୀୟ ଷ୍ଟକ୍ ମାର୍କେଟ୍ସ

ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଶନିବାର ପୁରୁଣା କ୍ୟାମ୍ପସରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପ୍ରତିଷ୍ଠା ଦିବସ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ, ଯାହା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଐତିହ୍ୟ ଏବଂ ସଫଳତାକୁ

ଜାନୁଆରୀ ୭ରୁ ପୁରୀରେ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ

ପୁରୀ : ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ଼ର ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ ଏବେକାର ସମାଜରେ ମନୁଷ୍ୟ ପ୍ରାୟତଃ ବସ୍ତୁବାଦୀ ବିଚାରର ବଶବର୍ତ୍ତୀ ହେବା ଫଳରେ ନିଜର ସଂସ୍କୃତି, ଶୃଙ୍ଖଳା ଓ ସଂସ୍କାରଠାରୁ ଧୀରେ ଧୀରେ ଦୂରେଇଯାଉଛି । ତେଣୁ ମଣିଷ ଜୀବନରେ ଏକ ସୁଧାର ଆଣିବା