Recent Posts
ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍ର…
ଭୁବନେଶ୍ୱର : ଡାବର କମ୍ପାନୀର ଅଗ୍ରଣୀ ଇନ୍ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍ମାନଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ…
ହଜାର ହଜାର କର୍ମୀଙ୍କ ସହିତ ସୁଶାନ୍ତଙ୍କ ରୋଡ଼ ଶୋ
ଭୁବନେଶ୍ୱର, (ଚକ୍ରଧର ମାଝି) : ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳ ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ପ୍ରଚାର। ବିଭିନ୍ନ ପାର୍କ ଓ କର୍ମୀ ସମ୍ମିଳନୀରେ ପ୍ରଚାର କରୁଥିବା ସୁଶାନ୍ତ କୁମାର ରାଉତ ଆଜି ପ୍ରଥମ ରୋଡ଼ ଶୋ କରି ପ୍ରଚାର ମଇଦାନକୁ ସରଗରମ କରିଛନ୍ତି। ଆଜି ୯ ନମ୍ବର ଓ୍ବାର୍ଡର…
ଡିସ୍ ଟିଭି ପକ୍ଷରୁ ‘ଡିସ୍ ଟିଭି ସ୍ମାର୍ଟ+’ ସେବାର ଶୁଭାରମ୍ଭ
ଭୁବନେଶ୍ୱର : ଅଗ୍ରଣୀ ଡିଟିଏଚ୍ ପ୍ରଦାନକାରୀ ସଂସ୍ଥା ଡିସ୍ ଟିଭି ‘ଡିସ୍ ଟିଭି ସ୍ମାର୍ଟ+\' ସେବାର ଘୋଷଣା କରିଛି । ଏହି ଶୁଭାରମ୍ଭ ଶିଳ୍ପରେ ଏକ ଅଗ୍ରଣୀ ମାଇଲଖୁଂଟ, ଯାହା ଗ୍ରାହକମାନଙ୍କୁ କୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଟିଭି ଏବଂ ଓଟିଟି…
ଜଙ୍ଗଲ ରାସ୍ତାରେ ରୋଗୀଙ୍କୁ ୪ କି.ମି ବୋହିଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
କଳାହାଣ୍ଡୀ : ଜଣେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଆଣି ମାନିବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସର କର୍ମଚାରୀ । ଘଟଣାନୁଯାୟୀ କଳାହାଣ୍ଡୀ ଜିଲ୍ଲା ଥୂଆମୂଳ ରାମପୁର ବ୍ଲକର ତାଳଝପି ପଂଚାୟତ ଅନ୍ତର୍ଗତ ଉପରଝପି ଗ୍ରାମର ସିନାଦେଇ ମାଝୀ (୬୦ବର୍ଷ)ନାମକ ଜଣେ ମହିଳା ଜଙ୍ଗଲରେ କାମ କରୁଥିବା…
ପଥଚାରୀଙ୍କ ତୃଷା ନିବାରଣ ଉଦ୍ୟମ ପାଇଁ ଦହିପଣା ବଣ୍ଟନ କଲେ ଏସ ଏସ ଡାନ୍ସ ଏବଂ ଫିଟନେସସ ଏକାଡେମୀ
ଭୁବନେଶ୍ୱର : ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଲାଣି । ସାରା ଓଡ଼ିଶା ଏବେ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପଥଚାରି ବିନା ପାନୀୟ ଜଳମୁନ୍ଦେ ପିଇବାକୁ ଡହଳ ବିକଳ ହେଉଛନ୍ତି। ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି ।…
ତ୍ରୈଲୋକ୍ୟନାଥ ରାଉତ ଜଟଣୀ ନିର୍ବାଚନମଣ୍ଡଳୀ ଵିଜେଡି ସଂଯୋଜକ
ଭୁବନେଶ୍ବର : ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ତ୍ରୈଲୋକ୍ୟ ନାଥ ରାଉତ ଜଟଣୀ ନିର୍ବାଚନମଣ୍ଡଳୀର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି।
ତାଙ୍କୁ ନୂଆ ଦାୟିତ୍ଵ…
ପଥଚାରୀଙ୍କ ପାଇଁ ଦହିପଣା ବଣ୍ଟନ କଲେ ଅଲ୍ ଓଡିଶା ମିନି ଟ୍ରକ ମାଲିକ ମହାସଂଘ
କଟକ : ଜୀବନ ବଞ୍ଚାଉଛି ଦହିପାଣି, ସାରା ଓଡ଼ିଶା ଏବେ ପ୍ରଚଣ୍ଡ ସୂର୍ଯ୍ୟ ତାପରେ କଲବଲ ହେଉଛି । ଆଉ ଏଥିପାଇଁ କେହି ଚାହିଁକି ବି ଘରୁ ବାହାରି ପାରୁନାହାଁନ୍ତି । ଆଉ ଯେ କେହି ବି ବାହାରୁଛନ୍ତି କିପରି ବାହାରକୁ ଯିବେ ସେନେଇ ଚିନ୍ତାରେ ପଡୁଛନ୍ତି । ହେଲେ ଏହାରି ଭିତରେ ଦୁଃଖର ସାଥି…
ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ୱର,(ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ବିଶାଳ ଶୋଭାଯାତ୍ରାରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସକାଳ ୯ଟା ସମୟରେ ରଘୁନାଥପୁରର…
ଜଳ ସଂରକ୍ଷଣ ପାଇଁ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ୱାକାଥନ
ଭୁବନେଶ୍ୱର: "ଜଳ ସଂଚୟ’ ଏବଂ ପାନୀୟ ଜଳର ସଠିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚଳିତ ମେ ୧ ତାରିଖ ଦିନ ମଦର୍ସ ପବ୍ଲିକ ସ୍କୁଲ ଏକ ୱାକାଥନ ଆୟୋଜନ କରିବାକୁ ଯାଉଛି । ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜଡ଼ିତ ରହି ଏକ ସୁସ୍ଥ ତଥା ଅଧିକ ସମାବେଶୀ ପୃଥିବୀ…
Ramadevi Women’s University Celebrates Successful Skill Training Completion for Visually Impaired…
BHUBANESWAR : Ramadevi Women’s University (RDWU) hosted the concluding ceremony for the skill training program designed for visually impaired students on July 25th, 2024. The program, conducted in collaboration with Diverseus Society Trust…
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦକ୍ଷତା ପ୍ରଶିକ୍ଷଣର ସମାପନ ସମାରୋହ ଅନୁଷ୍ଠିତ
ଭୁବନେଶ୍ୱର : ରାମାଦେବୀ ମହିଳା ବିଶ୍ୱବିଦ୍ଯ଼ାଳଯ଼ରେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ସଫଳ ରାମାଦେବୀ ମହିଳା ମହାବିଦ୍ୟାଳୟ (RDWU) ରବିବାର ଦିନରେ ଦୃଷ୍ଟିହୀନ ଛାତ୍ରମାନଙ୍କ ପାଇଁ ଡିଜାଇନ୍ ହୋଇଥିବା ଦକ୍ଷତା ତାଲିମ କାର୍ଯ୍ୟକ୍ରମ ପାଇଁ ସମାପନ ସମାରୋହର…
ଉତ୍ତମ ଜୀବନ ପାଇଁ ଉତ୍କଣ୍ଠା ଜାଗ୍ରତ କରନ୍ତୁ : ସୋନମ ୱାଙ୍ଗଚୁକ୍
ଭୁବନେଶ୍ୱର : ଏକ୍ସଆଇଏମ୍ ବିଶ୍ୱବିଦ୍ୟାଳୟର ଅଷ୍ଟମ ସମାବର୍ତ୍ତନ ଉତ୍ସବ ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ୪୨୧ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନିଜ ନିଜ ବିଭାଗରେ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସ୍ନାତକୋତ୍ତର ସମାବର୍ତ୍ତନ ସମାରୋହ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଙ୍କ…
ବିଜେଡ଼ିରେ ଯୋଗଦେଲେ ରାଜ୍ୟ କଂଗ୍ରେସର ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତ
ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ରାଜ୍ୟ କଂଗ୍ରେସର ସମ୍ପାଦକ ପ୍ରତାପ ଚନ୍ଦ୍ର ରାଉତଙ୍କ ସହ ୨ ହଜାରରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ମତ୍ସ୍ୟ…
ରାଜଧାନୀରେ ପହଂଚିଲା ଏମଜିର ସ୍ମାର୍ଟ ଓ ସଷ୍ଟେନେବୁଲ କୋମେଟ ଓ ଜେଡଏସ ଇଭି ଡ୍ରାଇଭ
ଭୁବନେଶ୍ୱର : ୧୦୦ ବର୍ଷ ପୁରୁଣା ବିରାସତ ସହିତ ଏକ ବ୍ରିଟିଶ ଅଟୋମୋବାଇଲ ଏମ୍ଜି (ମୋରିସ୍ ଗ୍ୟାରେଜେସ୍) ଏମ୍ଜି କୋମେଟ ଇଭି ଓ ଜେଡ୍ଏସ୍ ଇଭି ସହିତ ଭାରତରେ ସବୁଜ ଯାତାୟତ ବା ଗ୍ରୀନ ମୋବିଲିଟିର ଦ୍ରୁତ ଗ୍ରହଣୀୟତା ଦିଗରେ ନିଜର ପ୍ରତିଶ୍ରୁତିକୁ ଦୋହରାଇଛି । ୧୭ରୁ ଅଧିକ ରାଜ୍ୟକୁ କଭର୍…
ଭୁବନେଶ୍ୱର ଶାନ୍ତି କମିଟି ତରଫରୁ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଅନୁଷ୍ଠିତ
ଭୁବନେଶ୍ୱର : ମଙ୍ଗଳ ବାର ସନ୍ଧ୍ୟାରେ ଭୁବନେଶ୍ୱର ଶାନ୍ତି କମିଟି ସଭାପତି ମଧୁମାଧବ ଜେନାଙ୍କ ଆବାହକତ୍ୱରେ ୧୩ତମ ବାର୍ଷିକ ବିନ୍ଦୁସାଗର ଆଳତି ଶ୍ରୀସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ନେତୃତ୍ଵରେ ପୁରୁଣା ଭୁବନେଶ୍ବରର ବିନ୍ଦୁସାଗର କୂଳରେ ମହା ଆଳତି କରାଯାଇଅଛି । ପ୍ରଥମେ ଅଗ୍ର ଦେବତା…
ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘର ନୂଆ ଲୋଗୋ ଉନ୍ମୋଚନ
କଟକ : ଅଲ ଓଡିଶା ମିନିଟ୍ରକ ଓନର୍ସ ଆସୋସିଏସନ ପକ୍ଷରୁ କଟକ ବ୍ରାଞ୍ଚ ଅଫିସ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅଲ୍ ଓଡ଼ିଶା ମିନିଟ୍ରକ ମାଲିକ ସଂଘର ନୂଆ ଲୋଗୋ ଉନ୍ମୋଚନ କରାଗଲା । ଏହାସହିତ ମିନିଟ୍ରକ ମାଲିକ ମାନଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟକୁ ବିରୋଧ କରାଯିବା…
ବିଜେଡ଼ିରେ ଯୋଗଦେଲେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ
ଭୁବନେଶ୍ୱର, (ଚକ୍ରଧର ମାଝି) : ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ନେତା ଓ କର୍ମୀ ଆଜି ଶଙ୍ଖଭବନ ଠାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ମତ୍ସ୍ୟ ନିଗମ ଅଧ୍ୟକ୍ଷ ସୁବାସ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।…
ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର : ପବିତ୍ର ରାମ ନବମୀ ତିଥିରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟିଆ ଠାରେ ଭାରତୀୟ ଜନତା ପାର୍ଟିର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଯୋଗଦେଇ ଆନୁ । ନିକ ଭାବେ ଉଦ୍ଘାଟନ କରିଥିଲେ । ସେ କହିଥିଲେ ମାନନୀୟ ଯଶସ୍ୱୀ…
ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରର ଶୁଭାରମ୍ଭ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଥିବା ସହିଦନଗର ମା ଖଣ୍ଡୁଆଳି ବୁଢ଼ୀ ଠାକୁରାଣୀ ପୀଠରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ରକାର୍ଯ୍ୟକ୍ରମ ୫ ଦିନ ଧରି ଅନୁଷ୍ଠିତ ହେଵ ସମ୍ପାଦକ ଶ୍ରୀପ୍ରଭାକର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଅଧକ୍ଷ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜା…
ଭୁବନେଶ୍ୱର ରନ୍ୱେ ୱିକ୍ ଆକର୍ଷଣୀୟ ଡ଼ିଜାଇନ୍ର ପୋଷାକ ପରିବେଷଣ କଲେ ବଛା ବଛା ଡ଼ିଜାଇନର୍
ଭୁବନେଶ୍ୱର : ନୂତନ ଡ଼ିଜାଇନ୍ର ପୋଷାକ ପରିଧାନ କରିବା ସହ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । ସବୁବର୍ଗର ପିଢୀଙ୍କୁ ନଜରରେ ରଖି ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ରନ୍ୱେ ୱିକ୍ର ଦଶମ ସଂସ୍କରଣ ସ୍ଥାନୀୟ ଏକ…