Odia news portal

ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ନୂତନ କର୍ମକର୍ତ୍ତା ନର୍ବାଚିତ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତର ପ୍ରାନ୍ତ ପରିଷଦ ବୈଠକ ଏବଂ ପ୍ରାନ୍ତ ନିର୍ବାଚନ ଭୁବନେଶ୍ୱର ରୋଟାରୀ ଭବନ ରେ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ୨୦୨୪-୨୫ ବର୍ଷ ପାଇଁ ପ୍ରାନ୍ତ ଅଧକ୍ଷ ଭାବେ ସତ୍ୟବାଦୀ ଦାଶ, ପ୍ରାନ୍ତ ମହାସଚିବ ଭାବେ ସୌମେନ୍ଦ୍ର ଦାସ, ପ୍ରାନ୍ତ ଅର୍ଥ…

ଖାରବେଳ ଇଷ୍ଟେଟ ଉନ୍ନୟନ ପରିଷଦ ନଖରାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କଥାମୃତ ଅନୁଷ୍ଠିତ

କଟକ : ଖାରବେଳ ଇଷ୍ଟେଟ ଉନ୍ନୟନ ନଖରା ପକ୍ଷରୁ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବରର ସହଯୋଗରେ କରାଯାଇ ଥିଲା, ପ୍ରଥମେ କେ ଲକ୍ଷ୍ମୀନାରାୟଣ ବାଳକୃଷ୍ଣ ପଣ୍ଡା ଓ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ । ସୋସାଇଟୀର…

ଇଞ୍ଜଣା ଜରିପାଟଣା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍‌ଘାଟନ

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଇଞ୍ଜଣା ପଞ୍ଚାୟତରେ ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ ଓ ଇଞ୍ଜଣା ଜରିପାଟଣା ରାସ୍ତା ସ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ହେମନ୍ତ ପରିଡା ଓ ସମିତି ସଭ୍ୟା ମମିତା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…

୧୭ ରୁ ୨୩ ବର୍ଷ ଯୁବକ ମାନଙ୍କୁ ମାସିକ ମୋବାଇଲ ରିଚାର୍ଜ ଦୁଇ ଶହ ଟଙ୍କା : ମିହିର କୁମାର ରାଉତ

ଭୁବନେଶ୍ୱର : ଭୁବନେଶ୍ୱରର ମା ଶୀଖରଚଣ୍ଡୀ ମନ୍ଦିରର ପାଦଦେଶରେ ୧ ଓ ୨ ନମ୍ବର ୱାର୍ଡର ଯୁବକ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କର୍ପୋରେଟର ମିହିର କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର…

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରୂପାନ୍ତରୀତ ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ବର, (ଚକ୍ରଧର ମାଝି) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜଧାନୀ ଠାରେ ଅବସ୍ଥିତ ଆଇଆରସି ଭିଲେଜ, ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣକୁ ବିଦ୍ୟାଳୟ ପରିସରରେ ଉଦଘାଟନ କରିଛନ୍ତି। ଏହି ରୂପାନ୍ତରୀକରଣ ପ୍ରକ୍ରିୟାରେ ଶିକ୍ଷାନୁଷ୍ଠାନରେ…

ବସ୍ତିବାସିନ୍ଦାଙ୍କ ସ୍ଵପ୍ନ ସାକାର କଲେ ନବୀନ : ସୁଲଭ ଆବାସ ପ୍ରକଳ୍ପ ନୀଳମାଧବ ନିବାସ ଯୋଜନାର ଶୁଭାରମ୍ଭ

ଭୁବନେଶ୍ବର, (ଚକ୍ରଧର ମାଝି) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜଧାନୀରେ ବସ୍ତିବାସିନ୍ଦାଙ୍କ ପାଇଁ ସୁଲଭ ଆବାସ ପ୍ରକଳ୍ପ ନୀଳମାଧବ ନିବାସ ଯୋଜନାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି।…

ଯନ୍ତ୍ରପାତି ଓ ଟୁଲ୍‌କିଟ୍ ସହାୟତା ମାଧ୍ୟମରେ ଦକ୍ଷତାରେ ଉନ୍ନତି ଆଣିବା ହେଉଛି କେଭିଆଇସିର ମୂଳ ଲକ୍ଷ୍ୟ : କେଭିଆଇସି…

ଭୁବନେଶ୍ୱର : ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଆଜି ଭୁବନେଶ୍ୱରରେ ହନି ମିଶନ ଓ ଗ୍ରାମୋଦ୍ୟୋଗ ବିକାଶ ଯୋଜନା ଅଧିନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଘୋଷଣା କରିଛନ୍ତି । ଏହି ଅବସରରେ ସେ କାରିଗରମାନଙ୍କୁ ଯନ୍ତ୍ରପାତି ଓ ଟୁଲ୍‌କିଟ ସହାୟତା ପ୍ରଦାନ…

ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ୨୦୨୪-୨୫ ପାଇଁ ନୂତନ କର୍ମକର୍ତା ନିଯୁକ୍ତ

ଭୁବନେଶ୍ୱର : ଏସଏନଏମ ଗ୍ରୁପ ଅଧ୍ୟକ୍ଷ ଡା. ପ୍ରଦୀପ ମହାନ୍ତି ୨୦୨୪-୨୫ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବାବେଳେ ଆଲୁମିନିୟମ ସେକ୍ଟର ସିଓଓ ତଥା ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର ଲିମିଟେଡର ସିଇଓ ଶ୍ରୀ ସୁନୀଲ ଗୁପ୍ତାଙ୍କୁ ଉପାଧ୍ୟକ୍ଷ ଭାବେ ନାମିତ…

ପରିବର୍ତ୍ତନ ୟୋଗେଶ ନିଉ ଦିଲ୍ଲୀ ପକ୍ଷରୁ ମହାପାତ୍ରଙ୍କୁ “ଦୀନବନ୍ଧୁ ସମ୍ମାନ”

ଭୁବନେଶ୍ବର : ପରିବର୍ତ୍ତନ ୟୋଗେଶ ନିଉଦିଲ୍ଲୀ ସହିତ "ମା ରୋଟି ବ୍ଯାଙ୍କ" ନିମନ୍ତେ ଆମ ଅନୁଷ୍ଠାନ ସର୍ବଦା ସାହାଯ୍ଯ ସହଯୋଗ କରି ଆସୁଥିବା ରୁ ଆମକୁ ଡାଃ ନାରାୟଣ ମହାପାତ୍ର ଳଙ୍କୁ "ଦିନବନ୍ଧୁ" ସମ୍ମାନରେ ସମ୍ମାନିତ କରିଅଛନ୍ତି । ଜୟ ମା ଭବାନି ଟ୍ରଷ୍ଟ ପକ୍ଷରୁ ସର୍ବଦା ଅବହେଳିତ…

ଭାରତର ପ୍ରଥମ ଫ୍ୟାଶନ ଫେଷ୍ଟିଭାଲରେ ସାନ୍ୟା ମଲ୍‌ହୋତ୍ରାଙ୍କ ସହ ଗ୍ଲାମରସ ଫ୍ୟାଶନ ଶୋ’

ଭୁବନେଶ୍ୱରର ଗ୍ଲାମର ବଢାଇଛି ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲ ଡିଜାତ, ଉଦୀୟମାନ ଲାଇଫ୍‌ଷ୍ଟାଇଲ ବ୍ରାଣ୍ଡଗୁଡିକରୁ ହାଇ-ଅନ୍‌-ଷ୍ଟାଇଲ ଏକ୍ସପେରିଏନ୍ସ ଆଦି ଉନ୍ମୋଚିତଇନର ନଚିକେତ ବାର୍‌ଭେଙ୍କ ଏକ ଆକର୍ଷଣୀୟ କଲେକ୍ସନ, ରିତ୍‌ଭିଜ ଓ ପ୍ରୋଗ୍ରେସିଭ୍ ବ୍ରଦର୍ସଙ୍କ…