Odia news portal

ଡାବର ଚୱନପ୍ରାଶ୍ ପକ୍ଷରୁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ୍ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଅଗ୍ରଣୀ ବିଜ୍ଞାନ-ଆଧାରିତ ଆୟୁର୍ବେଦ କମ୍ପାନୀ ଡାବର ଇଣ୍ଡିଆ ଲିମିଟେଡ ପକ୍ଷରୁ ଉପଭୋକ୍ତାମାନଙ୍କୁ ଆୟୁର୍ବେଦ ଓ ସୁସ୍ଥ ଜୀବନଶୈଳୀର ଲାଭ ସମ୍ପର୍କରେ ସଚେତନ କରିବା ପାଇଁ ‘ସାଇନ୍ସ ଇନ୍ ଆକ୍ସନ’ କ୍ୟାମ୍ପେନ ଲଂଚ୍ କରାଯାଇଛି । ଏହା ଆୟୁର୍ବେଦ ପଛରେ ରହିଥିବା ବିଜ୍ଞାନ…

ଭୁବନେଶ୍ୱରରେ ଖୋଲିଲା ୨ୟ ତ୍ରୟମ୍ଵକମ ହେଲଥ କେୟାର

ଭୁବନେଶ୍ୱର : ବୁଧବାର ସାନ୍ଧ୍ୟ ୬ରେ ୟୁନିଟ ୬ ସ୍ଥିତ ୧୬୦ ପ୍ଲଟ ନମ୍ବରରେ ତ୍ରୟମ୍ଵକମ ହେଲଥ କେୟାର ହସ୍ପିଟାଲ୍ ର ଶୁଭ ଉଦଘାଟନ ହୋଇ ଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ, ସମ୍ମାନିତ ଅତିଥିଭାବେ ଭାବେ ଯୋଗଦେଇଥିଲେ ଜଟଣୀ…

ପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତ

ଭୁବନେଶ୍ବର : ପ୍ରଫେସର ରଶ୍ମୀ ମିଶ୍ରଙ୍କ ଦ୍ଵାରା ସଂଗୃହୀତ ହୋଇଥିବା କବିତା ପୁସ୍ତକ ୟୁଭିକା ରୋଟାରିଆନ୍ ଜୟଶ୍ରୀ ମହାନ୍ତିଙ୍କ ଦ୍ବାରା ଭୁବନେଶ୍ଵରସ୍ଥିତ ମେ ଫେୟାର ଠାରେ ଉନ୍ମୋଚିତ ହୋଇଯାଇଛି। ପ୍ରଫେସର ରଶ୍ମୀ ମିଶ୍ର ଏବଂ ଡଃ ଲିତା ମହାପାତ୍ର ଏହି ପୁସ୍ତକ ସମ୍ପର୍କରେ ବର୍ଣ୍ଣନା କରି…

ମହାବୀର ମନ୍ଦିରର ବିଂଶତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଦୁଇ ସ୍ଥିତ ମହାବୀର ମନ୍ଦିରର ବିଂଶତମ ପ୍ରତିଷ୍ଠା ଉତ୍ସବ ଓ ନବଗ୍ରହ ପ୍ରତିଷ୍ଠା ମୋହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଧାର୍ମିକ ଉତ୍ସବରେ ଶନିବାର ଦିନ ଅଧିବାସ ଓ ଅଙ୍କୁ ରୋପଣ, ରବିବାର ଦିନ କଳସ…

ବରିଷ୍ଠ ନାଗରିକଙ୍କ ପାଇଁ ଆମେ ସୁସ୍ଥ ରହିବା ଓ ଭଲ ଦେଖିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର : ନବ ବର୍ଷ ଅବସରରେ ଆଜି ବରିଷ୍ଠ ଗୁରୁଜନ ଓ ସାଧାରଣ ଲୋକ ମାନଙ୍କ ପାଇଁ "ଆମେ ସୁସ୍ଥ ରହିବା ଓ ଭଲ ଦେଖିବା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମାଗଣା ବ୍ଲଡସୁଗାର ପରୀକ୍ଷା ଓ ଆଖି ପରୀକ୍ଷା ଭୁବନେଶ୍ୱର ଶ୍ରିୟା ଟକିଜ ପାଖ ଖାରବେଳ ନଗରରେ ଥିବା ଏ ଏସ୍ ଜି…

୧୨ ନମ୍ବର ୱାର୍ଡରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ସମଗ୍ର ୱାର୍ଡ ଭୁବନେଶ୍ୱର : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉପଲକ୍ଷେ ଆଜି ବିଏମସି ୧୨ ନମ୍ବର ୱାର୍ଡରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମାର ଶୁଭାରମ୍ଭ ହୋଇଛି । କର୍ପୋରେଟର ଜୟନ୍ତୀ ସାହୁଙ୍କ ନେତୃତ୍ୱରେ…

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ

ଯୁବ ବର୍ଗଙ୍କ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ସୁଯୋଗ ଭୁବନେଶ୍ୱର : ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଟି , କ୍ରୀଡା ଓ ଗୃହ…

ଆସନ୍ତା ୧୨ ରୁ ୧୪ ତାରିଖ ଜନତା ମଇଦାନରେ ଅନୁ ିତ ହେବ କୃଷି ଓଡ଼ିଶା – ୨୦୨୪

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି (ଫେଡ଼େରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ)ର ମିଳିତ ସହଯୋଗରେ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ‘କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ । ଚଳିତ ବର୍ଷ କୃଷି ଓଡ଼ିଶାର…

ନେସନାଲ କବାଡି ଟୁର୍ଣ୍ଣାମେଣ୍ଟରେ ଭାଗ ନେଲା ଓଡ଼ିଶା ଦଳ

ଭୁବନେଶ୍ୱର : ତେଲେଙ୍ଗାନା ରାଜ୍ୟ ସ୍ଥିତ କାମା ରେଡ୍ଡୀ ଠାରେ ଆୟୋଜିତ ଅଣ୍ଡର ସେଭେଣ୍ଟିନ ବାଳକ ବିଭାଗ କବାଡି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ଓଡ଼ିଶା ଦଳ। ଓଡ଼ିଶା ର ବିଭିନ୍ନ ବିଦ୍ୟାଳୟ ଓ କଲେଜ ରୁ ବଛା ବଛା ୧୨ ଜଣ ଖେଳାଳି ଏଥିରେ ଭାଗ ନେଇଥିବା ହେତୁ ରାଜ୍ୟ ପାଇଁ ଏହା ଗର୍ବର ବିଷୟ ବୋଲି…

ଜଣାଶୁଣା ସାମ୍ବାଦିକ ରାଧା ସାହୁଙ୍କ ଅକାଳ ବିୟୋଗ

ଭୁବନେଶ୍ୱର : କେନ୍ଦ୍ରାପଡାରୁ ପ୍ରକାଶିତ ସମ୍ବାଦପତ୍ର ‘ସୁଶାସନ’ ର ଗଜାଂମ ଜିଲ୍ଳା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ରାଧାନାଥ ସାହୁଙ୍କର ଗତ ୧୫ ତାରିଖ ଶୁକ୍ରବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ସେ ମଧୁମେହ ଓ କିଡିନ୍ ଜନିତ ରୋଗରେ…