Odia news portal

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ଵର : ଓଡିଶା ସେବକ ସଂଘ ପକ୍ଷରୁ ରେଳବାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହା‘, ସମାଜସେବୀ ତଥା ଯୁବନେତା ପ୍ରସନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ ପରିଡା, ସଂଘର ସଭାପତି ଅଶୋକ କୁମାର ମିଶ୍ର,

ଉପସଭାନେତ୍ରୀ ମିନାକ୍ଷୀ ନାୟକ, ସମ୍ପାଦକ ବସ କୁମାର ତ୍ରିପାଠୀ, ବରିଷ୍ଠ ସଦସ୍ୟ ହରେକୃଷ୍ଣ ପଟ୍ଟନାୟକ, ସର୍ବେଶ୍ବର ଦାସ, ଉଦୟ ବାରିକ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ଏଥିରେ ୩୦ ରୁ ଉର୍ଦ୍ଧ୍ବ ଫଳ ଓ ଛାୟା ପ୍ରଦାନକାରୀ ବୃକ୍ଷ ଲଗା ଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

You might also like
Leave A Reply

Your email address will not be published.