Odia news portal

ଭୁବନେଶ୍ୱରରେ ରିଜ୍‌ଟା ମାତ୍ର ୯୬.୧୨୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଉପଲବ୍ଧ

ଭୁବନେଶ୍ୱରରେ ଏକ ମେଗା ଇଭେଂଟ୍‌ରେ ନିଜର ପ୍ରଥମ ଫ୍ୟାମିଲି ସ୍କୁଟର ରିଜ୍‌ଟାର ୪୦ ୟୁନିଟ୍ ଡେଲିଭର କରିଛି ଏଥର୍ ଏନର୍ଜିଭୁବନେଶ୍ୱର : ଭାରତର ଅନ୍ୟତମ ପ୍ରମୁଖ ଇଲେକ୍‌ଟ୍ରିକ ଦୁଇଚକିଆ ଯାନ ଉତ୍ପାଦନକାରୀ, ଏଥର୍ ଏନର୍ଜି ଆଜି ଭୁବନେଶ୍ୱରରେ ଏହାର ‘ମିଟ୍ ରିଜ୍‌ଟା’ ଇଭେଂଟ୍‌ର ଆୟୋଜନ କରିଛି ।…

ଓଡିଶାରେ ପ୍ରଥମ ଥର ଆୟୋଜିତ ହୋଇଛି ମିସ୍ ୟୁନିଭର୍ସ ଓଡିଶା

ମିସ୍ ଯୁନିଭର୍ସ ଟାଇଟେଲ୍ ହାତେଇବା ଲକ୍ଷ୍ୟରେ ଓଡ଼ିଶା ଭୁବନେଶ୍ୱର : ସୌନ୍ଦର୍ଯ୍ୟ ଜଗତରେ ଏବେ ବିଶ୍ବରେ ସ୍ଥାନିତ ହେବାର ସ୍ବପ୍ନ ନେଇ ଆଗେଇଛି ଓଡିଶା । ଏହି ସ୍ରୋତରେ ସାମିଲ ହୋଇଛନ୍ତି ରାଜ୍ୟର ୧୬ ଜଣ ସୁନ୍ଦରୀ । ଓଡିଶାରେ ପ୍ରଥମ ଥର ପାଇଁ ମିସ୍ ୟୁନିଭର୍ସ ଓଡିଶା, ମିସ୍ ୟୁନିଭର୍ସ…

କାର୍ଗିଲ ବିଜୟ ଦିବସରେ ସହୀଦ ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ

ଭୁଵନେଶ୍ଵର : ଉଇନର ଆସୋସିଏସନ ପକ୍ଷରୁ ଆଜିର କାରଗିଲ ବିଜୟ ଦିବସରେ ସଦସ୍ୟ ମାନେ ଶହୀଦ ଯବାନ ମାନଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦେଶଭକ୍ତି ବହୁତ ବେଶୀ ମହତ୍ୱ ରଖୁଥିବା ଶବ୍ଦଟିଏ ଦେଶଭକ୍ତି ଭରିଦିଏ ଆଖିରେ ସ୍ବପ୍ନ, ହୃଦୟରେ ସାହସ ଦେଶ ପ୍ରତି ସମ୍ମାନ । ଆଜି…

ବଜେଟ ରାଜ୍ୟ ଅର୍ଥନୀତିକୁ ଦୁଇପାଦ ପଛକୁ ନେବ : ବିଜେଡି

ସୁଭଦ୍ରା ଯୋଜନାରେ ଅଧିକାଂଶ ମହିଳା ବଞ୍ଚିିତ ହେବେ୨୪ ବର୍ଷରେ ୭୮ ହଜାର କୋଟି ଋଣ, ଗୋଟିଏ ବର୍ଷରେ ୪୩,୪୯୫ କୋଟି ଋଣରାଜ୍ୟର ପେନସନ ହିତାଧିକାରୀଙ୍କୁ ଲଲିପପ୍‌ ଭୁୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ ଏକ ଦୂରଦୃଷ୍ଟୀବିହୀନ,…

ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ, ଇଣ୍ଡିଆ ତରଫରୁ ୧୩ ତମ ଦିନିକିଆ ସତସଙ୍ଗ ଅନୁଷ୍ଠିତ

ଭୁବନେଶ୍ୱର : ମା ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଓ ସଭାପତି ଡ଼ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଭଜନ ଓ ମା ଅନନ୍ତ… ତାର କଥା ଅନନ୍ତ (ଦେବି ମହାତ୍ମ୍ୟ )ଦିନିକିଆ ସତସଙ୍ଗ ହଟକେଶ୍ୱର ମନ୍ଦିର ସହିଦନଗରରେ ଅନୁଷ୍ଠିତ ହୋଇ ଯାଇଛି । …

ନବୀନ ସରକାରଙ୍କ ୪୦ରୁ ଉର୍ଦ୍ଧ୍ୱ ଲୋକପ୍ରିୟ ଯୋଜନାର କପି ପେଷ୍ଟ, ଡବଲ ଇଞ୍ଜିନ ସରକାରରେ ଡବଲ ନୈରାଶ୍ୟ ବଜେଟ

ରାଜ୍ୟ ବଜେଟରେ କୌଣସି ନୂତନତ୍ୱ ନାହିଁ ଭୁବନେଶ୍ୱର : ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରସ୍ତୁତ କରା ଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା ବଜେଟ…

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ : ବିଜେଡି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫ ପ୍ରତିଶତ ଜମି ଜଳସେଚିତ ହୋଇନାହିଁଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ମତ ଭୁୁବନେଶ୍ୱର :…

ଚାଷୀଙ୍କୁ ଶୀଘ୍ର ମିଳୁ ଫସଲ ବୀମା : ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ବର : ବନ୍ୟା, ବାତ୍ୟା, ମରୁଡ଼ିରେ ଚାଷୀଙ୍କ ଫସଲ ଉଜୁଡ଼ିଯାଉଛି। ଏଭଳି ଦୟନୀୟ ସ୍ଥିତିରେ ବୀମା ହିଁ ଚାଷୀଙ୍କ ଏକମାତ୍ର ଭରସା। କିନ୍ତୁ ବୀମା ରାଶି ମିଳୁ ନଥିବାରୁ ଚାଷୀଙ୍କ ଆର୍ଥିକ ଅବସ୍ଥା ବେଳକୁ ବେଳ ଦୁର୍ବଳ ହେବାରେ ଲାଗିଛି। ଠିକ୍ ସମୟରେ ଫସଲ ବୀମା ପ୍ରଦାନ ପାଇଁ କେନ୍ଦ୍ର…

ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା

ଭୁବନେଶ୍ବର, (ଚକ୍ରଧର ମାଝି) : ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ମୃତ ସାମ୍ବାଦିକଙ୍କ ନାଁ ମଧୁସ୍ମିତା ପରିଡା । ସେ ଏକ ୱେବ ଚ୍ୟାନେଲରେ କାମ କରୁଥିଲେ । ବାପୁଜିନଗର ନିକଟ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି। ଟ୍ରେନ୍ ଆଗକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ। …

ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ : ବିଜେଡି

ଓଡିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ପ୍ରତିଶ୍ରୁତି କୁଆଡେ ଗଲା ?ପୋଲାଭରମ୍ ଜରିଆରେ ଆନ୍ଧ୍ରକୁ ସମର୍ଥନ, ଓଡିଶା ସହ ପ୍ରତାରଣାଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛିଭୁବନେଶ୍ୱର : କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା…