Recent Posts
ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀଙ୍କ ଦୁର୍ଦ୍ଦଶା; ୬୦ ଦିନରେ ଗଲାଣି ୪ ଜୀବନ
ଭୁବନେଶ୍ୱର : ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାର ଜନସାଧାରଣଙ୍କ ସ୍ଵାସ୍ଥ୍ୟ ସମସ୍ୟା କଥା ବୁଝୁଥିବା ଜାତୀୟ ସ୍ଵାସ୍ଥ୍ୟ ମିଶନ କର୍ମଚାରୀମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଆଜି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ସରକାରଙ୍କ ବିଭିନ୍ନ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରି ଓଡ଼ିଶାକୁ ଜାତୀୟ ସ୍ତରରେ!-->…
ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ମାସ ପାଳିତ
୧୨୦ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ହାତ ପ୍ରଦାନ
୬୦ ଜଣଙ୍କୁ କମ୍ବଳ ଓ ୧୦ ଜଣଙ୍କୁ ଜରିପାଲ ବଣ୍ଟନ
ଭୁବନେଶ୍ୱର: ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ମାସ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ!-->!-->!-->!-->!-->…
ସୋସାଇଟି ପ୍ରିମିୟର୍ ଲିଗ୍ ଉଦ୍ଘାଟିତ : ଟ୍ରାଇଡେଣ୍ଟ୍ ଗାଲାକ୍ସିଆନ୍, ଆରିଆନା ଷ୍ଟ୍ରାଇକର୍ସର ଯୁଗଳ ବିଜୟ
ଭୁବନେଶ୍ବର : ଷ୍ଟ୍ରଙ୍ଗର ଟୁଗେଦର ଚାରିଟେବଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ସୋସାଇଟି ପ୍ରମିୟର୍ ଲିଗ୍ (ଏସ୍ପିଏଲ୍)ର ପଞ୍ଚମ ସଂସ୍କରଣ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଏଥିରେ ବଡ଼ବଡ଼ ହାଉସିଂ ସୋସାଇଟି ଟ୍ରାଇଡେଣ୍ଟ ଗାଲାକ୍ସି, ଟାଟା ଏରିନା, ଭିପୁଲ ଗାର୍ଡେନ୍ସ,!-->…
ଓଡ଼ିଶାରେ ପରିବର୍ତନଶୀଳ ଜି୨ସି ପ୍ରୋଗ୍ରାମଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀ ପ୍ରକାଶ ଶାହା
ଭୁବନେଶ୍ୱର : ୟୁନିକ୍ ଇନ୍ଫୋ ସଲ୍ୟୁଶନ୍ସର ପ୍ରତିଷ୍ଠାତା ଶ୍ରୀପ୍ରକାଶ ଶାହା ଓଡିଶାରେ ପରିବର୍ତନଶୀଳ ଗଭର୍ଣ୍ଣମେଂଟ-ଟୁ-ସିଟିଜେନ (ଜି୨ସି) ପ୍ରୋଗ୍ରାମଗୁଡିକର କାର୍ଯ୍ୟକାରିତା ଉପରେ ଏକ ତଥ୍ୟପୂର୍ଣ୍ଣ ଆଲୋଚନାରେ ନିଜର ମତାମତ ବ୍ୟକ୍ତ କରିଛନ୍ତି । ୱାନ ନେଶନ ୱାନ୍ ଷ୍ଟୁଡେଂଟ ଆଇଡି!-->…
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଜାଗରଣ କାର୍ଯ୍ୟକ୍ରମ ଆରମ୍ଭ
ବାଲେଶ୍ବରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିଦର୍ଶନ
ଭୁବନେଶ୍ୱର : ଶ୍ରୀଜଗନ୍ନାଥ ବିଶ୍ବବ୍ୟାପ୍ତ ଏହି ଉକ୍ତିକୁ ଯଥାର୍ଥ ପ୍ରତିପାଦନ କରିବା ନିମନ୍ତେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଓଡିଶା, ଭାରତ ଓ ଭାରତ ବାହାରେ ୭ ବର୍ଷ!-->!-->!-->…
ସାବାଡ୍ ହେବେ ନକଲି ସାମ୍ବାଦିକ; ପ୍ରେସ ଲେଖାଯାଇଥିବା ଗାଡ଼ିର ହେବ ଯାଞ୍ଚ
କଟକ : କମିସନରେଟ ପୁଲିସର ବିଭିନ୍ନ ଅଞ୍ଚଳରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ମନଇଚ୍ଛା ଗାଡ଼ିରେ ପ୍ରେସ ଲେଖୁ ବୁଲୁଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ଖୁବ୍ଶୀଘ୍ର କମିସନରେଟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ବିଶେଷକରି!-->…
Manipal Hospital Bhubaneswar Organizes Live Operative Workshop on Laparoscopy – VPCON 2024
Bhubaneswar : Manipal Hospital Bhubaneswar successfully hosted a unique live endoscopy surgery workshop as part of VPCON 2024, organized in collaboration with IAGE (Indian Association of Gynecological Endoscopists) and AOGO (Association of!-->…
ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଶିବାନନ୍ଦ ଆଶ୍ରମର ଶ୍ରୀମା ସ୍ୱାମି ଦିବ୍ୟସ୍ୱରୂପାନନ୍ଦ ସରସ୍ବତୀ ୨୦୧୭ମସିହାରୁ ଜାନୁଆରୀ ପହିଲା ଦିନକୁ "ବିଶ୍ୱ ପ୍ରାଥନା ଦିବସ" ପାଳନ କରିବାକୁ ଚେଷ୍ଟା କରିଆସୁଛନ୍ତି । ବିଶ୍ୱର ଭିନ୍ନ ଭିନ୍ନ ଦିବସ ପାଳନ ହେଉଛି କିନ୍ତୁ ପ୍ରାର୍ଥନା ଦିବସ ପାଳନ ହୋଇ ପାରୁ ନାହିଁ, ସବୁ!-->…
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର କାର୍ଯ୍ୟକାରୀ ସଭା ଅନୁଷ୍ଠିତ
ଭୁବନେଶ୍ୱର : ସାଧାରଣ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ସଭାରେ ଆସନ୍ତା ୪.୧.୨୦୨୫ ରୁ ୮.୧.୨୦୨୫ ପର୍ଯ୍ୟନ୍ତ ଅଯୋଧ୍ୟାରେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ସୁଚାରୁ ରୂପେ ପରି ଚାଳନା ପାଇଁ ଆଲୋଚନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ!-->…
ରୌପ୍ୟ ପଦକ ଟେନିସ୍ ବଲ୍ କ୍ରିକେଟ୍ ଦଳକୁ ସ୍ବାଗତ
ଭୁବନେଶ୍ୱର : ନିକଟରେ ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଥିଲା । ଦଳ ଫାଇନାଲରେ ଉତ୍ତର ପ୍ରଦେଶ ଠାରୁ ୧୫ ରନ୍ ରେ ପରାସ୍ତ ହୋଇ ଉପବିଜେତା ସହ ରୌପ୍ୟ ପଦକ ପାଇଛି । ଏହି ରୌପ୍ୟ ପଦକ ବିଜେତା!-->…
କାଶିକା ମିଶ୍ର ସଫଳତା ହାସଲରେ ପ୍ରଥମ ଓଡ଼ିଆ
ଭୁବନେଶ୍ୱର, (ଚକ୍ରଧର ମାଝି) : ଆଇଜିୟୁ (ଇଣ୍ଡିଆନ ଗଳ୍ପ ୟୁନିୟନ) ଉତ୍ତରାଞ୍ଚଳ ମହିଳା ଓ ଜୁନିୟର ବାଳିକା ଚାମ୍ପିଅନସିପ୍ରେ ଓଡ଼ିଆ ଝିଅ କାଶିକା ମିଶ୍ର ଚାମ୍ପିଅନ ହୋଇଛନ୍ତି। ଏହି ସଫଳତା ହାସଲରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବାଳିକା। ପ୍ରତିଯୋଗିତା ଗତ ୧୮ ତାରିଖରୁ ଦିଲ୍ଲୀର!-->…
ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ : ଓଡ଼ିଶାକୁ ରୌପ୍ୟ ପଦକ
ଭୁବନେଶ୍ୱର : ଜମ୍ମୁ କଶ୍ମୀରରେ ଆୟୋଜିତ ୩୫ତମ ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ସହ ରୌପ୍ୟ ପଦକ ହାସଲ କରିଛୁ । ଗୁରୁବାର ଫାଇନାଲ୍ରେ ଓଡ଼ିଶା ୧୫ ରନ୍ରେ ଉତ୍ତରପ୍ରଦେଶଠୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଉତ୍ତରପ୍ରଦେଶ ନିର୍ଦ୍ଧାରିତ ୮ ଓଭରରେ!-->…
ଜାତୀୟ ଟେନିସ୍ ବଲ୍ କ୍ରିକେଟ୍ : ଓଡ଼ିଶାର ଯୁଗଳ ବିଜୟ
ଭୁବନେଶ୍ୱର : ଜମ୍ମୁ କଶ୍ମୀରରେ ଚାଲିଥିବା ୩୫ତମ ଜାତୀୟ ଟେନିସ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶା ଯୁଗଳ ବିଜୟ ପାଇଛି। ଏମ୍ଏ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦୁଇଟି ଯାକ ମ୍ୟାଚ୍ରେ ଯଥାକ୍ରମେ ଏଆଇଆଇବି ଓ ମଧ୍ୟଭାରତକୁ ୬ ୱିକେଟ୍ରେ ସମାନ ବ୍ୟବଧାନରେ ହରାଇଛି। ପ୍ରଥମ!-->…
ଚାକିରି ନିୟମିତ କରିବାକୁ ଓଡ଼ିଶା ସ୍ଵାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘର ଦାବି
ଭୁବନେଶ୍ୱର,(ଚକ୍ରଧର ମାଝି) : ଚାକିରି ନିୟମିତ, ଦରମା ବୃଦ୍ଧି, ସ୍ବାସ୍ଥ୍ୟ ବୀମା, ଘର ଭଡ଼ା, ମହଙ୍ଗା ଭତ୍ତା, ରାଜ୍ୟ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିବା ଆଦି ୧୨ଦପ ଦାବିରେ ଓଡ଼ିଶା ସ୍ବାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ତରଫରୁ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଜାତୀୟ!-->…
ଓପିଏସ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିିବସ ପାଳିତ
ଇଚ୍ଛାଶକ୍ତିର ଅଭାବ ରହିଲେ ଆଗକୁ ବଢିହେବନିଭୁବନେଶ୍ୱର : ସମୟ ବଦଳିବା ସହ ବୈଷୟିକ ଜ୍ଞାନକୌଶଳର ପ୍ରଭାବ ବିସ୍ତାର ଯୋଗୁ ସାମ୍ବାଦିକତାରେ ଅନେକ ପରିବର୍ତ୍ତନ ଘଟିଛି । ସାମ୍ବାଦିକର ସଂଜ୍ଞା କହିଲେ କିଛି ବୁଝି ହେଉନାହିଁ । ତେଣୁ ସାମ୍ବାଦିକର ସ୍ୱାଧୀନତା କଥା କ’ଣ କହିବା । ସାମ୍ବାଦିକର!-->…
ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ବ ପ୍ରମେଚ୍ୟୁର ଦିବସ ପାଳିତ
ଭୁବନେଶ୍ବର : ମଣିପାଲ ହସ୍ପିଟାଲ ଭୁବନେଶ୍ବରରେ ଆଜି ବିଶ୍ବ ନବଜାତ ସପ୍ତାହ (ନଭେମ୍ବର ୧୫- ନଭେମ୍ବର ୨୧) ଏବଂ ବିଶ୍ବ ପ୍ରିମେନ୍ୟୁର ଦିବସ ପାଳନ କରାଯାଇଥିଲା । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୬୦ ଜଣ ପ୍ରିମ୍ୟରୁର ଶିଶୁ ଏବଂ ତାଙ୍କ ପରିବାର ସଦସ୍ୟ ମାନେ ଯୋଗଦାନ କରିଥିଲେ । ଏହି!-->…
୩୫ତମ ଜାତୀୟ ସିନିୟର୍ ଟେନିସ ବଲ୍ କ୍ରିକେଟ୍ ଚାମ୍ପିଅନସିପ : ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ
ଭୁବନେଶ୍ୱର : ଜାମୁ ଓ କାଶ୍ମୀରର M.A. ଷ୍ଟାଡିୟମରେ ଆୟୋଜିତ ୩୫ତମ ଜାତୀୟ ସିନିୟର୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ବି’ରେ ସ୍ଥାନ ପାଇଥିବା ଓଡ଼ିଶା ମଙ୍ଗଳବାରେ ଖେଳିଥିବା ପ୍ରଥମ ମ୍ୟାଚରେ ଓଡ଼ିଶା ୨୯ ରନ୍ ରେ ତାମିଲନାଡୁ ପରାସ୍ତ!-->…
ଭିନ୍ନକ୍ଷମ ମାନଙ୍କୁ ମାଗଣା ଶିକ୍ଷା
ଭୁବନେଶ୍ଵର : ଓଡ଼ିଶାର ଅଗ୍ରମୀ ଶିକ୍ଷାନୁଷ୍ଠାନ ଟ୍ରେଡ୍ଫିସ୍ର ପ୍ରଥମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କମ୍ପାନୀ ସେକ୍ରେଟାରୀ ରଶ୍ମୀରଞ୍ଜନ ଶତପଥୀ ଯୋଗଦେଇ ଭାରତୀୟ ଷ୍ଟକ୍ ମାର୍କେଟ୍ସ!-->…
ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଶନିବାର ପୁରୁଣା କ୍ୟାମ୍ପସରେ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ପ୍ରତିଷ୍ଠା ଦିବସ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ, ଯାହା ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଐତିହ୍ୟ ଏବଂ ସଫଳତାକୁ!-->…
ଜାନୁଆରୀ ୭ରୁ ପୁରୀରେ ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ
ପୁରୀ : ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡ ୱାଇଡ଼ର ଆନ୍ତର୍ଜାତିକ ଆଧ୍ୟାତ୍ମିକ ସମାବେଶ ଏବେକାର ସମାଜରେ ମନୁଷ୍ୟ ପ୍ରାୟତଃ ବସ୍ତୁବାଦୀ ବିଚାରର ବଶବର୍ତ୍ତୀ ହେବା ଫଳରେ ନିଜର ସଂସ୍କୃତି, ଶୃଙ୍ଖଳା ଓ ସଂସ୍କାରଠାରୁ ଧୀରେ ଧୀରେ ଦୂରେଇଯାଉଛି । ତେଣୁ ମଣିଷ ଜୀବନରେ ଏକ ସୁଧାର ଆଣିବା!-->…