Odia news portal

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଗ୍ଲୁକୋଜ ମିଶା ପାଣି ବିତରଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ନେତୃତ୍ଵରେ ଭୁବନେଶ୍ବରର ବିନ୍ଦୁସାଗର, କେଦାର ଗୌରୀ ଛକ ଓ ଶୈବ ପୀଠ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଠାରେ ସୋମବାର ଅବସର ରେ କାଉଡିଆ ଭାଇ ଓ ଭଉଣୀ ମାନଙ୍କୁ ଓ ଅନ୍ୟ ଜନ ସାଧାରଣ ମାନଙ୍କୁ…

ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍‌ଘାଟିତ : ଶ୍ରୀଯୁକ୍ତ ମୁରଲୀଧର ରଥ ସମ୍ମାନିତ

ଭୁବନେଶ୍ୱର (ଚକ୍ରଧର ମାଝି) : ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ…

କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର (ଚକ୍ରଧର ମାଝି) : ନୂଆପଲ୍ଲୀ କଳିଙ୍ଗ କ୍ରୀଡ଼ା ଓ ବିକାଶ ପରିଷଦ ପକ୍ଷରୁ ବୁଧବାର ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ପରିଷଦ ପକ୍ଷରୁ ପ୍ରାୟ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଅତିଥି ଭାବେ ମେୟର ସୁଲୋଚନା ଦାସ, ଭୁବନେଶ୍ବର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର,…

ବ୍ଲଡ୍ ଡୋନେଶନ ଭ୍ୟାନ୍ ଦାନ କରିଛି ଜିକିତ୍ସା ହେଲ୍‌ଥକେୟାର ଲିଃ, ବାର୍ଷିକ ୫୦୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ…

????????? : ??????? ??? ?????????? ????? ???????? ??????, ???????? ??????????? ???????? (?????????????), ?????????? ??????? ??? ??? (???) ?? ?????????? ?? ?????????? ?????? ????? ?????? ???????? ???????? ????? ? ??? ????????? ???…