Odia news portal

ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ…

ଚନ୍ଦ୍ରଚୂଡ଼ ମନ୍ଦିରର ମହାନଦୀ ଆଳତି ଘାଟରେ ଦେବୀ ଭାଗବତ ପୁରାଣ କଥାମୃତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଚନ୍ଦ୍ରଚୂଡ଼ ମନ୍ଦିରର ମହାନଦୀ ଆଳତି ଘାଟ ବୌଦ୍ଧ ଠାରେ ପ୍ରଥମେ ମହାନଦୀ ମାଙ୍କୁ ଆଳତି କରାଯାଇ ଦେବୀ ଭାଗବାତ ପୁରାଣ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବକ୍ତା ପଣ୍ଡିତ ସ୍ଵାମୀ କୃଷ୍ନ ପ୍ରେମାନନ୍ଦ ସରସ୍ବତୀଜୀ ସୁବୋଧ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେ…

ଷ୍ଟ୍ରୋକ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟ୍ରାଏକର୍‌ର ନୂଆ କ୍ୟାମ୍ପେନ୍‌

ଭୁବନେଶ୍ୱର : ମେଡିକାଲ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଷ୍ଟ୍ରାଏକର୍ ପକ୍ଷରୁ ଭାରତରେ ଅକ୍ଷମତାର ଏକ ପ୍ରମୁଖ କାରଣ ଭାବେ ଷ୍ଟ୍ରୋକ୍‌କୁ ହାଇଲାଇଟ୍ କରିବା ଏବଂ ଏହାର ପ୍ରତିରୋଧ ଓ ଉନ୍ନତ ଚିକିା ବିକଳ୍ପଗୁଡିକୁ ପ୍ରେ।।ହିତ କରିବା ପାଇଁ ଭୁବନେଶ୍ୱରରେ ଏକ ସଚେତନତା ଅଭିଯାନର…

ଉତ୍ତର ନିର୍ବାଚନ ମଣ୍ଡଳୀରେ ୱାର୍ଡ଼ ନଂ – ୮ ଏଵଂ ୨୨ ରେ ଵିଶାଳ ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ବର,(ଚକ୍ରଧର ମାଝି) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ବର ମହାନଗର ନିଗମ ୱାର୍ଡ ନଂ ୮ ଚନ୍ଦ୍ରଶେଖରପୁର ଓ ୱାର୍ଡ ନଂ ୨୨ ଭରତପୁର ଠାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର…

ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ

ଭୁବନେଶ୍ବର : ଆଜି ୱି ଫର୍‌ ଭୁବନେଶ୍ୱର ସାମାଜିକ ସଂଗଠନର ବାର୍ଷିକ କାର୍ଯ୍ୟକାରୀ ବୈଠକ ଭୁବନେଶ୍ବର ୟୁନିଟ୍-୪ ସ୍ଥିତ ଅଟଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂଗଠନର ସମସ୍ତ ସଦସ୍ୟ|ସଦସ୍ୟ ମାନଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସଂଗଠନର…

ରାଜଧାନୀରେ ନୂଆ ରିଟେଲ୍ ଷ୍ଟୋର୍‌ର ଶୁଭାରମ୍ଭ କଲା ସୂତା

ଭୁବନେଶ୍ୱର : ଘରୋଇ ଆର୍ଟିସ୍‌ନାଲ ବ୍ରା ସୂତା ଭୁବନେଶ୍ୱରରେ ଏକ ନୂଆ ଷ୍ଟୋର୍ ସହିତ ଏହାର ରିଟେଲ୍ ଉପସ୍ଥିତିକୁ ବିସ୍ତାର କରିଛି । ଚନ୍ଦ୍ରଶେଖରପୁରର ସାମନ୍ତ ବିହାରରେ ଅବସ୍ଥିତ ଏହି ଷ୍ଟୋର୍ ହେଉଛି ସୂତାର ୭ମ ବ୍ରିକ୍‌-ଆ୍‌-ମୋର୍ଟାର୍ ଷ୍ଟୋର୍ ଏବଂ ଏହା ଏହି ସହର ସହିତ ବ୍ରାର ଦୀର୍ଘସ୍ଥାୟୀ…

ସ୍ମାର୍ଟ ସ୍ପିକରରେ ଓଡ଼ିଆ ଭାଷାରେ ଉପଲବ୍ଧ ହେବ ଭଏସ୍ ପେମେଂଟ୍ ନୋଟିଫିକେସନ

ଭୁବନେଶ୍ୱର: ଫୋନପେ ସ୍ମାର୍ଟ ସ୍ପିକର ଖୁବ୍ ଶୀଘ୍ର ଓଡ଼ିଆ ଭାଷାରେ ପେମେଂଟର ଭଏସ୍ ନୋଟିଫିକେସନ ଆରମ୍ଭ କରିବ । ଓଡ଼ିଆରେ ପେମେଂଟର ଭଏସ୍ ନୋଟିଫିକେସନ ଆସିବା ଦ୍ୱାରା, ସାରା ରାଜ୍ୟର ବ୍ୟବସାୟୀମାନେ ବର୍ତମାନ ଫୋନପେ ଫର ବିଜନେସ୍ ଆପ୍ ଭିତରେ ନିଜ ପସନ୍ଦର ଭାଷାରେ ଫୋନପେ ସ୍ମାର୍ଟ ସ୍ପିକର…

ମାଇଁ ସିଟି ଲିଙ୍କ୍‌ସର ଫ୍ରିଡମ୍ ଫେଷ୍ଟ୍ ସିଜନ ୬

ଭୁବନେଶ୍ୱର: ମାଇଁ ସିଟି ଲିଙ୍କ୍‌ସ ପକ୍ଷରୁ ସହରର ଯୁବପିଢିଙ୍କ ମଧ୍ୟରେ ସ୍ୱାଧୀନତା ଓ ସ୍ୱତନ୍ତ୍ରତାର ଉତ୍ସାହକୁ ପାଳନ କରିବା ପାଇଁ ଲକ୍ଷ୍ୟନେଇ ବାର୍ଷିକ କାର୍ଯ୍ୟକ୍ରମ ଫ୍ରିଡମ୍ ଫେଷ୍ଟ୍‌ର ୬ଷ୍ଠ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗତ ସେପ୍ଟେମ୍ବର ୯ ତାରିଖ ଦିନ…

ଉତ୍ତର ଵିଧାୟକଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ବର,(ଚକ୍ରଧର ମାଝି) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ପଟିଆରେ ଥିବା ଏକ ବିବାହ ମଣ୍ଡପରେ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ ପରିବାର ସହଯୋଗରେ ଏଠାରେ ୨୨୦ ୟୁନିଟ୍ ରକ୍ତ ସଂଗୃହିତ…