Odia news portal

ଚଳିତବର୍ଷ ପାଇଁ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ ଶେଷ

ବିଭିନ୍ନ ଷ୍ଟାଣ୍ଡିଂ କମିଟି ପାଇଁ ହେଲା ଶୃଙ୍ଖଳିତ ନିର୍ବାଚନ ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ/ଅଧ୍ୟକ୍ଷା ପଦପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ

କେମିତି କରିବେ ଆବେଦନ, କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ?

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ କେମିତି ଆବେଦନ କରିବେ ସେନେଇ କିଛି ତଥୃ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଯାହାକୁ ରାଜ୍ୟର ମହିଳାଙ୍କ

ନିର୍ବାଚନ ପରେ ସୁସ୍ଥ ଓ ସକ୍ରିୟ ଦେଖାଯାଉଛନ୍ତି ବିଜେଡି ସୁପ୍ରିମୋ, ରହସ୍ୟ କ’ଣ ?

ଭୁବନେଶ୍ବର : ସରକାର ବଦଳିବା ସହ ବଦଳିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ । ପୂର୍ବରୁ ଦୁର୍ବଳ ନଜର ଆସୁଥିବା ନବୀନ ଏବେ ପୂରା ସୁସ୍ଥ ଲାଗୁଛନ୍ତି । ସାମ୍ବାଦିକ ଯାହା ପ୍ରଶ୍ନ ପଚାରୁଛନ୍ତି ତା’ର ଉତ୍ତର ଦେଉଛନ୍ତି । ସଭାସମିତିରେ ଯୋଗ ଦେଉଛନ୍ତି । ନିକଟରେ

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଏଚଡିଏଫସି ବ୍ୟାଙ୍କର ଉପସଭାପତି

ଭୁବନେଶ୍ୱର : ଓଡ଼ିଶାରେ ନୂତନ ସରକାର ଦାୟିତ୍ଵ ଗ୍ରହଣ କରିବାପରେ ଏହାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଏଚଡିଏଫସି ବ୍ୟାଙ୍କ ଲିମିଟେଡର ଉପସଭାପତି ରୀତିଶ ନନ୍ଦନ ପାଢୀ ସୌଜନ୍ୟମୂଳକ ସାକ୍ଷାତ କରି ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ

ଭୁବନେଶ୍ୱର : ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ତରଫରୁ ଆଜି ମାନ୍ୟବର ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା (ବାଣିଜ୍ୟ ଓ ପରିବହନ ) ମନ୍ତ୍ରୀଙ୍କୁ ଭେଟି ମହାସଂଘ ତରଫରୁ ସାତ ଦଫା ଦାବିପତ୍ର ବିଷୟରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଉକ୍ତ ଦାବିପତ୍ରଟିକୁ

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ତୃଣମୂଳ ସ୍ତରରୁ କ୍ରୀଡ଼ାର ଅଧିକ ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା ଜୁନ ୨୧ ରେ ରାଜ୍ୟବ୍ୟାପି ପାଳନ ହେବ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର : କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର କ୍ରୀଡ଼ା ବ୍ୟବସ୍ଥା ଓ

ଜୟ ମା ଭବାନୀ ଟ୍ରଷ୍ଟ ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ପେନ ଓ ଖାତା ବଣ୍ଟନ

ଭୁବନେଶ୍ୱର : ପବିତ୍ର ପହିଲି ରଜ ଅବସରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଂଶୁମାନ ମିଶ୍ର ଓ ସ୍ମିତା ମହାପାତ୍ରଙ୍କ ଝିଅ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀକୁ ଛୋଟ ଛୋଟ ଝିଅ ପିଲାମାନେ ଉଇନର ଆସୋସିଏସନ ସହିଦନଗର ପରିସରରେରେ ପାଳିଥିଲେ । ଏହି ଅବସରରେ ସେମାନେ ଦୋଳି ଖେଳିବା ସହ ସମସ୍ତେ

ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚରେ ରଜ ଉତ୍ସବ ପାଳିତ କରାଯିବ

ଭୁବନେଶ୍ୱର : ପାଶ୍ଚାତ୍ୟ ସଭ୍ୟତା କୁ ନିଜ ଆଦର୍ଶ ଭାବରେ ମଣୁଥିବା କିଛି ତଥାକଥିତ ବୁଦ୍ଧିଜୀବୀ ଓ ଆଧୁନିକବାଦୀଙ୍କ ଚିନ୍ତାଧାରାରେ ରଜପର୍ବ ଆଜି ମଳିନ। ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି, ମୌଳିକତା ଓ ଆତ୍ମୀୟତା । ଆମେ ଗ୍ରହଣ କରି ନେଲୁଣି