Odia news portal

ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍‌ର ପ୍ରୟାସ ଅଭିନନ୍ଦନୀୟ

ଭୁବନେଶ୍ୱର : ଡାକ୍ତରମାନେ ହେଉଛନ୍ତି ଭଗବାନ ସଦୃଶ । ରୋଗୀ ସେବା ସେମାନଙ୍କ ପରମ କର୍ତ୍ତବ୍ୟ । ଏହି କ୍ରମରେ ବିଦେଶରେ ଡାକ୍ତରୀ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଓ ଅଭିପ୍ସା ପୂରଣ ପାଇଁ ଗ୍ଲୋବାଲ୍ ଫୋକସ୍ ଏଜୁକେସନ୍ ପ୍ରା.ଲିଃ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି…

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଆରଡି ବିଶ୍ୱବିଦ୍ୟାଳୟ ଏବଂ ଡିଏସଟି ମଧ୍ୟରେ ଚୁକ୍ତି

ଭୁବନେଶ୍ୱର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ଆଗେଇ ଆସିଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଡାଇଭର୍ସ ସୋସାଇଟି ଟ୍ରଷ୍ଟ । ଏହି ଛାତ୍ରଛାତ୍ରଙ୍କ ଦକ୍ଷତା ବିକାଶ କିପରି ହେବ ସେଥିପାଇଁ ରମାଦେବୀ ବିଶ୍ଵବିଦ୍ୟାଳୟ ଏବଂ ଡାଇଭର୍ସ ସୋସାଇଟି ଟ୍ରଷ୍ଟ ମଧ୍ୟରେ ଏକ ଏମଓୟୁ ସାକ୍ଷର…

ଓଡିଶା ସେବକ ସଂଘ ପକ୍ଷରୁ ବୃକ୍ଷ ରୋପଣ

ଭୁବନେଶ୍ଵର : ଓଡିଶା ସେବକ ସଂଘ ପକ୍ଷରୁ ରେଳବାଇ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ୱାର୍ଡର କର୍ପୋରେଟର ଜୟନ୍ତୀ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ମହା‘,…

ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ : ୨୨୫ ଜଣ ଖେଳାଳି ଅଂଶଗ୍ରହଣ

ଭୁବନେଶ୍ୱର : ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍‌ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି। ଭୁବନେଶ୍ବର ଟେବଲ ଟେନିସ୍‌ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି…

ସାୱନ୍ କୃପାଲ ରୁହାନି ମିଶନ ଦ୍ଵାରା ଚାରାରୋପଣ

ଭୁବନେଶ୍ବର : ପରମ ପୂଜ୍ୟ ସନ୍ଥ ରାଜେନ୍ଦ୍ର ସିଂ ଜି ମହାରାଜଙ୍କ ସାନିଧ୍ୟରେ ସାୱନ୍ କୃପାଲ ରୁହାନି ମିଶନ ଭୁବନେଶ୍ଵର କେନ୍ଦ୍ର ଦ୍ଵାରା ସନ୍ଥ ସାୱନ୍ ସିଂ ଜି ମହାରାଜଙ୍କ ୧୬୫ତମ ଜନ୍ମ ମହୋତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମିଶନ ପକ୍ଷରୁ ବୃଦ୍ଧା ଆଶ୍ରମ ଠାରେ ବିଭିନ୍ନ ପ୍ରକାର…

ଓଡିଶା ବଜାରରେ ପ୍ରବେଶ କଲା ଡାଲ୍‌ମିଆ ଇଭି ଇ-ସାଇକେଲ୍‌, ଇ-ବାଇକ୍‌, ଇ-ସ୍କୁଟର୍‌, ଇ-ରିକ୍ସା

ଭୁବନେଶ୍ୱର : ଭାରତର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ୍ ଅଫ୍ କମ୍ପାନୀଜ୍‌ର ଇଲେକ୍‌ଟ୍ରିକ୍ ଯାନ ଶାଖା ଡାଲ୍‌ମିଆ ଇଲେକ୍‌ଟ୍ରିକ୍ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍ ଏହାର ନୂଆ ଅଭିନବ ଶୃଙ୍ଖଳାର ଇ-ବାଇକ୍‌, ଇସ୍କୁଟର ଓ ଇ-ରିକ୍ସାର ଲଂଚ୍ ସହିତ ଓଡିଶାରେ ଇଲେକ୍‌ଟ୍ରିକ୍ ଯାନ…

ଗୋପାଳପୁରରେ ଜୋନ୍ ବାଏ ଦି ପାର୍କ ହୋଟେଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍‌ସ ପକ୍ଷରୁ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…

କୁଳପତିଙ୍କ ମନମୁଖୀ ଓ ବ୍ୟବସାୟୀ କରଣ ନୀତିକୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ତୀବ୍ର ବିରୋଧ

ଭୁବନେଶ୍ବର : ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ଓ କତୃପକ୍ଷଙ୍କ ମନମୁଖୀ ଓ କ୍ୟାମ୍ପସରେ ବ୍ୟବସାୟୀକରଣ କୁ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଚ୍ଛି। ସୂଚନା ଯୋଗ୍ୟ ଯେ ଉତ୍କଳ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ରେ ଥିବା ସମସ୍ତ ହଷ୍ଟେଲର ମେସକୁ ଏକ ବେସରକାରୀ ଠିକା ସଂସ୍ଥା କୁ…