Odia news portal
Browsing Category

ରାଜ୍ୟ

ଉଇନର ଆସୋସିଏସନ ତରଫରୁ ଗୁରୁଦିବସ ପାଳନ

"ଗୁରୁ ଯେ ପରମ ପିତା ଚିର ସୁନ୍ଦରଆକାଶ ଠାରୁ ବିଶାଳ ସାଗରଠୁ ଗଭୀର" ଭୁବନେଶ୍ୱର : ଗୁରୁ ଆଉ ରାସ୍ତା ଦୁଇ ଜଣ ଏକା ପରି, ନିଜେ ଗୋଟିଏ ଜାଗାରେ ରହନ୍ତି, କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି । ବଡ ଭାଇ ମାନଙ୍କ ଉପସ୍ଥିତିରେ ଉଇନର ଆସୋସିଏସନର ସଦସ୍ୟ ମାନେ ଆଜି

ଭୁବନେଶ୍ୱରର ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ବିଶିଷ୍ଟ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ

ଡ଼: ନାରାୟଣ ମହାପାତ୍ରଙ୍କୁ ଷ୍ଟାର ଅଫ ଇଣ୍ଡିଆ ଆୱାର୍ଡରେ ସମ୍ମାନୀତ

ଭୁବନେଶ୍ୱର : ସୋସିଆଲ ଫାଉଣ୍ଡେସନ ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ଷ୍ଟାର ଅଫ ଇଣ୍ଡିଆ ଆୱାର୍ଡ ରେ ସମ୍ଵର୍ଦ୍ଧିତ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବରିଷ୍ଠ ନାଗରିକଙ୍କ

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୯ ତମ କଥାମୃତ ଅନୁଷ୍ଠିତ

ଭୁବନେଶ୍ୱର : ମାସର ପ୍ରଥମ ରବିବାର ଦିନ ସଭାପତି ସଞ୍ଚିତା ମହାନ୍ତି ଓ ସମ୍ପାଦକ ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ନୀଳକଣ୍ଠେଶ୍ଵର ମନ୍ଦିର ଭୁବନେଶ୍ୱର ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୯ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜିର ଭଜନ

ୱିନର ଆସୋସିଏସନ୍ ସହିଦନଗର ବଡ ଗଣେଶ ପୂଜା ନିମନ୍ତେ ସାରା ଓଡିଶାରେ ପରିଚିତ

ଭୁବନେଶ୍ୱର : ୱିନର ଆସୋସିଏସନ୍ ପକ୍ଷରୁ ୨୦୦୭ ମସିହାରୁ ବିଘ୍ନରାଜ ପୂଜା ଶାନ୍ତି ଶୃଙ୍ଖଳାର ସହିତ ହୋଇ ଆସୁଅଛି । ଅନୁଷ୍ଠାନ ଗତ ୯ ବର୍ଷ କାଳଧରି ଓଡ଼ିଶାରେ ବଡ ଗଣେଷ କରୁଥ‌ିବା ଅନୁଷ୍ଠାନ ଭାବେ ପରିଚିତ, ବାହ୍ୟ ଆଡମ୍ବରରେ ନ ମାତି ପ୍ରଭୁ ଗଣେଷଙ୍କ ପୂକାର୍ଜନା ରୀତିନୀତି କିପରି ଠିକ୍

ଭୀମଟାଙ୍ଗି ଉନ୍ନୟନ ପରିଷଦ ତରଫରୁ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ କଥାମୃତ

ଭୁବନେଶ୍ୱର ଆଜି ଭୀମଟାଙ୍ଗି ଉନ୍ନୟନ ପରିଷଦ ଦ୍ୱାରା କରାଯାଉ ଥିବା ଶ୍ରୀମଦ ଭାଗବତ ପରାୟଣରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଅତି ସୁନ୍ଦର ଭାବେ ରୁକ୍ମୁଣୀ ପରିଣୟ ଲୀଳା ଓ ଅନ୍ୟାନ୍ୟ ବିଷୟରେ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ କହି ଥିଲେ । ପ୍ରଥମେ କୁନି ପ୍ରବଚକ କଥା ମୃତ କାର୍ଯ୍ୟକ୍ରମ ଆରମ୍ଭ

ସମାଜ ସେବା କ୍ଷେତ୍ରରେ ମହାପାତ୍ରଙ୍କୁ ନେସନାଲ ଟାଲେଣ୍ଟେ ସମ୍ମାନ

ଭୁବନେଶ୍ୱର : ସାରାସଚ ମିଡ଼ିଆ ଓ ଟିଭି ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ ରେଷ୍ଟପେକଟେଡ଼ ପର୍ଶନାଲିଟି ଭାବେ ନେସନାଲ ଟାଲେଣ୍ଟେ ସମ୍ମାନ ୨୦୨୪" ରେ ସମ୍ଵର୍ଦ୍ଧିତ କରିଛନ୍ତି ।

ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ) ପକ୍ଷରୁ ଗ୍ଲୋବାଲ ଟ୍ରେଡ୍ ସୋ ‘ରିସର୍ଜେଂଟ ଓଡ଼ିଶା…

ଭୁବନେଶ୍ୱର: ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ୍‌) ପକ୍ଷରୁ ବହୁ ପ୍ରତୀକ୍ଷିତ ଗ୍ଲୋବାଲ ଟ୍ରେଡ ସୋ : ରିସର୍ଜେଂଟ ଓଡ଼ିଶା ୨୦୨୪ର ଘୋଷଣା କରାଯାଇଛି । ଏହା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନ ଠାରେ ଆୟୋଜିତ ହେବ ।

ଡ଼: ନାରାୟଣ ମହାପାତ୍ରଙ୍କୁ ମଦର ଟେରେସା ସେବା ରତ୍ନ ସମ୍ମାନ

ଭୁବନେଶ୍ୱର: ଶାନ୍ତି ଫାଉଣ୍ଡେସନ ଉତ୍ତର ପ୍ରଦେଶ ଟିମ ପକ୍ଷରୁ ଭାରତ ରତ୍ନ ମଦର ଟେରେସାଙ୍କ ୧୧୪ତମ ଜୟନ୍ତୀ ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ରଙ୍କୁ "ସମ୍ମାନ ସୂଚକ ମଦର ଟେରେସା ସେବା ରତ୍ନ

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ

ଭୁବନେଶ୍ୱର : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ପରମ୍ପରା ଅନୁଯାଇ ପୂଜା କରାଯାଇ ଥିଲା । ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ଡ଼