Odia news portal

ରଥଯାତ୍ରା ଅବସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପଣ

ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଓ ପଵିତ୍ର ରଥଯାତ୍ରା ନିମନ୍ତେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଅବସରରେ ସମ୍ପାଦକ ଶ୍ରୀ ପ୍ରଭାକର ମଲ୍ଲିକ, ଉପଦେଷ୍ଟା ରାଧାବଲ୍ଲଭ ସିଂ ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ ଉପ ସଭାପତି ବୈକୁଣ୍ଠ ମହାପାତ୍ର ଓ ସଂଗଠନ…

ରଥଯାତ୍ରା ପାଇଁ ଆଇଟିସି ନିମାଇଲର ସ୍ୱତନ୍ତ୍ର ପଦକ୍ଷେପ “ଶୁଦ୍ଧ ଶୁଭାରମ୍ଭ”

ପ୍ରଥମ ଥର ପାଇଁ ଆଇଟିସି ନିମାଇଲ ରଥ ପଥର ଶୁଦ୍ଧତା ସହିତ ପବିତ୍ର ରଥଯାତ୍ରାର ଆରମ୍ଭକୁ ଚିହ୍ନିତ କରୁଛି ପୁରୀ: ଆଇଟିସିର ଅଗ୍ରଣୀ ଫ୍ଲୋର୍ କ୍ଲିନର ବ୍ରାଣ୍ଡ ଚଳିତ ରଥଯାତ୍ରାରେ ‘ନିମାଇଲ ଶୁଦ୍ଧ ଶୁଭାରମ୍ଭ’ ନାମରେ ଏକ ସ୍ୱତନ୍ତ୍ର ପ୍ରୟାସର ଆରମ୍ଭ କରିଛି- ଏହା ହେଉଛି ନୀମ ଆଧାରିତ…

ରଙ୍ଗ ବଦଳା ରାଜନୀତି ଛାଡ, କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କର: ବିଜେଡ଼ି

ଭୁବନେଶ୍ବର,(ଚକ୍ରଧର ମାଝି) : ରାଜ୍ୟରେ ବିଜେପି ଯେଉଁ ପରିବର୍ତ୍ତନର ଆଶା ଭରସା ଦେଇ ଆସିଥିଲା। ନୂଆ ଯୋଜନା ଓ ସେବା ଦେବେ କହିଥିଲେ। ହେଲେ ସେ ସବୁକୁ ଗୁରୁତ୍ବ ନ ଦେଇ ବିଜେପି ରଙ୍ଗ ବଦଳା ରାଜନୀତିରେ ମାତିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ କରିଥିଲେ। ବ୍ଲକରୁ…

ପୂର୍ବତନ ମନ୍ତ୍ରୀ ବିଶିଷ୍ଟ ଜନନେତା ସୁରେନ୍ଦ୍ରନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନଙ୍କ ଶୋକ

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସୁରେନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ପଟନାୟକ କହିଛନ୍ତି ଯେ ସ୍ବର୍ଗତ ନାୟକ ବିଜୁ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ, ଲୋକପ୍ରିୟ ଜନ ନେତା, ଦକ୍ଷ ପ୍ରଶାସକ ଓ…

ରଥଯାତ୍ରା ଉପଲକ୍ଷେ ତନେଇରାର ଗୋଲ୍ଡ କଏନ୍ ଅଫର – ୨୦,୦୦୦ ଟଙ୍କାର ଶପିଂରେ ସୁନା ମୁଦ୍ରା ପାଇବେ ଗ୍ରାହକ

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ ଟାଟା ପ୍ରଡକ୍ଟ ତଥା ଦେଶର କୋଣ ଅନୁକୋଣର ସିଗ୍ନେଚର ଶାଢ଼ିର ଏକ୍ସକୁସିଭ ଷ୍ଟୋର ‘ତନେଇରା’ ଆଣିଛି ସ୍ବତନ୍ତ୍ର ଗୋଲ୍‌ଡ କଏନ୍ ଅଫର । ଏହା ଜୁଲାଇ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ଅବସରରେ ଗ୍ରାହକ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ୍…

କିସ୍‌ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିଜର ରିଟେଲ ପାର୍ଟନରଙ୍କ ପାଇଁ ଏକ ବ୍ୟବସାୟିକ ବୈଠକ

ଭୁବନେଶ୍ୱର: ହରି କ୍ରିଷ୍ଣା ଗ୍ରୁପ୍‌ର କିସ୍‌ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ସମ୍ମାନିତ ରିଟେଲ ପାର୍ଟନରମାନଙ୍କ ପାଇଁ ଏକ ବ୍ୟବସାୟିକ ବୈଠକର ଆୟୋଜନ କରାଯାଇଥିଲା । ଏହି ଏକତ୍ରିକରଣର ପ୍ରାଥମିକ ଲକ୍ଷ୍ୟ ଥିଲା ଦେଶବ୍ୟାପୀ କିସ୍‌ନା ଏକ୍ସକ୍ଲୁସିଭ…

ବିଜେଡି କର୍ପୋରେଟରଙ୍କ ଉପରେ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ଉପରେ ଲାଗିଲା ଅଙ୍କୁଶ

ଭୁବନେଶ୍ୱର,(ଚକ୍ରଧର ମାଝି) : ବିଜେଡି କର୍ପୋରେଟରଙ୍କ ବୈଠକ ପରେ ଜାରି ହେଲା କଟକଣା। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବା ଉପରେ ଅଙ୍କୁଶ ଲଗାଯାଇଛି। ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ ଜାରି କରିଛନ୍ତି ଫତୁଆ। ଏନେଇ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଦଳର ବିନା…

ସୁଶାସନ ନାରା ଦେଇ ଦରଦାମ ଆକାଶଛୁଆଁ କରିଛନ୍ତି ରାଜ୍ୟ ସରକାର : ବିଜେଡି

ଭୁବନେଶ୍ବର : ରାଜ୍ୟରେ ପରିବର୍ତ୍ତନ ଓ ସୁଶାସନ ନାରା ଦେଇ ବିଜେପି ସରକାର ଦରଦାମ ଆକାଶଛୁଆଁ କରିଛନ୍ତି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀର ଦର ମଧ୍ୟ ବୃଦ୍ଧି…

ଗ୍ଲୋବାଲ ପିଚ୍ ପ୍ରତିଯୋଗିତାର ମିଟ୍ ଦ ଡ୍ରେପର୍ସ ସିଜନ ୬ରେ ବିଜୟୀ ହୋଇଛି ଓଡିଶାସ୍ଥିତ ବନ୍‌ଭି ଏରୋ; ୟୁଏସ୍‌ଏରେ ୧୪…

ଭୁବନେଶ୍ୱର : ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ…