Browsing Category
ରାଜ୍ୟ
ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍ଘାଟିତ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ଆତ୍ମାରାମ ସାହିରେ ପରିଚୟ ଗୃହ ଉଦ୍ଘାଟନ ଉତ୍ସବ ଓ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
ଶ୍ରୀଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ଭାଗବତ ଗୀତା ପାଠଚକ୍ର ଓ ସାହାଯ୍ୟ ସହଯୋଗ ନିମନ୍ତେ ଆଲୋଚନା ଚକ୍ର
"ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ" ଭଜନ ଲୋକାର୍ପଣ
ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ହରିଦ୍ଵାର ପକ୍ଷରୁ କରାଯାଉଥିବା ଜଗନ୍ନାଥ ମନ୍ଦିର ନିମନ୍ତେ ଗୀତା ପାଠଚକ୍ର ଓ ନିର୍ମାଣ ନିମନ୍ତେ ସାହାଯ୍ଯ ଓ ସହଯୋଗ କରିବାକୁ ଏକ ଆଲୋଚନା ଚକ୍ର ଭୁବନେଶ୍ବର ଠାରେ ଅନୁଷ୍ଠିତ!-->!-->!-->…
ସାଲିଆସାହିରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ଦାବିରେ ବିଶାଳ ଜନସମାବେଶ
ଭୂବନେଶ୍ୱର : ସାଲିଆସାହିରେ ଦିର୍ଘ ୫୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନେ ବସବାସ କରି ଆସୁଅଛନ୍ତି । ସରକାର ଏହି ସମୟ ଭିତରରେ ଭରତପୁର, ଶିଖରଚଣ୍ଡୀ, ନୀଳାନ୍ଦ୍ରୀ ବିହାର ପ୍ରମୁଖ ଜାଗାରେ ଜମିପଟା ଦେଇ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିଛନ୍ତି। ଏହାପରେ!-->…
ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ପାଳନ
ଭୁବନେଶ୍ୱର : ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୪ ତମ ଜନ୍ମ ଜୟନ୍ତୀ ଗ୍ରାମ ବାଲିଆ ବରି ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଜନ୍ମ ୧୭୬୦ରେ ସ୍ଥାନ ବାଲିଆ ଯାଜପୁରରେ ହୋଇ ୧୫ ଜୁନ ୧୮୦୬ ରେ ମାତ୍ର ୪୬ ବର୍ଷରେ ବିୟୋଗ ଘଟି ଥିଲା, ତାଙ୍କ ଗ୍ରାମ ପାଖରେ ପ୍ରସିଦ୍ଧ!-->…
ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ଭୁବନେଶ୍ବର : ଆଜି ସକାଳ ୯ ରୁ ବୁଲନ ଭାଇ ସାମ୍ବାଦିକ ଭବନ ମାଷ୍ଟର କ୍ୟାଣ୍ଟିନ ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାମ୍ପରେ ଆଖି, ମେଡିସିନ, ଦାନ୍ତ, କାନ, ଆୟୁର୍ବେଦ ଓ ହୋମିଓ ପାଥ, ଫିଜିଓ!-->…
“CARE Connect” କର୍ମଶାଳା : ଜନ୍ମଗତ ହୃଦ୍ରୋଗ ସମ୍ପର୍କରେ କଲେ ସଚେତନ
ଭୁବନେଶ୍ୱର : କେୟାର ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଜନ୍ମଗତ ହୃଦ୍ରୋଗ ସଚେତନତା ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନ୍ମଗତ ହୃଦ୍ରୋଗରେ ଆକ୍ରାନ୍ତ ହୋଇଥିବା ୫୦ରୁ ଅଧିକ ଶିଶୁ ଏବଂ ତାଙ୍କର ଅଭିଭାବକ ମାନଙ୍କୁ ନେଇ ଏକ ସ୍ବତନ୍ତ୍ର କର୍ମଶାଳା “CARE!-->…
ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ତରଫରୁ ମହାପାତ୍ରଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ” ଉପାଧିରେ…
ଭୁବନେଶ୍ୱର : ନାଗପୁର ଅନୁଷ୍ଠାନ ଗ୍ଲୋବାଲ ଇଣ୍ଟର ନ୍ୟାସନାଲ ଫାଉଣ୍ଡେସନ ଟିମ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ ନାରାୟଣ ମହାପାତ୍ର ଙ୍କୁ “ସମ୍ମାନ ସୂଚକ ଡକ୍ଟରେଟ ଉପାଧି ” ରେ ସମ୍ଵର୍ଦ୍ଧିତ କରିଛନ୍ତି ।
!-->!-->!-->…
TBCFI ର ଉପସଭାପତି ହେଲେ ସିଥିଲ କୁମାର ପଣ୍ଡା
ଭୁବନେଶ୍ବର : ଉତ୍ତରପ୍ରଦେଶର ଗୋରଖପୁରରେ ରବିବାର ଭାରତୀୟ ଟେନିସ୍ ବଲ୍ କ୍ରିକେଟ୍ ମହାସଂଘ (TBCFI)ର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ନୂତନ କର୍ମକର୍ତ୍ତାମାନେ ୨୦୨୪ ରୁ ୨୦୨୮ ପର୍ଯ୍ୟନ୍ତ ପଦପଦବିରେ ରହିବେ। ‘ଟିବିସିଏଫ୍ଆଇ’ର ରିଟର୍ଣ୍ଣିଂ ଅଫିସର ଆଲୋକ ଦ୍ବିବେଦୀ!-->…
ରାଜ୍ୟ କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଖୁବଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍କୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ପୁରୀରେ ନବନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଖୁବ୍ ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ । ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ଜିଲ୍ଲାର କ୍ରିକେଟରମାନ ପାଇଁ ଆଶୀର୍ବାଦ ପାଲଟିଛି । କେବଳ!-->…
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ୫ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ
ଭୁବନେଶ୍ବର : ମା ଦୂର୍ଗା ମନ୍ଦିର ବାପୁଜୀ ନଗର ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତିର ୫ ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରାଧନା କରି ସଭା ଆରମ୍ଭ ହୋଇ ଥିଲା । ଏହି!-->…