ଆଇଏନ୍ଆଇଏଫ୍ଡି ଭୁବନେଶ୍ୱର ପକ୍ଷରୁ ବାର୍ଷିକ ଡିଜାଇନ୍ ସୋ ନବ୍ୟତା ୨୦୨୩ ଆୟୋଜିତ
ବଲିଉଡ୍ କଳାକାର ଅମନ ବର୍ମା ଯୋଗଦେଲେ୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଡିଜାଇନ୍ ପ୍ରଦର୍ଶିତ
ଭୁବନେଶ୍ୱର : ଇଟଂରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ୍ ଡିଜାଇନ୍ (ଆଇଏନ୍ଆଇଏଫ୍ଡି) ଭୁବନେଶ୍ୱର ପକ୍ଷରୁ ରବିବାର ହୋଟେଲ୍ ୱେଲକମ୍ ବାଏ ଆଇଟିସିରେ ଆକର୍ଷଣୀୟ ବାର୍ଷିକ ଡିଜାଇନ୍ ସୋ ନବ୍ୟତା!-->!-->!-->…