Odia news portal

ଭୋଗରାଇରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରିବା ଲୋକ
• ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ଆମେ କାମ କରୁଛୁ
• ଭୁଷଣ୍ଡେଶ୍ୱର ମନ୍ଦିର କାମ ଚାଲିଛି
• ଭୋଗରାଇ ସଂସ୍କାର ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା, ଓଡ଼ିଶା କୋଷ୍ଟ କେନାଲ ପ୍ରକଳ୍ପ ପାଇଁ ୨୧୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି
• ପାନଚାଷୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି
• ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ବହୁମତ ପାଇସାରିଲେଣି
• ଜୁନ ୯ ତାରିଖରେ ଶପଥ ନେବେ
• ନୂଆ-ଓ କାର୍ଯ୍ୟକ୍ରମରେ କଲେଜରେ ପଢ଼ୁଥିବା ସବୁ ଛାତ୍ର ପାଇବେ ୧୨ ହଜାର, ଛାତ୍ରୀ ପାଇବେ ୧୪ ହଜାର ଟଙ୍କା
• ବିଜେପି ଦଳ ମେନିଫେଷ୍ଟୋରେ ଯୁବପିଢ଼ି ପାଇଁ କ’ଣ ରଖିଛନ୍ତି ? କ୍ଷମତାକୁ ଆସିଲେ ଏମାନେ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇଯିବେ
• ଅନନ୍ତ ଦାସ ବିଜୁ ଜନତା ଦଳର ବରିଷ୍ଠ ନେତା, ସେ ଭୋଗରାଇ ପାଇଁ ବହୁତ କାମ କରିଛନ୍ତି, ଆମେ ତାଙ୍କୁ ସମ୍ମାନ ଜଣାଇବା
• ଯାହା ବି ଅଧୁରା କାମ ରହିଛି ଗୌତମ ବାବୁ ତାକୁ ପୁରା କରିବେ

You might also like
Leave A Reply

Your email address will not be published.