Odia news portal
Browsing Category

ରାଜ୍ୟ

ରାଜ୍ୟ କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଫର୍ଦ୍ଦ, ଖୁବଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁରୀରେ ନବନିର୍ମିତ ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମ ଖୁବ୍ ଶୀଘ୍ର ଉଦ୍‌ଘାଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବେ । ଷ୍ଟାଡିୟମରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହା ଜିଲ୍ଲାର କ୍ରିକେଟରମାନ ପାଇଁ ଆଶୀର୍ବାଦ ପାଲଟିଛି । କେବଳ…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତିର ୫ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ବର : ମା ଦୂର୍ଗା ମନ୍ଦିର ବାପୁଜୀ ନଗର ଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତିର ୫ ମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରାଧନା କରି ସଭା ଆରମ୍ଭ ହୋଇ ଥିଲା । ଏହି…

କର୍ପୋରେଟର, ସରପଞ୍ଚଙ୍କୁ ପ୍ରଣବ ଦେଲେ ଗୁରୁମନ୍ତ୍ର

ଭୁବନେଶ୍ବର : ମିଶନ ୨୦୨୪ ପାଇଁ ବିଜେଡି ସମରସଜ୍ଜା ଆରମ୍ଭ କରି ଦେଇଛି। ଉତ୍ତର ଭୁବନେଶ୍ଵର ଗଡ଼ରେ ପୁଣି ବିଜୟ ପତାକା ଉଡ଼ାଇବାକୁ ବିଜେଡି ରଣନୀତି ତିଆରି କରିଛି। ବିଧାୟକ ସୁଶାନ୍ତ ରାଉତଙ୍କ ସରକାରୀ ବାସଭବନରେ ଶନିବାର ମଧ୍ୟାହ୍ନରେ ପ୍ରାୟ ୪୫ ମିନିଟ୍ ଯାଏଁ ନିର୍ବାଚନ ବୈଠକ ହୋଇଥିଲା। …

ଭାରତରତ୍ନ କର୍ପୁରୀ ଠାକୁରଜୀଙ୍କ ୧୦୦ତମଜନ୍ମ ଶତବାର୍ଷିକୀ ଓ ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର : ଭୁବନେଶ୍ୱର ବାରିକ ସମାଜ ପକ୍ଷରୁ ମହାନ୍ ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାରତରତ୍ନ ଶ୍ରୀ କର୍ପୁରୀ ଠାକୁରଙ୍କ ୧୦୦ତମ ଜନ୍ମ ଶତବାର୍ଷିକୀ ଭୁବନେଶ୍ୱରସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଇଂ ଅଖିଳ ଚନ୍ଦ୍ର ବାରିକ ସଭାପତିତ୍ୱ କରିଥିଲେ ।…

ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ…

ଏକାମ୍ରରେ ପରିବାର ସମ୍ପର୍କ ଅଭିଯାନ

ଭୁବନେଶ୍ୱର, (ଚକ୍ରଧର ମାଝି) : ଏକାମ୍ର ନିର୍ବାଚନ ମଣ୍ଡଳୀରେ ୱାର୍ଡ ନଂ ୬୧ ଭିମଟାଙ୍ଗି ଜଗନ୍ନାଥ ମନ୍ଦିର ନିକଟରୁ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ…

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଭୁବନେଶ୍ବର, (ଚକ୍ରଧର ମାଝି ) : ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ, ଭୁବନେଶ୍ବର ଦ୍ବାରା ପରି ଚାଳିତ , ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଭୁବନେଶ୍ବର ମହାନଗର ନିଗମ, ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଧୀନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ଶିବିର ଗୀତଗୋବିନ୍ଦ…

ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ପଡିବ : ଉତ୍ତର ବିଧାୟକ

ଭୁବନେଶ୍ୱର, (ଚକ୍ରଧର ମାଝି) : ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିକାଶ ଧାରା ଜାରି ରହିଛି । ବିଗତ ୨୩ ବର୍ଷ ବିଜେଡି ଶାସନ କାଳ ମଧ୍ୟରେ ଓଡିଶା ସମସ୍ତ ରାଜ୍ୟ ତୁଳନାରେ ଉନ୍ନତି କ୍ଷେତ୍ରରେ ବହୁ ଆଗରେ ରହିଛି । ଜନ୍ମ ଠାରୁ ଜୁଇ ପର୍ଯ୍ୟନ୍ତ ସମସ୍ତ କନହିତକାରୀ ଯୋଜନା…

ରାଜ୍ୟ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର : ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ କାଉଂଟ୍ ସିଜର ମେଟିଙ୍କ ୨୧୫ତମ ଜୟନ୍ତି ପାଳନ ଅବସରରେ ରାଜ୍ୟ ଇଲେକ୍ଟ୍ରୋପାଥିକ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଭୂବନେଶ୍ୱରର ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଛି । ଏସଇପିଏ ଓଡ଼ିଶା…