Odia news portal

ଶେଷ ଦିନରେ ପ୍ରିୟଦର୍ଶୀଙ୍କ ଦମଦାର ପ୍ରଚାର

ଭୁବନେଶ୍ୱର : ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ଦମଦାର ପ୍ରଚାର କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର । ଆଜି ଉତ୍ତର ନିର୍ବାଚନ ମଣ୍ଡଳୀର ୩ ନଂ ୱାର୍ଡରେ ଜୋରଦାର ପ୍ରଚାର କରିଛନ୍ତି । ପଟିଆ ଜଗନ୍ନାଥ ମନ୍ଦିରରୁ…

ଶେଷ ଦିନରେ କ୍ୟାପଟେନ ମନ୍ମଥଙ୍କ ବିଶାଳ ବାଇକ୍ ରାଲି

ଜଟଣୀ : ନିର୍ବାଚନ ହେଉଛି ଗଣତନ୍ତ୍ରର ଆତ୍ମା । ଆସନ୍ତା ୨୫ ମଇରେ ଭୁବନେଶ୍ବର ଲୋକସଭା ଆସନ ଓ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ହେବାକୁ ଥିବା ବେଳେ ଶେଷ ଦିନର ପ୍ରଚାର ମଇଦାନରେ ଆଗେଇ ଆସିଥିଲେ ଭୁବନେଶ୍ଵରର ଲୋକସଭା ଆସନ ପ୍ରାର୍ଥୀ କ୍ୟାପଟେନ ମନ୍ମଥ କୁମାର ରାଉତରାୟ। ଖୋର୍ଦ୍ଧା…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ଚନ୍ଦନ ପୁର୍ଣିମା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ, ଶ୍ରୀ ଜଗନ୍ନାଥ ପାଞ୍ଚ ରାତ୍ର ପ୍ରଚାର ସମିତି ପକ୍ଷରୁ ପ୍ରଥମ ଥର ପାଇଁ ଚନ୍ଦନ ପୁର୍ଣିମା ଉତ୍ସବ କେଦାରେଶ୍ୱର ମନ୍ଦିର, ଉତ୍କଳ ୟୁନିଭର୍ସିଟି ବାଣୀବିହାର ଭୁବନେଶ୍ୱର ଠାରେ ଅନୁଷ୍ଠିତ କରାଯାଇଅଛି । ସମ୍ପାଦକ ପ୍ରଭାକର…

ନାବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼ : ୧୦୮ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ରକ୍ତଦାନ କରି ଜଣେ ୧୪ ବର୍ଷର ବାଳକର ଜୀବନ ବଂଚାଇଛନ୍ତି । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଂଚାୟତର ମୁଣ୍ଡଗୋହିରା ଗ୍ରାମର କୃପାସିନ୍ଧୁ ମହାକୁଳଙ୍କ ପୁଅ ଗୋବିନ୍ଦ ମହାକୁଳ(୧୪ ବର୍ଷ) ସିକଲ୍ ସେଲ୍ ରୋଗ ଓ…

ସବୁ ସଭାରେ ବିଶାଳ ଜନସମୁଦ୍ର ସ୍ୱାଗତ କଲେ କାର୍ତ୍ତିକ ପାଣ୍ଡିଆନଙ୍କୁ

ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରର ନିମାପଡ଼ା, କାକଟପୁର, ନିଆଳି, ବାଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ…

ପାରାଦ୍ୱୀପରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ପାରାଦ୍ୱୀପ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ • ପାରାଦ୍ୱୀପ ପାଇଁ ବହୁ ପୁଞ୍ଜିନିବେଶ ଆଣିଛନ୍ତି ମୁଖ୍ୟମନ୍ତ୍ରୀ • ପାରାଦ୍ୱୀପର ଉନ୍ନତି ହେବ, ରୋଜଗାର ବଢ଼ିବ • ବିଜୁବାବୁଙ୍କୁ ଆପଣମାନେ ଭଲ ପାଆନ୍ତି ? • ପାରାଦ୍ୱୀପକୁ ବିଜୁବାବୁ ବହୁତ ଭଲ ପାଉଥିଲେ • ଆପଣମାନେ ବିଜୁ…

ଚଳଚଞ୍ଚଳ ହୋଇଛି ରଥଖଳା

ପୁରୀ: ଚଳଚଞ୍ଚଳ ହୋଇଛି ରଥଖଳା। ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ କାର୍ଯ୍ୟ। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା। ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର ସେବକମାନେ ଗୁଜ ଅନୁକୂଳ କରିଛନ୍ତି। ରୂପକାର…

ବାରବାଟୀ ଷ୍ଟାଡିୟମରୁ ବିଜେପି ନେତାଙ୍କୁ ପାଣ୍ଡିଆନଙ୍କ ସମାଲୋଚନା

ଭୁବନେଶ୍ୱର : ପୁରୀ ଜିଲ୍ଲା ନିମାପଡ଼ାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆଙ୍କ ପ୍ରଚାର । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ। କହିଛନ୍ତି, ‘ଏ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଇଛି ।…

ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ରେ ଭାଗନେବେ ରାଖାଲ୍

ଭୁବନେଶ୍ବର : ଆସନ୍ତା ୨୩- ୨୬ ମଇ ପର୍ଯ୍ୟନ୍ତ ସାଓ ପାଉଲ, ବ୍ରାଜିଲ ରେ ହେବାକୁ ଥିବା ହୁଇଲ ଚେୟାର ଫେସିଂ ବିଶ୍ଵ କପ୍ ଭାରତର ଏକ ମାତ୍ର ଖେଳାଳି ରାଖାଲ୍ କୁମାର ସେଠି ଭାଗ ନେବେ ଏହା ପାରl ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ ମ୍ୟାଚ ଥିବାରୁ ରାଖାଲ୍ ଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ. ବିଶ୍ଵ…