Odia news portal

ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ

ପୁରୁଷୋତ୍ତମପୁର ସ୍ଥିତ ଭୀମପୁର ପଞ୍ଚାୟତ ଚାଟ୍ଟମୁଣ୍ଡଳୀ ଗ୍ରାମ ଠାରେ ଶାରଦା ବିଦ୍ୟାପୀଠ ପକ୍ଷରୁ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ କମୋଲ ଲୋଚନ ମହାପାତ୍ରଙ୍କ ତତ୍ଵାଵଧାନରେ ଆୟୋଜିତ ହୋଇଯାଇଛି ପବିତ୍ର ଜନ୍ମାଷ୍ଟମୀ ସାମାରୋହ। …

ରକ୍ତହୀନତା ରୋଗୀଙ୍କୁ ରକ୍ତଦାନ କରି ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଖୋର୍ଦ୍ଧା : ରକ୍ତହୀନତାରେ ପୀଡ଼ିତ ଜଣେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଖୋର୍ଦ୍ଧା ଜିଲ୍ଲା ନରସିଂହପୁର ପଂଚାୟତ ଅନ୍ତର୍ଗତ ବେଗୁନିଆ ବ୍ଲକର ଗୁଡ଼ୁମ ଗ୍ରାମର ରମେଶ ଚନ୍ଦ୍ର ଦାଶ ନାମକ ଜଣେ ବ୍ୟକ୍ତି ରକ୍ତହୀନତାରେ ରୋଗରେ ପୀଡ଼ିତ ହୋଇ କ୍ୟାପିଟାଲ…

ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ତରଫରୁ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର

ଭୁବନେଶ୍ବର : ଆଜି ରସୁଲଗଡ ସ୍ଥିତ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ଓ ଓଡ଼ିଶା ମୋ ପରିବାର ମିଳିତ ଆନୁକୂଲ୍ୟରେ ନିଶୁଳ୍କ ମୁଖ, ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଭୁବନେଶ୍ୱର…

ସମାଜ ସେବା କ୍ଷେତ୍ରରେ ଡ: ନାରାୟଣ ମହାପାତ୍ରଙ୍କୁ ଆଉ ଏକ ସମ୍ମାନ

ଭୁବନେଶ୍ବର : ଇଜିପ୍ଟ ପକ୍ଷରୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ଡ: ନାରାୟଣ ମହାପାତ୍ରଙ୍କୁ ସମ୍ମାନସୂଚକ ଡକ୍ଟେରେଟ ଉପାଧି ପ୍ରଦାନ କରିଛନ୍ତି । ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ବୃଦ୍ଧ ବାପା ମା ଓ ଅବହେଳିତ ଛୋଟ…

ପାଞ୍ଚ ପଞ୍ଚାୟତ ତରଫରୁ ଵିଶାଳ ରକ୍ତ ଦାନ ଶିବିର

ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତ ରଘୁନାଥପୁର, କଲ୍ୟାଣପୁର, ବରିମୁଣ୍ଡ, ଇଂଜଣା, ଦାଢ଼ା ତରଫରୁ ନୂଆଦନ୍ତ ମେଡିକାଲ ପାଖରେ ଥିବା ରାମକୃଷ୍ଣ ପତି କମ୍ୟୁନିଟି ସେଣ୍ଟରରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସୋବ ପାଳନ

ଭୁବନେଶ୍ବର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆଜିର କାର୍ଯ୍ୟକାରି ବୈଠକ ଅବସରରେ ଶ୍ରୀଜଗନ୍ନାଥଙ୍କୁ ଭଲ ପାଉଥିବା ବନ୍ଧୁ ମାନଙ୍କ ଦ୍ଵାରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଓ ଶ୍ରୀବଳଭଦ୍ର ଜନ୍ମୋତ୍ସୋବ ପାଳନ କରା ଯାଇଛି । ଏହି…

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,(ଚକ୍ରଧର ମାଝି) : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା…

୫୦ ବର୍ଷୀୟା ମହିଳାଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ନୂଆପଡ଼ା : ଜଣେ ୫୦ ବର୍ଷୀୟା ମହିଳା ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାବନ ପଂଚାୟତ ଅଧିନସ୍ଥ ଚାନ୍ଦପଲା ଗ୍ରାମର ସୁରୁ ପୁଞ୍ଜି ନାମକ ଜଣେ ୫୦ ବର୍ଷୀୟା ବୃଦ୍ଧାମହିଳା ଗୁରୁତର…

ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ

ଭୁବନେଶ୍ବର : ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ କରାଯାଇ ଅଛି । ପୁର୍ବରୁ ମଧ୍ଯ ତାଙ୍କୁ ରାଷ୍ଟ୍ରୀୟ ସାହିତ୍ୟ ଶିରୋମଣି ସେବା…

ଜୟ ଓଡ଼ିଶାର ନିଆରା ପ୍ରୟାସ : MoPujari.Com ୱେବସାଇଟ ଉନ୍ମୋଚନ

ଭୁବନେଶ୍ୱର : ଜୟ ଓଡ଼ିଶାର ନୂତନ ପ୍ରୟାସ MoPujari.Com ୱେବସାଇଟ। ଖାରବେଳ ନଗର ସ୍ଥିତ ଗିରିଦୁର୍ଗା ମନ୍ଦିର ରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପୂଜାରୀଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ହୋଇଥିଲା।ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଥମେ ଏକ ଉଦଘାଟନୀ ଯଜ୍ଞ ହୋଇଥିଲା ଓ ଉପସ୍ଥିତ ସମସ୍ତ ପୂଜାରୀ…