Odia news portal

ରୋମରେ ଚମକିବେ ଛଅ ଓଡ଼ିଆ

ଭୁବନେଶ୍ବର,(ଚକ୍ରଧର ମାଝି) : ରୋମରେ ଚମକିବେ ଛଅ ଓଡ଼ିଆ ଆଗକୁ ରୋମରେ ଅନୁଷ୍ଠିତ ହେବାକୁ ଥିବା ଆଇଟିଟିଏଫ ୱାର୍ଲଡ ମାଷ୍ଟର୍ସ ଟେବୁଲ ଟେନିସ ଚାମ୍ପିୟାନସିପରେ ଯୋଗଦେବେ ଛଅ ଓଡ଼ିଆ । ରାଜ୍ୟରୁ ଦେବଦତ୍ତ ମହାନ୍ତି, ତ୍ରୈଲୋକ୍ୟ ନାଥ ରାଉତ, ସ୍ମର୍ତିରଞ୍ଜନ ଦାସ, ପି. କେ ସାମନ୍ତ ରାୟ, ବିଜନ…

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ; ୟୁଏସ୍‌ଏରେ ୧୪…

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…

ମିଡ଼ିଆରେ ନିଜ ପ୍ରଦର୍ଶନ ଚର୍ଚ୍ଚା ଖେଳାଳିଙ୍କୁ ଦେଇଥାଏ ବଡ଼ ପ୍ରେରଣା

ଭୁବନେଶ୍ୱର : ଖେଳାଳିମାନଙ୍କ ସକାଶେ ଯେତେ ସୁବିଧାସୁଯୋଗ କରାଗଲେ ମଧ୍ୟ ଗଣମାଧ୍ୟମରେ ସେମାନଙ୍କର କୃତିତ୍ୱ ପ୍ରକାଶିତ ହେବା ସବୁଠାରୁ ଅଧିକ ଆନନ୍ଦ ଓ ପ୍ରେରଣା ଦେଇଥାଏ। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଟେନିସ ଅଡିଟୋରିୟମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ…

କ୍ରୀଡ଼ା ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କଲା ‌ଜେଏମ୍‌ ସ୍ପୋର୍ଟ୍ସ ଏକାଡେମି

ଭୁବନେଶ୍ବର : ସ୍ଥାନୀୟ ଜେଏମ୍‌ ସ୍ପୋର୍ଟ୍ସ ଏକାଡେମିଠାରେ ମଙ୍ଗଳବାର ବିଶ୍ବ କ୍ରୀଡ଼ା ସାମ୍ବ‌ାଦିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୧୪ଜଣ କ୍ରୀଡ଼ା ସମ୍ବାଦିକ ଚିନ୍ମୟ ପଟ୍ଟନାୟକ, ପ୍ରଫୁଲ୍ଲ କିଶୋର ସାହୁ, ତୁଷାର କୁମାର ସେନାପତି, ବିଶ୍ବଜିତ ଦାସ, ଲୋକନାଥ ପାଣିଗ୍ରାହୀ, ମଳୟ…

ଏଫ୍.ଏଫ୍.ସି.ର ୭ ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ସ୍ଵାସ୍ଥ୍ୟ ସଚେତନତାର ବାର୍ତ୍ତାକୁ ଲୋକାଭିମୁଖୀ କରିଆସୁଥିବା ଏବଂ ୱାକରସ ଇଣ୍ଟରନାସନାଲ ସଙ୍ଗଠନ ଦ୍ଵାରା ୨୦୨୩ରେ ଓଡ଼ିଶାର ଶ୍ରେଷ୍ଠ କ୍ଲବ୍ ଭାବେ ମାନ୍ୟତା ପାଇଥିବା ଫନ୍ ଆଣ୍ଡ ଫିଟ୍‌ନେସ୍ ୱାକର୍ସ କ୍ଲବ୍ ଜାତୀୟ ଡାକ୍ତର ଦିବସରେ ୭ ଜଣ ବରିଷ୍ଠ ଓ ବିଶେଷଜ୍ଞ ଡାକ୍ତରଙ୍କୁ…

ନୂତନ ଫୈ।ଜଦାରୀ ଆଇନ୍ ର କାର୍ଯ୍ୟକାରିତା ସ୍ଥଗିତ ରଖିବାକୁ ଦାବିରେ ନାଗରିକ ପ୍ରତିବାଦ

ଭୁବନେଶ୍ୱର : ଆଜି ଠାରୁ ଅର୍ଥାତ ୧ ଜୁଲାଇ,୨୦୨୪ ଠାରୁ ଭାରତ ସରକାର ସାରା ଦେଶରେ ନୂତନ ଅପରାଧିକ ଆଇନ୍ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି, ଯାହା ମାନବିକ ଅଧିକାର ଉଲ୍ଲଙ୍ଘନ ପାଇଁ ସରକାରଙ୍କ ହାତରେ ଏକ ଅସ୍ତ୍ର ବୋଲି ଅଭିଯୋଗ କରି ଏହି ଆଇନ୍ ଲାଗୁ କରିବା ପୂର୍ବରୁ ପାର୍ଲିଆମେଣ୍ଟର ଉଭୟ…

ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସମ୍ବର୍ଦ୍ଧନା ଉତ୍ସବ

ଜିଲ୍ଲାର ସର୍ବାଙ୍ଗିନ ଉନ୍ନତି ନିମନ୍ତେ ଆମେ ପ୍ରତିଶୃତିବଦ୍ଧ- ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଭୁବନେଶ୍ୱର : ଜଗତସିଂହପୁର ଅନେକ ସମ୍ଭାବନା ଓ ଏøତିହ ସମ୍ପର୍ଣ୍ଣ ଜିଲ୍ଲା । ଏହି ଜିଲ୍ଲାର ବିକାଶ ଆମ ସମସ୍ତଙ୍କ ଦାୟିତ୍ୱ । ଜିଲ୍ଲାବାସୀ ଆମକୁ ନିର୍ବାଚିତ କରିଛନ୍ତି । ସେମାନେ ଆମ ଉପରେ…

ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ

ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ - ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର…

୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ

ଭୁବନେଶ୍ୱର : ୧୭ ବର୍ଷ ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣିଥରେ ଟି-୨୦ ବିଶ୍ୱକପ୍ ଚମ୍ପିୟାନ ହୋଇଛି ଭାରତ । ଶନିବାର ବାର୍ବାଡୋସ ବ୍ରିଜଟାଉନରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି…