ଭୁବନେଶ୍ୱର ରନ୍ୱେ ୱିକ୍ ଆକର୍ଷଣୀୟ ଡ଼ିଜାଇନ୍ର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍
ଭୁବନେଶ୍ୱର : ନୂତନ ଡ଼ିଜାଇନ୍ର ପୋଷାକ ପରିଧାନ କରିବା ସହ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । ସବୁବର୍ଗର ପିଢୀଙ୍କୁ ନଜରରେ ରଖି ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍ୱେ ୱିକ୍ର ଦଶମ ସଂସ୍କରଣ ସ୍ଥାନୀୟ ଏକ!-->…