Odia news portal

ଆଦିଶକ୍ତି ଚାରି ଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଅନନ୍ତ.. ତାର କଥା ଅନନ୍ତ ଦିନିକିଆ ଦେବୀ ସତସଙ୍ଗ କାର୍ଯ୍ୟକ୍ରମ…

ଭୁବନେଶ୍ୱର : ପ୍ରଣାମ ମା ଆଦିଶକ୍ତିଙ୍କ କୃପାରୁ ଆପଣ ମାନଙ୍କର ସର୍ବଦା କଲ୍ଯାଣ ହେଉ ମଙ୍ଗଳ ବାର ସନ୍ଧ୍ୟା ୭ ଟାରେ ପିଏମ ବୁଲନଭାଇ ସାମ୍ବାଦିକ ଭବନ, (ଗ୍ରୀନ ଚିଲ୍ଲି ଫାଷ୍ଟଫୁଡ ନିକଟ) ମାଷ୍ଟର କ୍ୟାଣ୍ଟିନ, ଭୁବନେଶ୍ବର ଠାରେ ଦେବୀ ଭାଗବତ କଥାମୃତର ଦିନିକିଆ ସତସଙ୍ଗ ଓ ଭଜନ କାର୍ଯ୍ୟକ୍ରମ…

ପ୍ରିୟଦର୍ଶୀଙ୍କ ଭଳି ଦକ୍ଷ ନେତୃତ୍ୱ ବିଧାନସଭାକୁ ଯିବା ଆବଶ୍ୟକ

ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ ଭୁବନେଶ୍ୱର,(ଚକ୍ରଧର ମାଝି) : ବର୍ତ୍ତମାନ ଓଡିଶାର ରାଜନୈତିକ କ୍ଷେତ୍ର ବିଗିଡି ବାରେ ଲାଗିଛି । ବିଭିନ୍ନ ବିଲ୍‌ଡର, ବେପାରୀ ଓ ଖଳ ପ୍ରକୃତିର ଲୋକ ନିଜର ବାହୁବଳ, ଅର୍ଥବଳ ପ୍ରୟୋଗ କରି ରାଜନୀତିରେ ପ୍ରବେଶ କରିବା ସହିତ ଲୋକସେବା ଛାଡି…

୯ ନ‍ଂ ୱାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ, ଘର ପାଖରେ ସମସ୍ତ ପ୍ରକାର ସୁବିଧା

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୯ ନମ୍ବର ୱାର୍ଡର କେନ୍ଦ୍ରୀୟ ବିଦ୍ୟାଳୟ ୩ ସମ୍ମୁଖରେ ନବନିର୍ମିତ ଓାର୍ଡ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । କର୍ପୋରେଟର ସୁଷମା ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ…

ରାଜ୍ୟ ଯୁବ କ୍ରୀଡା ବିଭାଗର ସହାୟତାରେ ୩୪ ତମ ଜାତୀୟ ଟେନିସ ବଲ କ୍ରିକେଟ ଚାମ୍ପିଅନସିପ ପାଇଁ ଓଡିଶା ଦଳ ତାମିଲନାଡୁ…

ଭୁବନେଶ୍ୱର : ତାମିଲନାଡୁର ରାମନାଥପୁରମ୍ ରେ ଚଳିତ ମାସ ୨ରୁ ୫ ପର୍ଯ୍ୟନ୍ତ ହେବାକୁଥିବା ୩୪ ତମ ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିୟନଶିପ୍ ପାଇଁ ରବିବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ପ୍ରତିଯୋଗିତାରେ ମୋଟ ୨୮ଟି ରାଜ୍ୟ ଦଳ ଅଂଶଗ୍ରହଣ କରୁଛନ୍ତି। ୫ ଦିନର ପ୍ରଶିକ୍ଷଣ ଶିବିର ପରେ ମନୋନୀତ…

ଜୁନ୍ ମାସ ହରିଦ୍ଵାରରେ ଶ୍ରୀଗୁରୁ ପୂଜା ଓ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଦିବ୍ୟଆତ୍ମନ ! ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୃପାରୁ ତାଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଦିବ୍ୟଧାମ ହରିଦ୍ଵାର ଠାରେ ଅବସ୍ଥିତ ଶ୍ରୀମଙ୍ଗଳ ଆଶ୍ରମ ପବନ ଧାମ ଛକ(ସ୍ଵାମୀ ନାରାୟଣ ଆଶ୍ରମ ପାଖ) ଠାରେ୧.୬.୨୪ ରୁ ୫.୬.୨୪ ପର୍ଯ୍ୟନ୍ତ ଶ୍ରୀଗୁରୁ ପୂଜା ଓ ଶ୍ରୀଜଗନ୍ନାଥ…

ଗୀତରେ ଗାଁ ସ୍ମୃତିକୁ ମନେ ପକାଇଲେ ଶ୍ରୋତା

ସମାଜ ଓ ସ˚ସ୍କୃତିର ୧୯ତମ ବାର୍ଷିକ ଉତ୍ସବଭୁବନେଶ୍ବର : ‘ସମାଜ ଓ ସ˚ସ୍କୃତି’ର ୧୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ବତନ୍ତ୍ର ସା˚ସ୍କୃତିକ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଗାଁ ଜୀବନ, ଗାଁ ଅନୁଭୂତି ଓ ଗାଁ ପରିବେଶକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି…

ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଶୋକସଭା

ଭୁବନେଶ୍ଵର : ଅଲ ଓଡ଼ିଶା କାଉନସିଲର ଓ କର୍ପୋରେଟର ୱେଲଫେୟାର ଟ୍ରଷ୍ଟ ଓ ୱି ଫର୍ ଭୂବନେଶ୍ବର ମିଳିତ ଆନୁକୁଲ୍ୟରେ ପୂର୍ବତନ କାଉନସିଲର ସ୍ବର୍ଗତ ଶ୍ୟାମ ସୁନ୍ଦର ଜେନାଙ୍କ ସ୍ମୃତିରେ ଏକ ଶୋକସଭା ୟୁନିଟ ୧ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ୟାମ ନନାଙ୍କୁ ଗଭୀର…

ଶିଶୁବିକାଶ ପ୍ରକଳ୍ପ ଅଧିକାରୀ (ସିଡ଼ିପିଓ)ଙ୍କ ଅଡ଼ିଓ ବାର୍ତାଳାପ ଭାଇରାଲ

ଗର୍ଭବତୀ ମହିଳା ଓ ଶିଶୁଙ୍କ ଜୀବନ ସହିତ ସାଂଘାତିକ ଖେଳ ଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନିତିମୁକ୍ତ ସରକାରର ଡିଣ୍ଡିମ ପିଟୁଥିବା ଓଡ଼ିଶା ସରକାରଙ୍କ ସ୍ୱଚ୍ଛତାକୁ ନେଇ ବିରାଟ ପ୍ରଶ୍ନଛିଡ଼ା ହୋଇଛି । ରାଜ୍ୟବାସୀଙ୍କ ହିତ ପାଇଁ ରାଜ୍ୟ ସରକାର ୫ଟି ଅନ୍ତର୍ଗତ ବହୁ ଯୋଜନା କରିଛନ୍ତି । ଏହି…

୧୩ ନମ୍ବର ୱାର୍ଡ କାର୍ଯ୍ୟାଳୟ ଗୃହର ଭିତ୍ତିପ୍ରସ୍ଥର ସ୍ଥାପନ

ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ ଅର୍ନ୍ତଗତ ୧୩ ନମ୍ବର ଓାର୍ଡ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାର୍କର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ଇତିଶ୍ରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ…

ମା ଭବାନି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଶୁଆପୁର ଗ୍ରାମ ବାଲିଅନ୍ତା ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଆଜି ଜଶୁଆପୁର ବାଲିଅନ୍ତା ଅଞ୍ଚଳର ଶ୍ରୀରଞ୍ଜନ ମହାପାତ୍ରଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯଶୁଆପୁର ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ସ ଜି ଆଇ ହସପିଟାଲ…