Odia news portal

ଯଶୀପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ କଷ୍ଟ ସେମାନଙ୍କର ମନେପଡ଼େ, ସେମାନେ ଆସିବେ • ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି • ବିଜୁ ଜନତା ଦଳ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ •…

ସାରସକଣାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ବିରୋଧି ନେତାମାନେ ଆସୁଛନ୍ତି, ସେମାନେ ଭାବୁଛନ୍ତି ଆଦିବାସୀ ଭାଇଭଉଣୀମାନେ କାହିଁକି ନବୀନ ବାବୁଙ୍କୁ ଏତେ ଭଲ ପାଉଛନ୍ତି • ମୁଁ ସେମାନଙ୍କୁ ଜଣେଇବାକୁ ଚାହେଁ ଯେ, ନବୀନ ବାବୁ ତାଙ୍କ ବିଶାଳ ହୃଦୟରେ ସବୁଠୁ ଭଲ ଯାଗାରେ ଆଦିବାସୀ ଭାଇଭଉଣୀମାନଙ୍କୁ ରଖିଛନ୍ତି • ଆଦିବାସୀମାନଙ୍କ…

ଆଜି ଶ୍ରୀକ୍ଷେତ୍ର ଭଉଁରୀ : ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀକ୍ଷେତ୍ର ଭଉଁରୀ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଭଉଁରୀ ଯାତରେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ। ମହାପ୍ରଭୁଙ୍କର ଏହି ନିଆରା ଜଳକ୍ରୀଡ଼ା ଦେଖିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପୁଲିସ ପକ୍ଷରୁ କଡ଼ା…

ନିର୍ବାଚନ କମିଶନଙ୍କୁ ବ୍ୟବହାର କରୁଛି ବିଜେପି

ଭୁବନେଶ୍ୱର : ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା । ବୁଧବାରର ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେନିନ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ମାନସ…

ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ୍ : ଓଡ଼ିଶା ଦଳର ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍

ଭୁବନେଶ୍ୱର : ଗୁଜରାଟର ଅହମ୍ମଦାବାଦ ଠାରେ ଆୟୋଜିତ ୨୯ତମ ଜାତୀୟ ସବ୍ ଜୁନିୟର ଟେନିସ ବଲ୍‌ କ୍ରିକେଟ ଚାମ୍ପିଅନସିପ୍‌ରେ ଓଡ଼ିଶା ଦଳ ରୌପ୍ୟ ପଦକ ହାସଲ କରିଛି। ଫାଇନାଲ୍ ମୁକାବିଲାରେ ଓଡ଼ିଶା ୬ ରନ୍‌ରେ ଉତ୍ତର ପ୍ରଦେଶ ନିକଟରୁ ହାରି ସ୍ବର୍ଣ୍ଣ ପଦକ ଆଶା ଧୂଳିସାତ୍ କରିଥିଲା। …

ନୀଳଗିରିରେ କାର୍ତ୍ତିକ ପାଣ୍ଡିଆନଙ୍କର ପ୍ରଚାର

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ କଥା ଶୁଣି ବିରୋଧୀଙ୍କ ନିଦ ଭାଙ୍ଗିଯାଇଛି ମୁଖ୍ୟମନ୍ତ୍ରଙ୍କୁ ଅସମ୍ମାନ କରୁଛନ୍ତି, ଗାଳିଗୁଲଜ କରୁଛନ୍ତି, ଆପଣମାନେ ଉଚିତ ଜବାବ ଦେବେ ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଫେଲ୍ ମାରିଛି ଦୁଇ କୋଟି ଚାକିରୀ କୁଆଡେ ଗଲା ? ଦଶ…

ରେମୁଣାରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ରେମୁଣାରେ ଡବଲ ଇଞ୍ଜିନ ସରକାରର ମୁଖା ଖୋଲିଲେ ପାଣ୍ଡିଆନ,ବିଜେପି ଶାସିତ ରାଜ୍ୟର ଅସଲି ଚେହେରା ଲୋକଙ୍କ ସାମ୍ନାରେ ରଖିଲେ୨୫ ବର୍ଷରେ ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ?କୋଭିଡ ସମୟରେ ଗୁଜରାଟର ସ୍ଥିତି କଣ ଥିଲା, ଆଉ ଓଡ଼ିଶାରେ କଣ ଥିଲା ସାରା ଦୁନିଆ ଜାଣେମଧ୍ୟପ୍ରଦେଶରେ ୨୦ ବର୍ଷ…

ପ୍ରଶାନ୍ତ ଜଗଦ୍ଦେବ ଭଳି ଜଣେ ଗୁଣ୍ଡାକୁ ନିର୍ଦ୍ଦୋଷ ସଜାଇବା ପାଇଁ ପ୍ରତିଯୋଗିତା କରୁଛନ୍ତି ବିଜେପି ନେତା : ବିଜେଡି

 ବିଜେପି ନେତାଙ୍କ ଉପରେ ଗାଡି ଚଢାଇବା ସହିତ ମାଡ ମାରିଥିଲେ ବିଜେପିର ପୋଷ୍ଟର ବଏ ଠକେଇ ଓ ଜମି ଜବରଦଖଲରେ ସମ୍ପୃକ୍ତ ଦୋମୁହାଁ ଚରିତ୍ର ପାଇଁ ବିଜେପି ବାରମ୍ୱାର ନିର୍ବାଚନ ହାରୁଛି ଭୁବନେଶ୍ୱର : ଖୋର୍ଦ୍ଧା ପାଇଁ ବିଜେପିର ବିଧାୟକ ପ୍ରାର୍ଥୀ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ନାମକ ଜଣେ…

ଭୋଗରାଇରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରିବା ଲୋକ• ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆମେ କାମ କରୁଛୁ• ଭୁଷଣ୍ଡେଶ୍ୱର ମନ୍ଦିର କାମ ଚାଲିଛି• ଭୋଗରାଇ ସଂସ୍କାର ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା, ଓଡ଼ିଶା କୋଷ୍ଟ କେନାଲ ପ୍ରକଳ୍ପ ପାଇଁ ୨୧୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର…